Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼, ଆଲର୍ଟ ରହିଛନ୍ତି ସରକାର

ଭୁବନେଶ୍ବର: ବାଂଲାଦେଶରେ ହିଂସା ପରେ ବାଂଲାଦେଶୀ ଅନୁପ୍ରବେଶକାରୀ ଭାରତ ତଥା ଓଡିଶା ସୀମା ଦେଇ ଭାରତକୁ ପ୍ରବେଶ ପାଇଁ ଆଲର୍ଟ ରହିଛନ୍ତି ସରକାର । ଜଳ, ସ୍ଥଳ ସବୁଠି କଡା ନଜର ରଖିଛନ୍ତି । ଅନ୍ୟପକ୍ଷରେ ଯେଉଁମାନଙ୍କ ପ୍ରତି ଟିକେ ବି ସନ୍ଦେହ ହେଉଛି ସେମାନଙ୍କୁ ଯାଞ୍ଚ କରାଯାଉଛି । ଏନେଇ…

ଜିରା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ: ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀକୁ ଡେଇଁ ଅନେକ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ପୁଣି ଆଜି ଏଭଳି ଏକ ଘଟଣା ବରଗଡରେ ଦେଖିବାକୁ ମିଳିଛି । ଜିଲ୍ଲାର ୱାର୍ଡ ନମ୍ବର ୨ ବାଲିଟିକ୍ରା ଜିରା ନଦୀରୁ ଆଜି ସକାଳ ୮ ସମୟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।…

ଆରପାରିରେ ପୂର୍ବତନ ଡିଜିଙ୍କ ବିବାଦିତ ପୁଅ ବିତ୍ତିହୋତ୍ର

ଭୁବନେଶ୍ବର: ଆଉନାହାନ୍ତି ବହୁ ଚର୍ଚ୍ଚିତ ତଥା ବିବାଦିତ ବିତ୍ତିହୋତ୍ର ମହାନ୍ତି । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କ୍ୟାନ୍ସରରେ ବହୁଦିନ ଧରି ପୀଡିତ ଥିଲେ ବିତ୍ତିହୋତ୍ର । ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ସୂଚନା…

ଦିଲ୍ଲୀ ପରେଡରେ ଯୋଗ ଦେବେ ଏନଏସଏସ ସ୍ବେଚ୍ଛାସେବୀ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଦିଲ୍ଲୀ ପରେଡରେ ସାମିଲ ହେବାକୁ ଏନଏସଏସ ସ୍ବେଚ୍ଛାସେବୀ ଦିଲ୍ଲୀ ଯାଉଛନ୍ତି । ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ନିମନ୍ତ୍ରଣ ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀ ପରେଡରେ ଉପସ୍ଥିତ ରହି ପରେଡ ଦେଖିବେ ଏନଏସଏସ ସ୍ବେଚ୍ଛାସେବୀ । ଏନେଇ…

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସାମିଲ ହେଲେ ୩ ବର୍ଷର ଗୋକୁଲ

କନ୍ଧମାଳ: ବୟସ ମାତ୍ର ୩ ବର୍ଷ ହେଲେ ବୁଦ୍ଧି ଆଉ ସ୍ମରଣଶକ୍ତି ବିଚକ୍ଷଣ । ଯାହା ବି ଥରେ ଜାଣିନିଅନ୍ତି ତାକୁ ସବୁଦିନ ପାଇଁ ନିଜ ମୁଣ୍ଡ ଭିତରେ କଏଦ୍ କରିଦିଅନ୍ତି । ବର୍ଣ୍ଣମାଳା,ପଶୁପକ୍ଷୀଙ୍କ ନାମ ଏବଂ ବିଭିନ୍ନ ସଂଖ୍ୟା ଯେଉଁଠି କିଛି ତାଙ୍କ ବୟସର ପିଲାଙ୍କ ପାଇଁ କାଠିକର ପାଠ । ସେଠି ସିଏ…

୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ନୂଆ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ଆଜି ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ନୂଆ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ କରିବେ ଆଲୋଚନା। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଏଥିସହ ଏନଏଚ୍…

ପୁରୀରେ ପ୍ରବଳ ବର୍ଷା, ଘଡଘଡି: ଜଣେ ମହିଳା ମୃତ

ପୁରୀ: ଆଜି ପ୍ରବଳ ବର୍ଷାରେ ବେହାଲ ପୁରୀ । ସକାଳୁ ସକାଳୁ ଲାଗିରହିଛି ବର୍ଷା ଓ ଘଡଘଡି । ଏହାସହିତ ବଜ୍ରପାତରେ ଜଣେ ମହିଳାଙ୍କର ମୃତ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ୭ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ…

ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଘରୁ ମିଳିଲା ପୁଳାପୁଳା ସୁନା ଅଳଙ୍କାର ଓ ବିଦେଶୀ ମୁଦ୍ରା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି।  ପୂର୍ବତନ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚାଲିଛି ରେଡ୍। ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍ କରିବାକୁ…

ପୁଣି ବଢ଼ିବ ବର୍ଷା; ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି। ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତାକାଲିଠୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼,…

ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା

ସମ୍ବଲପୁର: ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା । ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ବିସ୍ଥାପିତ ଲୋକଙ୍‌କୁ ଜମି ପଟ୍ଟା ପ୍ରଦାନ କରିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ହୀରାକୁଦ ନଦୀ ବନ୍ଧ ଯୋଜନାରେ ଯେଉଁ…