Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜମିକୁ ଯିବା ବାଟରେ ଧକ୍କା ଦେଲା ଅଜଣା ଗାଡ଼ି, ଦମ୍ପତ୍ତି ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ବଲାଙ୍ଗୀର: ଚାଷ ଜମିକୁ ଯିବା ବାଟରେ ଧକ୍କା ଦେଲା ଅଜଣା ଗାଡ଼ି। ଦୁର୍ଘଟଣା ନେଲା ଦମ୍ପତିଙ୍କ ଜୀବନ। ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସ୍ବାମୀ-ସ୍ତ୍ରୀ ସମେତ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବିରେ ସମ୍ପର୍କୀୟଙ୍କ ପକ୍ଷରୁ…

ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌

ନୟାଗଡ଼: ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌। ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତହସିଲ କର୍ମଚାରୀ ଧରାପଡ଼ିଥିଲେ। ତହସିଲର ଜଣେ କର୍ମଚାରୀଙ୍କୁ ଗିରଫ ପରେ ଚାଲିଛି ରେଡ୍‌। ନୟାଗଡ଼ ଭାପୁର ଓ…

ବିଜେପି ସରକାରର ବିଭିନ୍ନ ମନ୍ତ୍ରୀଙ୍କୁ ମିଳିଲା ବ୍ୟକ୍ତିଗତ ସଚିବ, ଏକାଧିକ ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ଏକାଧିକ ଅଧିକାରୀଙ୍କୁ ମିଳିଲା ବିଭିନ୍ନ ମନ୍ତ୍ରୀଙ୍କ ସଚିବ ଦାୟିତ୍ୱ। ରାଜ୍ୟର ପ୍ରଥମ ବିଜେପି ସରକାରର ବିଭିନ୍ନ ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ସଚିବ (ପିଏସ୍‌) ଯୋଗାଇ ଦିଆଯାଇଛି। ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୫ ଜଣ ଅଧିକାରୀ ଓ ୩ ଜଣ ଅଧିକାରୀ ‘ଓଏସଡି’ ଭାବେ…

ରାଜଧାନୀ ହେବ ଗ୍ରୀନ୍‌ସିଟି, ପୁନଃ ନିର୍ମାଣ ହେବ ୱେଷ୍ଟ ଟୁ ଆର୍ଟ ପାର୍କ

ଭୁବନେଶ୍ୱର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପାର୍କ ଓ ଉଦ୍ୟାନ ପରିଦର୍ଷନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ଅନ୍ୟ ଅଧିକାରୀଙ୍କ ସହ ମନ୍ତ୍ରୀ ଆନନ୍ଦବନ, ଘାଟିକିଆସ୍ଥିତ ରାଜ୍ୟ…

ବଡ଼ଦାଣ୍ଡ ଆଲୋକୀକରଣ ବ୍ୟବସ୍ଥା ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପୁରୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ସମ୍ପର୍କିତ ସ୍ବତନ୍ତ୍ର ପ୍ରସ୍ତୁତି ବୈଠକରେ ଯୋଗ ଦେବା ପରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ତଥା ରାଷ୍ଟ୍ରାୟତ୍ତ ଉଦ୍ଯୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ୱାଟର କର୍ପୋରେସନ ଅଫ ଓଡ଼ିଶା…

ମହଙ୍ଗା ପଡ଼ିଲା ଲାଞ୍ଚ ନେବା, ଏଫସିଆଇ ଓଡ଼ିଶା ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ(FCI) ଓଡ଼ିଶା ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଗିରଫ। ଜେନେରାଲ ମ୍ୟାନେଜର ପ୍ରେମ ସିଂଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ସିବିଆଇ। ଏଫଆଇସି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ୨ ଅଧିକାରୀ ସହ କୋଲକାତାର ଏକ ଘରୋଇ…

ବନ୍ଦ ସ୍କୁଲରୁ ଫିଟିବ ତାଲା! ୭ ହଜାର ସ୍କୁଲ ହୋଇଛି ମିଶ୍ରଣ

ଭୁବନେଶ୍ୱର: ବନ୍ଦ ହୋଇଯାଇଥିବା ସ୍କୁଲକୁ ପିଲା ଫେରିବେ। ମିଶ୍ରଣ ହୋଇଥିବା ସ୍କୁଲକୁ ଅଲଗା କରାଯିବ। ମିଶ୍ରଣ ଯୋଗୁଁ ସ୍କୁଲରେ ପଡିଥିଲା ତାଲା। ବର୍ତ୍ତମାନ ସବୁ ମିଶ୍ରଣ ସ୍କୁଲକୁ ଅଲଗା କରାଯିବ। ପୁଣି ପିଲା ଫେରିବେ, ପୁଣି ନାମ ଲେଖା ହେବ। ବନ୍ଦ ସ୍କୁଲ ତାର ସ୍ଥିତି ଫେରିପାଇବ। ନିଜର…

ଜୁଲାଇ ୫ରୁ ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ!

ଭୁବନେଶ୍ୱର:  ରତ୍ନ ଭଣ୍ଡାରରେ ମୂଲ୍ୟବାନ ସାମଗ୍ରୀର ଯାଞ୍ଚ ପାଇଁ ଗଠିତ କମିଟିର ନେତୃତ୍ୱ ନେଉଥିବା ଜଷ୍ଟିସ୍ ଅରିଜିତ ପଶାୟତ ଜୁଲାଇ ୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜଷ୍ଟିସ୍ ଅରିଜିତ ପଶାୟତ ଜୁଲାଇ ୫ ତାରିଖରେ ପୁରୀରେ ରତ୍ନ ଭଣ୍ଡାର…

ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ଦୁଇ ଦିନିଆ ଜାତୀୟ ସମ୍ମିଳନୀ କର୍ମଶାଳା

ଭୁବନେଶ୍ୱର: ଗତ ଜୁନ ମାସ ୨୮ ଓ ୨୯ ତାରିଖରେ ଜଟଣୀସ୍ଥ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଫାର୍ମାସୀ ଆଣ୍ଡ ଲାଇଫ ସାଇନସ୍ସ ଏବଂ ସ୍କୁଲ ଅଫ ପାରାମେଡିକସ ଆଣ୍ଡ ଆଲାଏଡ ହେଲଥ ସାଇନସ୍ସର ମିଳିତ ଆନୁକୁଲ୍ୟରେ ତଥା ଆୟୁଷ ପ୍ରଯୋଜିତ " Advancement in Animal Handling and Generative…

କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୮ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀମାନଙ୍କୁ ସମାଜରେ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ସମାଜରେ…