Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁରେଶ ମହାପାତ୍ରଙ୍କ ନିଯୁକ୍ତିକୁ ନେଇ ବର୍ଷିଲା ବିଜେପି; କହିଲା, ଅପାରଗ ପ୍ରଶାସକଙ୍କୁ ପୁରସ୍କାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରି ଭିକେ ପାଣ୍ଡିଆନଙ୍କ ଭିଆରଏସ ପରେ ପୂର୍ବତନ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁ୍କ୍ତି ଦିଆଯାଇଛି ।ଏହାକ ନେଇ ବର୍ଷିଛି ବିଜେପି । ଅପାରଗ ପ୍ରଶାସକକୁ ସରକାର ପୁରସ୍କୃତ…

ବ୍ରାଉନ ସୁଗାର ଡିଲ୍ ବେଳେ ମାଡିବସିଲା ପୋଲିସ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଥମୁନି ଧଳା ଜହର କାରବାର । ପୁଣି ଅଢେଇ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଡିଲ ଚାଲିଥିବାବେଳେ ମାଡି ବସିଲା ନୟାପଲ୍ଲୀ ପୋଲିସ । ବିଶେଷ ସୂତ୍ରରୁ ଖବରପାଇ, ବ୍ରାଉନ ସୁଗାର ଜବତ ସମୟରେ ନୂଆପଲ୍ଲୀ…

ପୁତୁରାର ଜୁଇ ପାଖରେ ଟଳି ପଡିଲେ ବଡବାପା: ଶବ ସହ ଯାଇଥିଲେ, ଶବ ହୋଇ ଫେରିଲେ

କେନ୍ଦ୍ରାପଡା: ପୁତୁରା ହେଲେ ବି ପୁଅଠାରୁ ଥିଲା ଅଧିକ । ଖୁବ ଭଲ ପାଉଥିଲେ । ଯେଉଁ ହାତରେ କୋଳେଇ କାଖେଇ ମଣିଷ କରିଥିଲେ ସେ ହାତରେ ତାର ରକ୍ତାକ୍ତ ଶରୀର ଯେତେବେଳେ ଉଠାଇ ଆଣିଥିଲେ ତାଙ୍କ ଛାତି ଫାଟି ଯାଉଥିଲା  । ତଥାପି ଭଗବାନଙ୍କ ନିର୍ଦ୍ଦେଶକୁ ମାନି ଶେଷକୃତ୍ୟ କରୁଥିଲେ । ହେଲେ…

ଓଡିଶା ଆସିବେ ଦୁଇ କେନ୍ଦ୍ରମନ୍ତ୍ରୀ: ସଂପ୍ରସାରିତ ବାରଣାସୀ-ସମ୍ବଲପୁର ଏକ୍ସପ୍ରେସ ଟ୍ରେନର କରିବେ ଶୁଭାରମ୍ଭ

ଭୁବନେଶ୍ବର: ଓଡିଶା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ । ଆସନ୍ତା ୨୦ ତାରିଖରେ ଓଡିଶା ଆସିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମ୍ବଲପୁର ରେଳ ଷ୍ଟେସନରୁ ବାରଣାସୀ-ସମ୍ବଲପୁର-ବାରଣାସୀ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍…

ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ୩୪୯ ନୂଆ ଆମ୍ବୁଲାନ୍ସ

ଭୁବନେଶ୍ୱର:ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ୩୪୯ ନୂଆ ଆାମ୍ବୁଲାନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଆମ୍ବୁଲାନ୍ସକୁ ଆଜି ଲୋକାର୍ପିତ କରିଛନ୍ତି । ଏଥିପାଇଁ ୧୪୮.୪୫ କୋଟି ଟଙ୍କା ବ୍ୟୟ କରାଯାଇଛି । ଏଥିମଧ୍ୟରୁ ୨୭୯ଟି ଆମ୍ବୁଲାନ୍ସ  ୧୦୮ ଫ୍ଳିଟ୍‌ରେ ଯୋଡି ହୋଇଥିବାବେଳେ,…

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର, ଶହେ କୋଟି ପ୍ରକଳ୍ପର ଶିଳନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ: ପୁରୀ ସଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର । ଏଥିପାଁଇ ବିଶ୍ୱବିଦ୍ୟାଳୟ ପରିସରରେ ଉନ୍ନତିକରଣ ନେଇ ୧୦୦ କୋଟି ପ୍ରକଳ୍ପର ଶିଳନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୋମ ଯଜ୍ଞରେ ଆହୁତି ଦେଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି…

ନଭେମ୍ବର ୨୬ରେ ଓଡିଶା ପୋଲିସ ଏସଆଇ ପରୀକ୍ଷା, ୱେବସାଇଟ୍‌ରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

ଭୁବନେଶ୍ବର: ଓଡିଶା ପୋଲିସ ସବ-ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଆସନ୍ତା ୨୬ ତାରିଖ ରବିବାର ଓଡିଶାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ । ଉକ୍ତ ପରୀକ୍ଷା ନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କ ପ୍ରବେଶ ପତ୍ର(ଆଡମିଟ୍ କାର୍ଡ) ଓଡ଼ିଶା ପୋଲିସ ୱେବସାଇଟ http://odishapolice.gov.in ରେ ରେ…

ଡିସେମ୍ବର ୩୧ରେ ଅବସର ନେବେ ଡିଜି ସୁନୀଲ ବଂଶଲ

ଭୁବନେଶ୍ବର: ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ମିଳିଛି । ଡିସେମ୍ବର ୩୧ ତାରିଖରେ ସେ  ଅବସର ଗ୍ରହଣ କରୁଛନ୍ତି। ରାଜ୍ୟସରକାର ତାଙ୍କୁ ସରକାରୀ ଚାକିରିରୁ ଅବସର ନେବା ଲାଗି ଅନୁମତି ଦେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଏ ନେଇ ଏକ  ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୭ ବ୍ୟାଚର…

ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ପ୍ରକଳ୍ପ ଦୁଇଟି ହେଉଛି ସୁନଗଡ ନଦୀରେ ସିକୁଆଁ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ  ୪୯ କୋଟି ଏବଂ…

ବିପୁଳ ପରିମାଣର ଦେଶୀ ମଦ ଜବତ, ୧୯ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଦେଶୀ ମଦ ଜବତ । ବିଶେଷ ସୂତ୍ରରୁ ଖବରପାଇ ଆଜି (ଶନିବାର) ଏକ୍ସାଇଜ୍ ଟିମ୍ ର ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ବହୁ ପରିମାଣର ଦେଶୀ ମଦ ଜବତ ସହ ଘଟଣାସ୍ଥଳରୁ ୧୯ ଜଣଙ୍କୁ ଗିରଫ କରିଛି ଟିମ୍ । ଏହି ଚଢାଉ ସମୟରେ ରାଜ୍ୟ ରାଜଧାନୀର ସାଲିଆ ସାହି…