Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆରଏସଏସ୍ ମୁଖ୍ୟ, ଏହି ସବୁ ଦିଗ ଉପରେ କଲେ ଆଲୋଚନା

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ । ଏହି ଅବସରରେ ଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ଆରଏସଏସ ର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ…

ପ୍ରତାରଣା ସହିପାରିଲାନି ପ୍ରେମିକା, ପେଟ୍ରୋଲ ଢାଳି ପ୍ରେମିକ ଘରେ ଲଗାଇଲା ନିଆଁ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରତାରଣାର ପ୍ରତିଶୋଧ ନେବାକୁ ପ୍ରେମିକଙ୍କ ଘରେ ନିଆଁ ଲଗାଇଦେଲେ ପ୍ରେମିକା ଓ ତାର ସାଙ୍ଗ । ନିଆଁକୁ ଆୟତ୍ତ କଲେ ଗ୍ରାମବାସୀ । ଖବରପାଇ ବାସୁଦେବପୁର ପୋଲିସ ଦୁଇ ଯୁବତୀଙ୍କୁ…

ଆସିଲା ଆଳୁ, ୩ କିଲୋକୁ ୧୦୦ ଟଙ୍କା

ଭୁବନେଶ୍ବର: ଏବେ ରାଜ୍ୟରେ ଆଳୁ ଦର ତଳମୁହାଁ ହେଉନଥିବାରୁ ଏହାକୁ ନେଇ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି ସରକାର । ଏଥିପାଇଁ ନାଫେଡ୍ ଜରିଆରେ ଆଳୁ ଆଣି କେଜି ପିଛା ୩୦ ଟଙ୍କା ଦରରେ ରାଜ୍ୟବାସୀଙ୍କୁ ଯୋଗାଇବା ପାଇଁ କହିଥିଲେ ଯୋଗାଣ ମନ୍ତ୍ରୀ । ଏହା ପରେ ଆଜି ନାଫେଡ୍ ଜରିଆରେ ଆଳୁ ଆସି…

କାଠଯୋଡ଼ିକୁ ପୁରୁଷ ଓ ମହିଳା ଡେଇଁବା ଘଟଣା: ଉଭୟ ଥାନାରେ ହାଜର

କଟକ: କଟକ କାଠଯୋଡି ନଦୀକୁ ଜଣେ ପୁରୁଷ ଓ ମହିଳା ଡେଇଁ ଆତ୍ମହତ୍ୟା କରିଥିବା ଘଟଣାରେ ଆସିଛି ବଡ଼ ଟ୍ୱିଷ୍ଟ। ଉଭୟ ମହିଳା ଓ ପୁରୁଷ ଶନିବାର ସକାଳେ ପୁରୀ ଘାଟ ଥାନାରେ ହାଜର ହୋଇଛନ୍ତି। ଉଭୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାକୁ ପଠାଇଛି ପୋଲିସ। ସେମାନେ ହେଲେ ଶତ୍ରୁଘ୍ନ…

ମହାପ୍ରଭୁଙ୍କ ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ: ଶ୍ରୀମନ୍ଦିର ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି ବେଳେ ୩୫ ମିନିଟ୍ ବିଳମ୍ବରେ ପ୍ରତିହାରୀ ସେବକ ପହଞ୍ଚିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତେବେ…

ଶିମିଳିପାଳ ଜଗିବ ଏଆଇ କ୍ୟାମେରା, ଶିକାରୀଙ୍କ ଉପରେ ରଖିବ ତିକ୍ଷ୍ଣ ନଜର

ମୟୂରଭଞ୍ଜ: ଶିମିଳିପାଳ ଜଗିବ ଏଆଇ କ୍ୟାମେରା । ଶିକାରୀ ମାଫିଆଙ୍କୁ କରିବ ସାବାଡ୍ । ଦେଶରେ ପ୍ରଥମ ଥର ପାଇଁ ଓଡିଶା ମୟୂରଭଞ୍ଜ ସ୍ଥିତ ଅଭୟାରଣ୍ୟରେ ଲାଗିବ ଏଆଇ କ୍ୟାମେରା । ୩୬୦ ଡିଗ୍ରୀ ଗତି ସହ ଜଙ୍ଗଲର କୋଣ ଅନୁକୋଣ ଉପରେ ନଜର ରଖି ନିଜ ଭିତରେ ସବୁ କଏଦ୍ କରିବ । ଯାହା ଶିମିଳିପାଳ…

ବଲ୍ଲେ ବଲ୍ଲେ ଢ଼ାବା ପ୍ରସଙ୍ଗ; ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ଏଲିନା ଦାଶ

କଟକ: ଯାଜପୁର ‘ବଲ୍ଲେ ବଲ୍ଲେ ଢ଼ାବା’କୁ ନେଇ ଏଲିନାଙ୍କ ମାମଲା ପ୍ରସଙ୍ଗ । ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ବିଜେଡି ନେତ୍ରୀ ଏଲିନା ଦାଶ । ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା ସିଲ୍ ଘଟଣାରେ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ଏଲିନା ଦାଶ । ଗଣମାଧ୍ୟମର ତାଙ୍କ ନାଁକୁ ନେଇ ଚର୍ଚ୍ଚା…

ଘରଡିହ ନଥିବା ପରିବାରକୁ ସରକାର ଦେବେ ପଟ୍ଟା

ଭୁବନେଶ୍ବର: ଘରଡିହ ନଥିବା ପରିବାରଙ୍କୁ ସରକାର ଦେବେ ଘରଡିହ ପଟ୍ଟା । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ହିତାଧିକାରୀ ଚୟନ କରାଯାଇ ସରକାର ପଟ୍ଟା ବଣ୍ଟନ କରିବେ। ଖୁବ୍ ଶୀଘ୍ର ସର୍ଭେ କାର୍ଯ୍ୟ ଶେଷ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ…

ନାବାଳିକା ଅସଦାଚରଣ ମାମଲାରେ ୮ ବର୍ଷ ପରେ ଆସିଲା ରାୟ: ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: ଏକ ୧୩ ବର୍ଷୀୟା ନାବାଳିକାକୁ ଅସଦାଚରଣ ମାମଲାର ଆସିଲା ରାୟ । ଦାରିଙ୍ଗବାଡ଼ି ଥାନା ଦଳବାଡି ଅଞ୍ଚଳର ମୁକେଶ କୁମାର ନାୟକ (୩୮)କୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଫୁଲବାଣୀ ଫାଷ୍ଟଟ୍ରାକ୍‌ ପୋକ୍ସୋ କୋର୍ଟର ବିଚାରପତି…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଢିବ ବର୍ଷାର ପରିମାଣ, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ ସୁନ୍ଦରଗଡ଼ ଓ ଝାରସୁଗୁଡାରେ ପ୍ରବଳ ବର୍ଷା ନେଇ ୟେଲୋ…