Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଦଳା ଚାଲିଛି ଲକ୍ଷ୍ମୀ ବସ୍ ରଙ୍ଗ, ଲାଗିଛି ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଟ୍ୟାଗ୍

ଢେଙ୍କାନାଳ: ବଦଳିଯାଇଛନ୍ତି ସରକାର । ଏବେ ବଦଳାଚାଲିଛି ପୂର୍ବତନ ସରକାର ଦେଇଆସୁଥିବା ସମସ୍ତ ଯୋଜନାର ରୂପରଙ୍ଗ । ସେଇ ପୁରୁଣା ସେବା ହେଲେ ନୂଆ ଢଙ୍ଗରେ ଜନତାଙ୍କୁ ଭେଟିଦେବେ ନୂଆ ସରକାର । ଏଥିପାଇଁ ବଦଳା ଚାଲିଛି ରଙ୍ଗ । ଯାହା ସବୁଜ ଥିଲା ତାହା ଏବେ ଗେରୁଆ କରାଯାଉଛି । ଏମିତି କିଛି…

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ରାଜଗାଙ୍ଗପୁର: ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି। ରାଜଗାଙ୍ଗପୁର ଟାଉନରେ ଥିବା ଏକ ସୁନା ଦୋକାନରୁ ବିଳମ୍ବିତ ରାତିରେ ସୁନା ଲୁଟ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧୦ କେଜି ରୁପା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସର…

ରାଜ୍ୟରେ ୫ ଦିନ ବର୍ଷା, ବିଜୁଳି ଘଡ଼ଘଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଲଘୁଚାପ ଦୁର୍ବଳ ହେବା ପରେ ବି ରାଜ୍ୟରେ ଲାଗି ରହିଛି ବର୍ଷା। ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ଏଥିଲାଗି ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ଲାଗିରହିବ ବର୍ଷା। ସେହିପରି ପଶ୍ଚିମ ଆସାମରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ବର୍ଷା ବଢିବାର…

୧୨ ଗୋଠଛଡ଼ା ଦନ୍ତା ହାତୀ ଠାବ, ଟ୍ରାଙ୍କୁଲାଇଜ୍ କରି ବନ୍ଧାହେବ ରେଡିଓକଲାର୍

ଭୁବନେଶ୍ୱର: ଏଣିକି ସାବାଡ଼ ହେବେ ଉତ୍ପାତ ଚଳାଇଥିବା ଦନ୍ତା ହାତୀ। ରାଜ୍ୟରେ ଜନବସତି ମୁହାଁ ହୋଇ ଉତ୍ପାତ ଚଳାଇଥିବା ୧୨ ଗୋଠଛଡା ଦନ୍ତାଙ୍କୁ ବନବିଭାଗ ଚିହ୍ନଟ କରିଛି। ଖୁବଶୀଘ୍ର ସେମାନଙ୍କୁ ଟ୍ରାଙ୍କୁଲାଇଜ୍ କରି ବେକରେ ରେଡିଓକଲାର୍ ବନ୍ଧାଯିବ। ସେମାନଙ୍କୁ ଉଠାଇ ନେଇ ଅଭୟାରଣ୍ୟ ଭିତରକୁ…

ରେଳ ନିରାପତ୍ତା ଆୟୁକ୍ତଙ୍କ ଘୋଷଣା, ଦୁଇ ନୂଆ ରେଳ ଲାଇନରେ ଟ୍ରେନ୍ ଟ୍ରାଫିକ୍ ଚଳାଚଳ

ଭୁବନେଶ୍ଵର: ଶାଳଗାଁ-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର ଢେଙ୍କାନାଳ-ହିନ୍ଦୋଳ ରୋଡ଼ ସେକ୍ସନ ମଧ୍ୟରେ ୪୦.୯୩୪ କି.ମି.ଦୈର୍ଘ୍ୟ ନୂତନ ଲାଇନ ଏବଂ କୋଟାଭାଲାସା-କିରନ୍ଦୁଲ ଦୋହରୀକରଣ ପ୍ରକଳ୍ପର ଦନ୍ତେୱାଡା-କାମଲୁର ମଧ୍ୟରେ ୧୨.୩୫୩ କି.ମି. ଦୈର୍ଘ୍ୟ ନୂତନ ରେଳ ସେକ୍ସନ…

ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ

ଭୁବନେଶ୍ୱର: ପୁରୀ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ପୁରୀରେ ରଥଯାତ୍ରା ପାଇଁ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ। ସେହିପରି ଚଳିତ ଥର ରଥଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ। ଭକ୍ତଙ୍କ ସଂଖ୍ୟା ଗଣନା ନେଇ…

ଭାଙ୍ଗିଲା ଜନତା ଏବଂ ସରକାର ମଧ୍ୟରେ ପାଚେରୀ, ଦୀର୍ଘ ବର୍ଷ ପରେ ଲୋକଙ୍କ ଦୁଃଖ ସିଧା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରାବର। ଲୋକେ ଶୁଣାଇଲେ ସମସ୍ୟା, ଆଉ ମୁଖ୍ୟମନ୍ତ୍ରୀ ସଙ୍ଗେସଙ୍ଗେ ଦେଲେ ସମାଧାନର ନିର୍ଦ୍ଦେଶ। ଦୀର୍ଘ ବର୍ଷ ପରେ ଓଡ଼ିଶାରେ ଲୋକମାନେ ନିଜ ଦୁଃଖ ବା ସମସ୍ୟା ଶୁଣାଇଛନ୍ତି ନିଜ ମୁଖ୍ୟମନ୍ତ୍ରୀଙ୍କୁ। ମୁଖ୍ୟମନ୍ତ୍ରୀଙ୍କ…

ସପ୍ତଶଯ୍ୟାରେ ନିଖୋଜ ଯୁବକ ଘଟଣା: ଫେରିବା ବେଳେ ଗୁଗୁଲ୍ ମ୍ୟାପ କରିଥିଲା ବାଟବଣା

ଢେଙ୍କାନାଳ: ହାତରେ ସ୍ମାର୍ଟ ଫୋନ୍ ସହିତ ମୋବାଇଲ ଅଛି ମାନେ ଏବେ ଜଣେ ଯୁଆଡ଼େ ଚାହିଁବ ସିଆଡେ ଯାଇପାରିବ। ଏହପରି ଏକ ଧାରଣା କିନ୍ତୁ ଜଙ୍ଗଲ ଭିତରେ ବିପଦକୁ ଡାକିଆଣିଥିଲା। ଢେଙ୍କାନାଳ ସପ୍ତଶଯ୍ୟା ପାହାଡ ବୁଲିବାକୁ ଯାଇ ନିଖୋଜ ପରେ ଉଦ୍ଧାର ହୋଇଥିବା ଯୁବକ କିପରି ଗୁଗୁଲ ମ୍ୟାପ ବାଟବଣା…

ଚକା ବିଜେ କରିବେ ଶ୍ରୀବିଗ୍ରହ

ପୁରୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ସ୍ନାନ ପରେ ଜ୍ୱରରେ ପଡିଥିଲେ ମହାପ୍ରଭୁ । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତନୀତି । ଯାହା ଦ୍ବାରା ସ୍ଥୁସ୍ଥ ଅନୁଭବ କରୁଛନ୍ତି ଶ୍ରୀବିଗ୍ରହ । ସେପଟେ ଆଜି ଅଣସର ଦଶମୀ । ଚକାବିଜେ କରିବେ ଶ୍ରୀଜୀଉ । ଅଣସର ତାଟି…

ରାଜ୍ୟ କଂଗ୍ରେସରେ କନ୍ଦଳ ଅସମ୍ଭାଳ

ଭୁବନେଶ୍ବର: ନିଜେ ହାରିଲେ, ଦଳ ହାରିଲା। ଇସ୍ତଫା ଦିଅନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର ବରିଷ୍ଠ ନେତା ବି କହିଲେଣି। ସାରା ଦେଶରେ ପରିବର୍ତ୍ତନର ସୁଅ କଂଗ୍ରେସ ସପକ୍ଷରେ ଗଲା, ଓଡିଶାରେ କେମିତି ବିଜେପି ନେଇଗଲା ଫାଇଦା? କେଉଁଠି ଭୁଲ୍ ରହିଲା ତାର ତର୍ଜମା ହେଉ । ଇସ୍ତଫା…