Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହିଳା ସାମ୍ବାଦିକାଙ୍କ ଉପର କୁକୁର ଛାଡ଼ିବା ମାମଲା, ପୁଣି ରଘୁନନ୍ଦନଙ୍କ ଘରେ ପୋଲିସ

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଅଭିଯୋଗ ମାମଲା । ପୁଣି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଘରେ ପହଞ୍ଚିଲା ପୋଲିସ । ରଘୁନନ୍ଦନ ଦାସଙ୍କ କ୍ୱାର୍ଟରରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର…

ଟିକରପଡ଼ା ମହାନଦୀ କୂଳରୁ ୮ ବର୍ଷର ନାବାଳକକୁ ଘୋଷାଡିନେଲା କୁମ୍ଭୀର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ଦେଖିବାକୁ ମିଳିଛି ଶୋକାକକୂଳ ପରିବେଶ । ମହାନଦୀ କୂଳରୁ ୮ ବର୍ଷର ନାବାଳକକୁ ଘୋଷାଡିନେଲା କୁମ୍ଭୀର । ମୃତ ନାବାଳକର ଘର ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ବୋଲି ଜଣାଯାଇଛି । ଖବର ମୁତାବକ, ପିଲାଟି ଆଜି ଟିକରପଡା ମହାନଦୀ କୂଳରେ…

ଶିକ୍ଷାନୁଷ୍ଠାନରେ ଓଲଟା ଦୃଶ୍ୟ; କଲେଜ ଛାତ୍ର ସାଜିଛନ୍ତି ପରୀକ୍ଷା ନିୟନ୍ତ୍ରକ

ଯାଜପୁର: ସାଧାରଣତଃ ପରୀକ୍ଷା ସମୟରେ ପରୀକ୍ଷା ହଲରେ କୌଣସି ଶିକ୍ଷକ କିମ୍ବା ଅଧ୍ୟାପକ ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥାନ୍ତି । ହେଲେ ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଏହାର ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା ରହିଛି । ଏପରି ଏକ ଚିତ୍ର ସାମ୍ନାକୁ ଆସିଛି ଯାହାକି ବିପର୍ଯ୍ୟସ୍ଥ…

ବଦଳିବ ନାଁ, ‘ଲକ୍ଷ୍ମୀ’ ଜାଗାରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

ଭୁବନେଶ୍ବର: ହଟିବ ଲକ୍ଷ୍ମୀ ବସର ନାଁ । ଲେଖା ହେବ ‘ମୁଖ୍ୟମନ୍ତ୍ରୀ ବସ ସେବା’ । ଲକ୍ଷ୍ମୀ ବସ୍‌  ଭବିଷ୍ୟତ ନେଇ ଆଜି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଲକ୍ଷ୍ମୀ ବସ୍‌ ନାଁ ବଦଳାଇ ଏହାକୁ ମୁଖ୍ୟମନ୍ତ୍ରୀ ବସ୍‌ ସେବା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।  ଯାହା…

ପୁଣି ବିରୋଧୀଙ୍କ ଗର୍ଜନ: ଓଡିଶା ସ୍ୱାର୍ଥକୁ ନେଇ ସାଲିସ କରାଯିବନି

ଭୁବନେଶ୍ବର: ବିରୋଧୀ ସିଟରେ ବସିବା ପରେ ଏବେ ପୂରା ଆକ୍ଟିଭ୍ ବିଜେଡି ସୁପ୍ରିମୋ ନବୀନ ଓ ତାଙ୍କ ଦଳୀୟ ନେତା । ବିରୋଧୀ ହୋଇ କ୍ରମାଗତ ଭାବେ ଶାସକଙ୍କୁ ଘେରିବାରେ ଲାଗିଛି ବିଜେଡି । ସେ ରାଜ୍ୟ ହେଉକି କେନ୍ଦ୍ର ଏବେ ସବୁଠି ବିଜେଡି ନିଜକୁ ଶକ୍ତିଶଳୀ ବିରୋଧୀ ଭାବେ ଛିଡାକରିବାକୁ ପ୍ରୟାସ…

ବଦଳିପାରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ପୁଣି ବଦଳିପାରେ ସ୍କୁଲ ୟୁନିଫର୍ମର ରଙ୍ଗ । ଏନେଇ ଆଜି ସଙ୍କେତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ କେବଳ ହାଇସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗରେ ପରିବର୍ତ୍ତନ କରାଯାଇପାରେ । ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ୍ରେସ୍ ର ରଙ୍ଗ ଯେମିତି ଅଛି, ସେମିତି ହିଁ ରହିବ…

‘ରାଜ୍ୟରେ ଖୋଲିବ ୨୦୦ ଗୋଶାଳା, ଗୋଚାଲାଣ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର: ଗୋ-ସୁରକ୍ଷା ଓ ମାଛ ଚାଷ କୁ ନେଇ ବଡ ବୟାନ ଦେଲେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି, ରାଜ୍ୟରେ ବୃଦ୍ଧି ପାଉଥିବା ଗୋଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଗୋଚାଳାଣ କରୁଥିବା ବ୍ୟକ୍ତିଙ୍କ ଉପରେ କଡା…

ବଲ୍ଲେ ବଲ୍ଲେ ଢ଼ାବା ଓ ଲଜକୁ ସିଲ୍ ପରେ ଆଜି ଖାଲି ହେଉଛି ଢାବା

ଯାଜପୁର: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି । ଧର୍ମଶାଳା ଭବନରେ ଥିବା ବଲ୍ଲେ ବଲ୍ଲେ ଢାବା ସିଲ୍ କରିବା ନିର୍ଦ୍ଦେଶ ପରେ ଢ଼ାବା କୁ ଖାଲି କରାଯାଉଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ନିର୍ଦ୍ଦେଶ ପରେ ଢାବା ସିଲ କରିବାକୁ…

ଧାନ ମଣ୍ଡିରେ ଲାଗିବ ସିସିଟିଭି

ଭୁବନେଶ୍ବର: ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସି କ୍ୟାମେରା । ମଣ୍ଡିରେ ଦୁର୍ନୀତି ରୋକିବା ପାଇଁ କିଛି ଏମିତି ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖାଲି ସେତିକି ନୁହେଁ,…

ମୁଖ୍ୟ ଶାସନ ସଚିବ ନିଯୁକ୍ତି: ଆଉ କେଉଁ ଅଣଓଡିଆ ଏହି ପଦରେ ବସିଥିଲେ?

ଭୁବନେଶ୍ୱର: ଆଇଏଏସ ମନୋଜ ଆହୁଜାଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା। ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଜିତିଲା କିନ୍ତୁ ଜଣେ ଅଣ ଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ ଆସନରେ ବସାଇବା ନେଇ ଚର୍ଚ୍ଚା ହେଉଛି। ନବୀନ ସରକାର ୨୪ ବର୍ଷ ରାଜ୍ୟରେ କ୍ଷମତା ରହିଲେ। କିନ୍ତୁ ଏହି…