Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାବୁଲି ବାରିକଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଶୃଙ୍ଖଳିତ ରଥଯାତ୍ରା ନେଇ ଆଲୋଚନା

ଭୁବନେଶ୍ୱର: ପାଖେଇ ଆସୁଛି ରଥଯାତ୍ରା। ରଥଯାତ୍ରା ପ୍ରସ୍ତୁତି ପାଇଁ ଘନ ଘନ ଚାଲିଛି ବୈଠକ। ଶୃଙ୍ଖଳିତ ରଥଯାତ୍ରା ନେଇ ଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ଉପସ୍ଥିତ ଅଛନ୍ତି ଉପମୁଖ୍ୟମନ୍ତ୍ରୀ…

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ: ସିବିଆଇ ତଦନ୍ତ ଦାବି କଲେ ବିଧାୟକ ଲକ୍ଷ୍ମଣ ବାଗ୍

ବଲାଙ୍ଗିର: ବହୁ ଚର୍ଚ୍ଚିତ କଣ୍ଟାବାଂଜୀ ମମିତା ମେହେର ହତ୍ୟା କାଣ୍ଡ ଘଟଣା । ପୁଣି ଥରେ ସିବିଆଇ ତଦନ୍ତ ଦାବି କଲେ ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ୍ । ମମିତାଙ୍କ ପରିବାରକୁ ଭେଟି ପୁଣି ଥରେ ସିବିଆଇ ତଦନ୍ତ ପାଇଁ ଦାବୀ କରିଛନ୍ତି ଲକ୍ଷ୍ମଣ ବାଗ୍‌ । ଆଜି ସକାଳେ କଣ୍ଟାବାଂଜୀ ଝରନୀ…

ନାଳରେ ଫସିଲେ ହାତୀ, ଉଦ୍ଧାର କାର୍ଯ୍ୟ ଜାରି

ବଡମ୍ବା: ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ । ବଡ଼ମ୍ବା ବନାଞ୍ଚଳ ବେଲିଆପାଡ଼ କିମ୍ଭିରୀ ନାଳରେ ଫସିଛନ୍ତି ହାତୀ । ହାତୀ ମାନଙ୍କ ମଧ୍ୟରୁ ୨ଟି ଦନ୍ତା ଓ ଗୋଟିଏ ମାଈ ହାତୀ ଅଛନ୍ତି । ହାତୀ ମାନଙ୍କୁ ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ଉଦ୍ୟମ ଚାଲିଛି ।…

କାଶୀପୁର ଅଜଣା ରୋଗ ମୃତ୍ୟୁ ମାମଲା: ନମୂନା ପରୀକ୍ଷା ପରେ ଆସିଲା ସ୍ପଷ୍ଟ ତଥ୍ୟ, ଡିପଥେରିଆରେ ଯାଇଛି ଶିଶୁଙ୍କ ଜୀବନ

ରାୟଗଡା: ସାମ୍ନାକୁ ଆସିଲା କାଶୀପୁର ଅଜଣା ରୋଗ ମୃତ୍ୟୁ ମାମଲାର କାରଣ। ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଡିପଥେରିଆ ବୋଲି କହିଛନ୍ତି ବିଶେଷଜ୍ଞ । ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଇ ଉକ୍ତ ଅଞ୍ଚଳରେ ଅକ୍ରାନ୍ତଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା କରିବା ପରେ ଏହା ସ୍ପଷ୍ଟ ହୋଇଛି। ତେବେ ଏହି ରୋଗରେ…

ଚାଲାଣ ବେଳେ ଅବକାରୀ ବିଭାଗର ଚଢଉ: କାର ସହ ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ: ଅବକାରୀ ବିଭାଗକୁ ପୁଣି ମିଳିଲା ସଫଳତା। ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ଫଳରେ ୩୦ କେଜି ଗଞ୍ଜେଇ ଜବତ ହେବା ସହ ୨ ଜଣଙ୍କୁ ଗିରଫ କଲା ବିଭାଗ। ଏହି ଘଟଣା ଘଟିଛି ବୈଦ୍ଧ ଜିଲ୍ଲାରେ। ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ବୌଦ୍ଧ ବ୍ରିଜ ଛକ…

ଶିକାର ବେଳେ ଅଘଟଣ; ଭିଣୋଇର ଗୁଳିମାଡ଼ରେ ଶଳା ମୃତ

ଗଜପତି: ଶିକାର ବେଳେ ଅଘଟଣ। ଭିଣୋଇର ଗୁଳିମାଡ଼ରେ ଶଳା ମୃତ। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାଲିଆଗଣି ଗ୍ରାମ୍ୟ ଜଙ୍ଗଲରେ ଜନ୍ତୁ ଶିକାର ବେଳେ ଏହି ଗୁଳିମାଡ଼ ହୋଇଛି। ଏହା ହେଉଛି ବିଳମ୍ବିତ ରାତିର ଘଟଣା। ମୃତକ ହେଲେ କୈଳାସ ନାୟକ। ସୂଚନା…

କଲବଲ କରୁଛି ଖରା, ଆହୁରି ଦୁଇ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ଵର: କଲବଲ କରୁଛି ଖରା । ଆହୁରି ୨ଦିନ ଯାଏଁ ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଆଜି ପାଇଁ ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା ସମେତ ଅନେକ ଜିଲ୍ଲାକୁ ପ୍ରବଳ ଖରା ନେଇ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି…

ହରଭଙ୍ଗାରେ ଭୟାବହ ଅଗ୍ନିକାଣ୍ଡ, ପୋଡ଼ିହୋଇ ବୃଦ୍ଧା ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଗାଁରେ ଅଘଟଣ । ମଧ୍ୟରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ତାଙ୍କୁ ତୁରନ୍ତ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ରାତିରେ ଶୋଇଥିବାବେଳେ କେହି ଦୁର୍ବୁତ୍ତ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର…

ସରିନି ରଜ ମଉଜ, ଆଜି ଶେଷ ରଜ, ଉତ୍ସବ ମୁଖର ଗାଁ ଠୁ ସହର

ଭୁବନେଶ୍ଵର: ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ। ଆଜି ଶେଷ ରଜକୁ ଧୁମଧାମରେ ପାଳୁଛନ୍ତି ଓଡିଶାବାସୀ । ଏହି ଗଣ ପର୍ବ ପାଇଁ ଉତ୍ସବମୁଖର ହୋଇଛି ଗାଁ ଠାରୁ ସହର । ଚାରିଆଡେ ଉତ୍ସବର ମାହୋଲ। ପିଠାପଣାର ବାସ୍ନାରେ ମହକୁଛି ପ୍ରତିଟି ଓଡିଆ ଘର । ଏହି ଦିନକୁ ମାଟି ଓ ମୌସୁମୀର ମିଳନ ପର୍ବ…