Latest Odisha News
Browsing Category

ଓଡିଶା

Odisha

ଆଜିଠୁ ହେବ ମୋହନ ଯୁଗ, ବଢିଲା ଭାବୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଆଜିଠୁ ଓଡିଶାରେ ଆରମ୍ଭ ହେବାକୂ ଯାଉଛି ମୋହନ ଯୁଗ । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି କେନ୍ଦୁଝର ବିଧାୟକ ମୋହନ ମାଝୀ । ଜୁନ୍ ୪ରେ ୨୪ ନିର୍ବାଚନ ଫଳ ଘୋଷଣା ପରେ ଚାଲିଥିଲା କସରତ, କିଏ ହେବ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ! ଆଉ ଗତକାଲି ଏହାକୁ ନେଇ…

ଏମାନେ ହାତେଇ ପାରନ୍ତି ମନ୍ତ୍ରୀ ପଦ!, ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଆସିଲା ଫୋନ କଲ

ଭୁବନେଶ୍ବର: ଶପଥ ଗ୍ରହଣକୁ ଆଉ କିଛିଟା ସମୟ ବାକି ରହିଛି । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ । ତାଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେବେ । ସଂଧ୍ୟା ୫ଟାରେ ଶପଥ ନେବ ନୂଆ ସରକାର । ତେବେ…

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୋଦି ସିଧା ରାଜଭବନ ଯାଇଛନ୍ତି । ସେଠାରେ କିଛି ସମୟ ବିଶ୍ରାମ ନେବା ପରେ, ସଂଧ୍ୟାରେ ଜନତା ମୈଦାନରେ ହେବାକୁ ଥିବା ନୂଆ ସରକାରଙ୍କ…

ଜୁନ୍ ୩୦ ଯାଏଁ ସରକାରୀ ବାବୁଙ୍କ ଛୁଟି ବାତିଲ୍; ସଂଶୋଧନ କଲା ପ୍ରଶାସନ

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନେଇ ସଂଶୋଧନ କଲା ପ୍ରଶାସନ । କହିଲା ନେଇ ପାରିବେ ଛୁଟି, ହେଲେ ଜରୁରୀ କାର୍ଯ୍ୟ ପାଇଁ ଡାକରା ଗଲେ ତୁରନ୍ତ ହେବେ ଉପସ୍ଥିତ । ଜୁନ୍ ୩୦ ପର୍ଯ୍ୟନ୍ତ ଛୁଟି ବାତିଲ ନିର୍ଦ୍ଦେଶରେ ସଂଶୋଧନ କରି କିଛି ଏପରି କହିଛି ପ୍ରଶାସନ । ଆବଶ୍ୟକ ପଡ଼ିଲେ…

ଆଉ କିଛି ସମୟ ପରେ ଶପଥ ଗ୍ରହଣ ଉତ୍ସବ, ସମାରୋହରେ ଯୋଗଦେବେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଉ କିଛି ସମୟ ପରେ ଶପଥ ଗ୍ରହଣ ଉତ୍ସବ। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ଅବସରରେ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଶପଥ ସମାରୋହରେ ଯୋଗଦେବେ। ତେବେ ଭୁବନେଶ୍ୱରରେ ପହଞ୍ଚିଯାଇଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

ମୋହନ ମାଝୀଙ୍କ ଶପଥ ପାଠରେ ଯୋଗ ଦେବେ ନବୀନ, ସାଦରେ ଗ୍ରହଣ କଲେ ନିମନ୍ତ୍ରଣ

ଭୁବନେଶ୍ବର: ଓଡିଶା ମଙ୍ଗ ଧରିବା ଆଗରୁ ଓଡିଶାର ୨୪ ବର୍ଷର ମଙ୍ଗୁଆଳଙ୍କୁ ସାକ୍ଷାତ କରିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶପଥ ପାଠ ପାଇଁ ନିମନ୍ତ୍ରଣ ଦେିଛନ୍ତି ମୋହନ । ଯାହାକୁ ସାଦରେ ଗ୍ରହଣ କରିଛନ୍ତି ନବୀନ  । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ…

ଜେଲରୁ ବାହାରିଲେ ପ୍ରଶାନ୍ତ ଜଗଦ୍ଦେବ, ମିଳିଲା ନିୟମିତ ଜାମିନ

ଭୁବନେଶ୍ବର: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେଙ୍କୁ ମିଲିଲା ଆଶ୍ବସ୍ତି । ନିୟମିତ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଜାମିନ ନେଇ ତଳ କୋର୍ଟ ସର୍ତ୍ତ ସ୍ଥିର କରିବା ବାକି ଥିବା ବେଳେ ଆଜି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ୩ ଦିନ ପାଇଁ ଅନ୍ତରୀଣ…

ହଟିଲା ଓଡିଶା ମୁଖ୍ୟମନ୍ତ୍ରୀ ସଂଜ୍ଞା, ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରହିଲା ଖାଲି ବିଜେଡି ସଭାପତି

ଭୁବନେଶ୍ବର: ସରିଯାଇଛି ନବୀନ ଯୁଗ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ମୋହନ ଯୁଗ । ୨୪ ବର୍ଷ ଧରି ଓଡିଶାରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଆଗରେ ଆଜିଠୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସଂଜ୍ଞା ଲାଗିବ । ଏହାରି ଭିତରେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ…

ନବୀନଙ୍କୁ ଭେଟିଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝି। ସେ ଆଜି ବିଧିବଦ୍ଧ ଭାବେ ଶପଥ ନେବେ। ଓଡ଼ିଶାରେ ମୋହନ ସରକାର କାର୍ଯ୍ୟକାରୀ ହେବା ଆଗରୁ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହିତ ଆଜି ଶପଥ ପାଠ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝୀ

ଭୁବନେଶ୍ୱର: ଗୋପବନ୍ଧୁ ଛକରେ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝୀ। ତାଙ୍କ ସହ କେଭି ସିଂହଦେଓ ଓ ପ୍ରଭାତି ପରିଡ଼ା ମଧ୍ୟ ମାଲ୍ୟାର୍ପଣ କରିଛନ୍ତି। ଆଜିଠାରୁ ଓଡ଼ିଶାରେ ବିଜେପି ସରକାର ଆରମ୍ଭ ହେବାକୁ ଯାଉଛି। ମୋହନ ମାଝି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର…