Latest Odisha News
Browsing Category

ଓଡିଶା

Odisha

ଅବସର ପରେ କ’ଣ କରିବେ ପାଣ୍ଡିଆନ? କହିଲେ କିଛି ଏମିତି……

ଭୁବନେଶ୍ୱର: ଚଳିତ ନିର୍ବାଚନ ରାଜ୍ୟ ରାଜନୀତିରେ ଆଣିଦେଇଛି ଘୂର୍ଣ୍ଣିଝଡ଼ | ନିରଙ୍କୁଶ ବିଜେଡି ସରକାର ହାତରୁ ଶାସନ ଭାର ଛଡାଇନେଇଛି ବିଜେପି | ଏ ସବୁପାଇଁ ଦାୟୀଥିଲେ କାଳେ ବିଜେଡି ନେତା ଭି କେ ପାଣ୍ଡିଆନ | ଯାହାଙ୍କୁ ନେଇ ଅନେକ ଆରୋପ ପ୍ରତ୍ୟାରୋପ ପରେ ଆଜି ରାଜନୀତିରୁ ସନ୍ନ୍ୟାସ…

ମୋଦିଙ୍କ କ୍ୟାବିନେଟରେ ସାମିଲ ହେଲେ ଓଡ଼ିଶାର ୩ ସାଂସଦ

ଭୁବନେଶ୍ୱର : ମୋଦିଙ୍କ କ୍ୟାବିନେଟରେ ସାମିଲ ହେଲେ ଓଡ଼ିଶାର ୩ ସାଂସଦ | ଓଡିଶାରୁ ଏଥିରେ ସାମିଲ ଅଛନ୍ତି ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ୬ଷ୍ଠ ଥର ପାଇଁ ସୁନ୍ଦରଗଡ଼ରୁ ସାଂସଦ ହୋଇଥିବା ଜୁଏଲ ଓରାମ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ | ପୁଣି ତୃତୀୟ ଥର ପାଇଁ…

ରାଜଧାନୀ ରାସ୍ତାରେ ଚାଲିବ ମୋଦିଙ୍କ ପଟୁଆର, ୧୨ରେ ପୁଣି ରୋଡ଼ ଶୋ’

ଭୁବନେଶ୍ୱର : ପୁଣି ରାଜଧାନୀ ରାଜରାସ୍ତାରେ ନିଜର ପାୱାର ଶୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆସନ୍ତା ୧୨ ତାରିଖରେ ଭୁବନେଶ୍ୱରରେ ରୋଡ଼ ଶୋ କରିବେ ମୋଦି | ୧୨ ତାରିଖ ସନ୍ଧ୍ୟାରେ ଜୟଦେବ ବିହାରରୁ ଜନତା ମୈଦାନ ଯାଏଁ ହେବ ରୋଡ଼ ଶୋ | ରୋଡ଼ ଶୋ ସାରି ଓଡ଼ିଶାର ନୂଆ…

ରାଜନୀତିରୁ ଅବସର ନେଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର : ସକ୍ରିୟ ରାଜନୀତିରୁ ଅବସର ନେଲେ ଭିକେ ପାଣ୍ଡିଆନ । କହିଥିଲେ ବିଜେଡି ହାରିଲେ ରାଜନୀତିରୁ ସନ୍ନ୍ୟାସ ନେବି | ଆଉ ଆଜି ବାସ୍ତବତାରେ ସେଇଆ କଲେ ପାଣ୍ଡିଆନ | ଏକ ଭିଡିଓ ବାର୍ତ୍ତା ଜାରି କରି ଅବସର ନେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଖାଲି ସେତିକି ନୁହେ ରାଜନୀତି…

ହସ୍ପିଟାଲରୁ ଶିଶୁପୁତ୍ର ଚୋରି

ବାଲେଶ୍ବର: ହସ୍ପିଟାଲରୁ ଶିଶୁପୁତ୍ର ଚୋରି । ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଛି । ବିଭାଗରୁ ଜଣେ ମହିଳା ଚୋରି କରି ନେଇଥିବା ଅଭିଯୋଗ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, କାଲି ରାତିରେ ଜନ୍ମିତ ଶିଶୁକୁ ଶିଶୁ ଓ୍ବାଡ୍ ରେ ଟିକା ଦିଆଯିବ କହି…

୧୭ରେ ଖୋଲିବ ସ୍କୁଲ, ସପ୍ତାହେ ପୂର୍ବରୁ ପ୍ରସ୍ତୁତି

ଭୁବନେଶ୍ଵର: ସରିବାକୁ ଯାଉଛି ଗ୍ରୀଷ୍ମ ଅବକାଶ ଛୁଟି । ଆସନ୍ତା ଜୁନ୍ ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ଏ ନେଇ ସପ୍ତାହେ ପୂର୍ବରୁ ପ୍ରସ୍ତୁତି କରାଯିବ। ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ ସ୍ବଚ୍ଛତା ନେଇ ସୁନିଶ୍ଚିତ କରାଯିବ। ଏହାସହ ଦିନକ ପୂର୍ବରୁ ସମସ୍ତ ଶିକ୍ଷକ, କର୍ମଚାରୀ…

ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି:ପ୍ରଶାନ୍ତ

ଭୁବନେଶ୍ବର: ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି । ଏହିଭଳି କହି ପାଣ୍ଡିଆନ ଓ ନବୀନଙ୍କୁ ଟାର୍ଗେଟ କରିଛନ୍ତି  ପ୍ରଶାନ୍ତ ଜଗଦ୍ଦେବ । ୩ ଦିନିଆ ଜାମିନ ମିଳିବା ପରେ ଆଜି କଟକ ବଡ଼ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ମେଡ଼ିକାଲରୁ ଡିସଚାର୍ଜ…

ବଦଳିଲା ତାରିଖ, ୧୦ ରେ ନୁହେଁ ଏହି ତାରିଖରେ ଶପଥ ନେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହର ତାରିଖ । ପୂର୍ବରୁ ଜୁନ ୧୦ ତାରିଖ ଶପଥ ଗ୍ରହଣ ପାଇଁ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ତାରିଖ ବଦଳିଛି । ଜୁନ ୧୦ ନୁହେଁ ୧୨ ଜୁନରେ ଶପଥ ନେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ । ତେବେ ବିଜେପି ରାଜ୍ୟ କାର୍ଯ୍ୟାଳୟ…

ଧମେନ୍ଦ୍ରଙ୍କୁ ଫୋନ୍‌ କଲ୍‌,ମିଳିବ କି ବଡ଼ ମନ୍ତ୍ରୀପଦ?

ଭୁବନେଶ୍ବର: ଆଜି ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତେବେ ଏହାପୂର୍ବରୁ ତାଙ୍କ କ୍ୟାବିନେଟ୍‌ରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର କ୍ୟାବିନେଟରେ ସାମିଲ୍ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କଲ୍ କରାଯାଇଛି ।…

କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ,୫ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ପୋଡି ପାଉଁଶ

ମାଲକାନଗିରି: ମାଲକାନଗିରି ଏମଭି-୩ ସ୍ଥିତ କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ।ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଅଚାନକ କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗିଯାଇଥିଲା । ଆଜି ସକାଳେ…