Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦେଶର ୨୨ଟି ସହର ମେଟ୍ରୋ ରେଳ ସୁବିଧା ପାଇଲା ପରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଛି: ବିଜେପି

ଭୁବନେଶ୍ୱର: ଆଜି ସାରା ଦେଶରେ ୧୫ଟି ସହରରେ ମେଟ୍ରୋ ରେଳ ଚାଲିସାରିଲାଣି । ସେହିଭଳି ଆଉ ୭ଟି ସହରରେ ନୂଆ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣଧୀନ ଅଛି । ଗରିବଙ୍କ ରାଜ୍ୟ ବିହାରରେ ମଧ୍ୟ ମେଟ୍ରୋ ରେଳ ଚାଲିଲାଣି । ଦେଶର ୨୨ଟି ସହର ମେଟ୍ରୋ ରେଳ ସୁବିଧା ପାଇସାରିଲା ପରେ ଯାଇ ଓଡିଶା ସରକାରଙ୍କର…

ଛାତ୍ର ବୃତ୍ତି ପ୍ରଦାନରେ ରାଜ୍ୟ ସରକାରଙ୍କ ବିଳମ୍ବ ପ୍ରକ୍ରିୟା ଚିନ୍ତାଜନକ: ଜୁଏଲ ଓରାମ

ଭୁବନେଶ୍ୱର: ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ । ରାଜ୍ୟ କାର୍ଯ୍ୟାଳୟ ଠାରେ ଆଜି ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଡଃ. ବିଭୂ ପ୍ରସାଦ ତରାଇଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ…

ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତିରେ ଅଟଳ ଘରୋଇ ବସ ମାଲିକ ସଂଘ, ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରା

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତିରେ ଅଟଳ ଘରୋଇ ବସ ମାଲିକ ସଂଘ। ସଂଧ୍ୟାରେ ପ୍ରେସମିଟ୍ କରି ଘରୋଇ ବସ ମାଲିକ ସଂଘ କହିଛି ଯେ, ଆସନ୍ତାକାଲିଠୁ ବସ ଧର୍ମଘଟ ହେବ। ସଂଧ୍ୟାରେ ଘରୋଇ ବସ ମାଲିକ ସଂଘର ବୈଠକ ପରେ ଏହି ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦ…

ଭୁବନେଶ୍ୱର ଉତ୍ତରରେ ଏଥର ବାପୁ, ବୁଲୁ ଲଢେଇ !

ଭୁବନେଶ୍ୱର: ନିର୍ବାଚନ ନିକଟତର ହେଉଥିବା ବେଳେ ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି। ତେଣୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ ଟିକେଟ ପ୍ରସଙ୍ଗ। ପ୍ରମୁଖ ଦଳରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି…

ଏମ୍‌ସ ଭୁବନେଶ୍ୱରରେ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏମ୍‌ସରେ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳନ ହୋଇଛି । ଏହି ଅବସରରେ ଆୟୋଜିତ ଏକ ଜନସଚେତନତା କାର୍ଯ୍ୟକ୍ରମରେ ଡାକ୍ତର ବିଶ୍ବାସ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି। ଏମ୍‌ସ ଭେଷଜ ବିଭାଗ ପକ୍ଷରୁ ଏଭଳି ରୋଗୀଙ୍କ ନିମନ୍ତେ ଏକ…

ତିନି ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଅପରାଧୀଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର: ତିନି ଜଣ ଆନ୍ତଃ ରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାର୍ମସ ବା ଅପରାଧୀଙ୍କୁ ଗିରଫ କରିଛି ଓଡ଼ିଶା ରାଜ୍ୟ କ୍ରାଇମବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ୍)। ଏମାନେ ଅନ୍ୟ ଜଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲି ଦେଉଥିଲେ ଏବଂ ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କାର କମିସନ…

କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ୩୧୧ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ…

ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ବୁଡିଗଲେ ୨ ଛାତ୍ର

ବ୍ରହ୍ମପୁର: ଅନେକ ସମୟରେ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ମାନେ ପୋଖରୀ, ନଦୀ, ସମୁଦ୍ରରେ ଗୋଧୋଇବାକୁ ଯାଇ ପାଣିରେ ବୁଡି କିଏ ନିଖୋଜ ଓ କିଏ ମୃତ ହେଉଥିବା ଖବର ସାମ୍ନାକୁ ଆସୁଛି । ସେହିଭଳି ପୁଣି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ। ସୂଚନାମୁତାବକ, ଆଜି ଗୋପାଳପୁର ସମୁଦ୍ରରେ…

କଅଁଳ ମନ ହେଲେ ମୁଣ୍ଡ ଉପରେ ପାହାଡର ବୋଝ; ତଥାପି ହସି ହସି ରୋଗୀଣା ବାପାଙ୍କ ସେବା କରୁଛି କୁନି ପୁଅ

ବରଗଡ:କଅଁଳ ମନ  । ହେଲେ ମୁଣ୍ଡ ଉପରେ ପାହାଡ ପରି ବୋଝ । ତଥାପି ତା ମନରେ ଦୁଃଖ ନାହିଁ । ଏ ବୋଝ ମୁଣ୍ଡେଇ ଭାଙ୍ଗି ପଡିନି । ତା ପାଇଁ ମା’ର ପଣତ ନାହିଁ ଝାଳ ପୋଛି ଦେବାକୁ । ବାପାର ଆଶ୍ରୟ ତଳେ ଜିଇଁଥିଲା ଯେ ଭାଗ୍ୟ ସହି ପାରିଲାନି । ରାେଗଶଯ୍ୟାରେ ବାପା ଏବେ କୁନି ପୁଅର ଆଶ୍ରାରେ । ସେ…

ବାଲେଶ୍ବରରେ ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ : ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଅଘଟଣ  । ଆଜି ମଧ୍ୟାହ୍ନରେ ଏକ ଗ୍ୟାସ୍‌ ଟାଙ୍କି ଫାଟି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ  ଜଣେ ପୁରୁଷ ଓ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା…