Latest Odisha News
Browsing Category

ଓଡିଶା

Odisha

ଓଡିଶା ଛୁଇଁଲା ମୌସୁମୀ, ପ୍ରଭାବରେ ଅନେକ ସ୍ଥାନରେ ବର୍ଷା

ଭୁବନେଶ୍ବର: ଓଡିଶା ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମୌସୁମୀ ବାୟୁ ପ୍ରବେଶ କରିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । କିଛି ଦିନ ମଧ୍ୟରେ ଏହା ସାରା ଓଡିଶାରେ ରଚିବ ତାଣ୍ଡବ । ଏହାକୁ…

ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ: ନବୀନ

ଭୁବନେଶ୍ବର: ଓଡିଶା ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ସମସ୍ତ ଓଡିଶାବାସୀଙ୍କୁ ଚକିତ କରିଦେଇଛି । ପାଣ୍ଡିଆନଙ୍କ ଇଫେକ୍ଟ ଯୋଗୁ ନବୀନଙ୍କୁ ଏବେ ଗାଦିଚ୍ୟୁତ ହେବାକୁ ପଡ଼ିଛି ବୋଲି ରାଜ୍ୟବାସୀ ମନସ୍ଥ କରିସାରିଲା ପରେ ବର୍ତମାନ ବିଜେଡିର ପରାଜୟକୁ ନେଇ ବିଜେଡି ସଭାପତି ନବୀନ ଦେଇଛନ୍ତି …

ଶପଥ ପୂର୍ବରୁ ପୂରା ଆକ୍ଟିଭ୍ ମୋଡରେ ବାବୁ ସିଂଙ୍କ

ଭୁବନେଶ୍ବର: ନବନିର୍ବାଚିତ ବିଧାୟକ ହେବା ପରେ ଏବେ ପୂରା ଆକ୍ଟିଭ ମୋଡରେ ବାବୁ ସିଂ । ଶପଥ ପୂର୍ବରୁ ସଫେଇ ଅଭିଯାନ ଆରମ୍ଭ କରିବା ସହିତ ଲୋକଙ୍କ ଭଲ ମନ୍ଦ ବୁଝୁଛନ୍ତି ବାବୁ । ଭୁବନେଶ୍ବର ଏକାମ୍ର କ୍ଷେତ୍ରର ନବନିର୍ବାଚିତ ବିଜେପି ବିଧାୟକ ବାବୁ ସିଂ ପାଓ୍ବାର ହାତେଇବା ପରେ ଏବେ ପୂରା…

କୁଟ୍ଟେଙ୍କୁ ମିଳିଲା ଆଶ୍ବସ୍ତି, ଆଶିଷଙ୍କ ବଢିଲା ଅଡୁଆ

ଭୁବନେଶ୍ବର: ଡିଏସ୍ କୁଟ୍ଟେଙ୍କୁ ମିଳିଲା ଆଶ୍ବସ୍ତି । ନିଲମ୍ବନ ଅପସାରଣ କଲେ ଭାରତୀୟ ନିର୍ବାଚନ ଆୟୋଗ । ଏହାସହିତ ଅନ୍ୟଜଣ ଅଫିସର ଆଶିଷ କୁମାର ସିଂଙ୍କ ବିରୋଧରେ, ମିଛ ମେଡିକାଲ କାରଣ ଦର୍ଶାଇ ଛୁଟିରେ ଥିବରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ ।…

ବିଜେଡି ନେତାଙ୍କ ନାଁରେ ଥାନାରେ ମାମଲା

ମୟୂରଭଞ୍ଜ: ବିଜେଡି ନେତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି  । ରାଇରଙ୍ଗପୁର ଟାଉନ ଥାନାରେ ମାମଲା ରୁଜୁ କରିଛି ପୋଲିସ ।  ଜଣେ ଡାକ୍ତରଙ୍କ ଏତଲା ଆଧାରରେ ୫ ଦଫାରେ ମାମଲା ରୁଜୁ କଲା ପୋଲିସ । ଖବର ମୁତାବକ, ପ୍ରମୋସନ ପାଇଁ ଉକ୍ତ ନେତା ଜଣଙ୍କ ୧୭ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ…

ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ବନବିଭାଗକର୍ମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ସକାଳେ ଗାଁ ମୁଣ୍ଡକୁ ଆମ୍ବ ଗୋଟାଇବାକୁ ଯାଇଥିବା ଜଣେ ବୃଦ୍ଧା ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ହଣ୍ଡପା ବନାଞ୍ଚଳ ଅଁଳାବେରେଣି ଗାଁରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଗାଁର ଆଶା ଦେହୁରୀ ନାମକ ଜଣେ…

ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ପୁରୀ: ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ଲଗାଯାଇଥିବା ଲାଇଟ ଖୋଲାଯିବା ପ୍ରସଙ୍ଗକୁ ନେଇ ଜାରି ହେଲା ତଦନ୍ତ ନିର୍ଦ୍ଦେଶ । ପୁରୀ ଜିଲ୍ଲାପାଳଙ୍କୁ ଏନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ତଦନ୍ତ ଆଧରରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି…

ଭୁଶୁଡିଲା ଏୟାରପୋର୍ଟ ପାଚେରି, ଅଳ୍ପକେ ବଞ୍ଚିଲେ ଲୋକେ

ମାଲକାନଗିରି:ପୁଣି ଭୁଶୁଡିଲା ମାଲକାନଗିରି ଏୟାରପୋର୍ଟ ପାଚେରି ।ନିମ୍ନମାନର କାମ ଯୋଗୁଁ ମାଟିରେ ମିଶିଲା ପାଚେରି ।ରାତିରେ ପ୍ରବଳ ବର୍ଷା ପବନ ଯୋଗୁଁ ପାଚେରି ଭୁଶୁଡିଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏୟାରପୋର୍ଟର ପାଚେରି ନିମ୍ନମାନର କାମ ଯୋଗୁଁ…

ନଦୀରେ ଭାସୁଛି ନାବାଳିକାଙ୍କ ମୃତ ଦେହ

ବାରିପଦା: ନଦୀରେ ଭାସୁଛି ନାବାଳିକାଙ୍କ ମୃତ ଦେହ । ନାବାଳିକାଙ୍କୁ କେହି ମାରି ଫିଙ୍ଗିଦେଇଥିବା ସନ୍ଦେହ । ଏଭଳି କିଛି ଚାଞ୍ଚଲ୍ୟ ଦେଖିବାକୁ ମିଳିଛି  ବାରିପଦାରେ । ବାରିପଦା ବୁଢ଼ାବଳଙ୍ଗ ନଦୀରେ ଭାସୁଛି ଜଣେ ଅଜଣା ନାବାଳିକାର ମୃତଦେହ । ସୂଚନା ଅନୁଯାୟୀ, ବାରିପଦା କୁଳିଅଣା ଥାନା…

ଆସନ୍ତା ୩ ଦିନ ଯାଏଁ ସିଝିବ ଓଡିଶା, ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ସମେତ ଦକ୍ଷିଣ ଛତିଶଗଡ଼ର କିଛି ଅଞ୍ଚଳ, ଉପକୂଳ ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ରର କିଛି ଅଞ୍ଚଳରେ ମୌସୁମୀ ଛୁଇଁବାକୁ ଥିବାରୁ ପାଗ ଅନୁକୂଳ ରହିଛି । ମୌସୁମୀ ଆସିବା ପୂର୍ବରୁ ପଶ୍ଚିମ…