Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତଃମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭୁବନେଶ୍ବର: ଆଜି ଉଦଯାପିତ ହୋଇଛି ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଉତ୍କଳ ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ କ୍ରୀଡା ପ୍ରାଙ୍ଗଣରେ ୨ ଦିନ ଧରି ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟ । ଆଜିର ଏହି ଫାଇନାଲ ମ୍ୟାଚ୍ ରେ ପୁରୀର ଏସସିଏସ କଲେଜ ଭୁବନେଶ୍ୱରର ଦେବରାୟ କଲେଜକୁ ୨-୦…

ଯାଜପୁର ମୃତ ଚାଷୀଙ୍କ ପରିବାରକୁ ଭେଟିଲା ପିସିସି ଟିମ୍

ଯାଜପୁର: ଧର୍ମଶାଳା ବ୍ଲକ ବାଜବାଟି ଗାଁରେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା । ମୃତ ଚାଷୀ ନିତ୍ୟାନନ୍ଦ ପରିଡାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛି ପିସିସିର ଏକ ଟିମ୍ । ଏହାସହ ସ୍ବର୍ଗତ ନିତ୍ୟାନନ୍ଦ ପରିବାରକୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛି ଏହି ଟିମ୍ । କଂଗ୍ରେସ…

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଓ ଏଏଫ୍‍ଏ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଓ ଦିଲ୍ଲୀସ୍ଥିତ ଆକ୍‍ସନ ଫର ଅଟିଜିମ୍‍ (ଏଏଫ୍‍ଏ) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ପିଲାଙ୍କ ଶିକ୍ଷା ପାଇଁ ଥିବା ସ୍ପେଶାଲ୍‍ ଏଜୁକେସନ୍‍…

ତିର୍ତ୍ତୋଲ ବିଧାୟକଙ୍କ ବିବାହ ଆବେଦନ, ହାଇକୋର୍ଟରେ ସୋମାଲିକାଙ୍କ ମିସ୍ କେଶ୍ ଫାଇଲ

କଟକ: ବଢ଼ିଲା ଜଗତସିଂହପୁର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ। ହାଇକୋର୍ଟରେ ମିସ୍ କେଶ୍ ଫାଇଲ କରିଛନ୍ତି ତାଙ୍କ ବାନ୍ଧବୀ ସୋମାଲିକା। କଟକ ସବ୍ ରେଜିଷ୍ଟ୍ରାର କୋର୍ଟରେ ବିବାହ ଆବେଦନ ଉପରେ ରୋକ୍ ଲଗାଇବାକୁ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇ ନିବେଦନ କରିଛନ୍ତି। ସୋମାଲିକାଙ୍କ…

ରାଜଧାନୀରେ ସପିଂ ମଲ ନିକଟରୁ ଯୁବକଙ୍କୁ କାରରେ ଉଠାଇନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପାର୍ବଣ ଋତୁରେ ରାଜଧାନୀରେ ରାତିରେ ବିଭିନ୍ନ ସପିଂ ମଲ ଏବଂ ବଜାର ଘାଟରେ ଗହଳି ଜମୁଥିବା ବେଳେ ଜଣେ ଯୁବକଙ୍କୁ ଆଜି ଅପହରଣ ହୋଇଥିବାର ଅଭିଯୋଗ ଆସିଛି। ରଶୁଲଗଡ ସ୍ଥିତ ଏସପ୍ଲାନେଡ ନିକଟରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ସାଙ୍କ ସହିଦ ନଗର…

ଜାଭେଲିନ୍ ତାରକା କିଶୋରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଏସୀୟ କ୍ରୀଡ଼ା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ବିଜେତା କିଶୋର କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କିଶୋର ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି କହିବା ସହ…

ରାଜଧାନୀରେ ଆରମ୍ଭ ହେବ ମାଇନିଙ୍ଗ୍ ଆଣ୍ଡ କନଷ୍ଟ୍ରକ୍ସନ୍ ଇକ୍ୟୁପମେଣ୍ଟ ସମ୍ମିଟ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ମାଇନିଙ୍ଗ ଆଣ୍ଡ କନଷ୍ଟ୍ରକ୍ସନ ଇକ୍ୟୁପମେଣ୍ଟ ସମ୍ମିଟ। Confederation of Indian Industry ବା ସିଆଇଇ ପକ୍ଷରୁ ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଖଣିଜ ସମ୍ପଦ ପାଇଁ ଆବଶ୍ୟକୀୟ ଅତ୍ୟାଧୁନିକ ଯନ୍ତ୍ରପାତି…

ପରିବା ବ୍ୟବସାୟୀ ବିକ୍ରି ବନ୍ଦ କରିବାକୁ ଧମକ, ପାର୍ବଣ ଋତୁରେ ସମସ୍ତଙ୍କ ସହଯୋଗ ଲୋଡ଼ିଲା ବିଏମସି

ଭୁବନେଶ୍ୱର: ୟୁନିଟ୍-୧ ଡେଲି ମାର୍କେଟ୍ ପର୍ଯ୍ୟନ୍ତ ରାସ୍ତାରେ ପୂଜା ମଣ୍ଡପ ଓ ଅସ୍ଥାୟୀ ଦୋକାନ ଜବରଦଖଲ ଯୋଗୁଁ ଅକ୍ଟୋବର ୨୦ରୁ ଭୁବନେଶ୍ୱରର ପରିବା ବ୍ୟବସାୟୀମାନେ ପରିବା ବିକ୍ରି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ଆଜି ଭୁବନେଶ୍ବର ମହାନଗର ନିଗମ (ବିଏମସି) କମିଶନର ବିଜୟ…

ଗୋପାଳପୁରରେ ଲଢ଼ିବେ ବିକ୍ରମ, ପ୍ରଦୀପ, ବାଜି ମାରିନେବେ ବିଭୁତି !

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀ ଏବେ ସାରା ରାଜ୍ୟର ସବୁଠୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଭାବେ ଗଣାଯାଉଛି। ଏହି ନିର୍ବାଚନ ମଣ୍ଡଳୀ ଉପରେ ଏବେ ଶାସକ ବିଜେଡିର କଡା ନଜର ଥିବା କୁହାଯାଉଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିସ୍କୃତ…

ଏଥର ଫିକା ପଡ଼ିପାରେ ପୂଜା; ୨୦ ଅକ୍ଟୋବରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ଵର: ଫିକା ପଡ଼ିପାରେ ଦଶହରା। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ତା’ର ପାଶ୍ୱର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଧୀରେ ଧୀରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ୨୦…