Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଇଠି ଅଛନ୍ତି ପାଣ୍ଡିଆନ

ଭୁବନେଶ୍ବର: କୁଆଡେ ଗଲେ ବିଜେଡିର ନମ୍ବର ଟୁ ଭିକେ ପାଣ୍ଡିଆନ ? ବିଜେଡି ନିର୍ବାଚନ ପରିଚାଳନା ହେଉ କି ପ୍ରଚାର । ସବୁବେଳେ ନଜର ଆସୁଥିବା ପାଣ୍ଡିଆନଙ୍କୁ ଫଳାଫଳ ପ୍ରକାଶ ପାଇବା ପରଠୁ ଦେଖିବାକୁ ମିଳୁନି । ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ୟାସ ନେବାକୁ…

‘ବିଏସକେଓ୍ବାଇ କାର୍ଡ ଅଚଳ ପାଇଁ ଦାୟୀ ସରକାର, ବାକି ରଖିଛନ୍ତି କୋଟି କୋଟି ଟଙ୍କା’

ଭୁବନେଶ୍ବର: ବିଏସକେଓ୍ବାଇ କାର୍ଡ ଉପଭୋକ୍ତାଙ୍କୁ ଫେରାଉଛି ପ୍ରାଇଭେଟ ହସ୍ପିଟାଲ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ଘରୋଇ ଡାକ୍ତରଖାନା ସଂଘ । ସିଧା ସିଧା ସରକାରଙ୍କ ଉପରକୁ ଉଠାଇଲେ ଅଙ୍ଗୁଳି । କହିଲେ ନା ଦେଉଛନ୍ତି ଲିଖିତ ସ୍ପଷ୍ଟିକରଣ, ନା ଦେଉଛନ୍ତି ବକେୟା ଟଙ୍କା । ତେଣୁ ଆମେ…

ରାଜ୍ୟରେ ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ବିଏସକେଓ୍ବାଇ କାର୍ଡ ଚାଲୁ ରହିଛି । କୌଣସି ହସ୍ପିଟାଲରେ ରୋଗୀଙ୍କୁ ଏଥିପାଇଁ ଅବହେଳା କରି ପାରିବେ ନାହିଁ। ଚିକିତ୍ସା କିମ୍ୱା ଡିସଚାର୍ଜ ମଧ୍ୟ କରି ପାରବେ ନାହିଁ। କିଛି ଅସୁବିଧା ହେଲେ ସ୍ୱାସ୍ଥ୍ୟ ବିଭାଗର ହେଲ୍ପ ଲାଇନ ନମ୍ୱରରେ ଜଣାଇ ପାରିବେ। ଏନେଇ ସ୍ପଷ୍ଟ…

ଘରେ ଶୋଇଥିବା ବେଳେ କାମୁଡ଼ିଲା ସାପ: ଭାଇ ମୃତ, ଭଉଣୀ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଘରେ ଶୋଇଥିବା ବେଳେ କାମୁଡ଼ିଲା ସାପ। ଚାଲିଗଲା ଶିଶର ଜୀବନ। ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା କଟୁରିଧୁଆ ଗାଁରେ ଦୁଇ ଜଣ ଭାଇ, ଭଉଣୀ ଘରେ ଶୋଇଥିଲେ । ଶୋଇଥିବା ସମୟରେ ଦୁଇ ଜଣଙ୍କୁ ସାପ କାମୁଡିଥିଲା ।…

ଲୋକସଭାରେ ମହିଳା ପାଓ୍ବାର, ୨୦୧୯ ଠାରୁ କମିଛି ସଂଖ୍ୟା

ନୂଆଦିଲ୍ଲୀ: ସରିଯାଇଛି ୨୪ ନିର୍ବାଚନ । ଏଥର ନିର୍ବାଚନ ସବୁଠୁ ରୋଚକ ଥିଲା । ବହୁ ଟାଣୁଆ ନେତା ମାଟି କାମୁଡି ପଡି ଥିବା ବେଳେ ଏଥର ନୂଆ ଚେହେରା ବାଜିମାତ୍ କରିଛନ୍ତି । ସେପଟେ ଦେଶ ତଥା ରାଜ୍ୟରେ ଚାଲିଛି ମୋଦୀ ଲହର । ଏଥର ଲୋକସଭାରେ ବିଜେପି ନେତୃତାଧିନ ଏନଡିଏ ବହୁମତ ଗ୍ରହଣ କରିଥିବା…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

ଗଞ୍ଜାମ: ଧରାକୋଟ ବ୍ଲକ ଶୁଣ୍ଢିପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଛି । ଧରାକୋଟ ବ୍ଲକ ଶୁଣ୍ଢିପଲ୍ଲୀ ଗାଁରେ ଜଣେ  ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ  । ସୂଚନା…

‘ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ’

ଭୁବନେଶ୍ବର:  ଚଳିତ ଥର ନିର୍ବାଚନରେ ଦେଖିବାକୁ ମିଳିଛି ବଡ ପରିବର୍ତନ । ଯାହା  ସମସ୍ତଙ୍କୁ ଚମକାଇ ଦେଇଛି । ରାଜ୍ୟରେ ବିଜେପିକୁ ମିଳିଛି ବଡ଼ ବିଜୟ । ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ। ସେପଟେ  ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ  ୨୪ ବର୍ଷ ଶାସନ କ୍ଷମତା…

ନଦୀରେ ବୁଡ଼ିଯାଇ ଭାଇ-ଭଉଣୀଙ୍କ ମୃତ୍ୟୁ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ଗାଁରେ ଅଭାବନୀୟ ଘଟଣା। ନଦୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ଦ୍ୱିତୀକୃଷ୍ଣ ସେଠୀଙ୍କ ଝିଅ କାଜଲ ଓ ସାଇ। କୁସୁମୀ ନଦୀର ଗଭୀର ଜଳରେ ବୁଡ଼ିଯାଇ ଭାଇ ଓ ଭଉଣୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

ଏବେବି ଉପଲବ୍ଧ ବିଏସକେଓ୍ବାଇ, ପୂର୍ବଭଳି କାର୍ଡଧାରୀ ପାଇବେ ମାଗଣା ଚିକିତ୍ସା

ଭୁବନେଶ୍ବର: ଚାଲୁ ରହିଛି ସ୍ବାସ୍ଥ୍ୟ କାର୍ଡ । ବିଏସକେଓ୍ବାଇ ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବନ୍ଦ ହୋଇନି । ସରକାର ପରିବର୍ତ୍ତନ ହେଲେ ମଧ୍ୟ ସ୍ବାସ୍ଥ୍ୟ ସେବା ସମସ୍ତଙ୍କ ଅଧିକାର ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏବେବି ଆପଣ ବିଏସକେଓ୍ବାଇ କାର୍ଡ ଦ୍ବାରା ମାଗଣା…

କ୍ଷମତାରୁ ହଟିବା ପରେ ବିଜେଡି ଓ ପାଣ୍ଡିଆନଙ୍କ ଭବିଷ୍ଯତ କ’ଣ?

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଗାଦିଚ୍ଯୁତ ହେବା ପରେ ବଡ଼ ଅଡୁଆରେ ପଡ଼ିଛି ବିଜୁ ଜନତା ଦଳ । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ନାଁରେ ତିଆରି ହୋଇଥିବା ଏହି ଦଳ ବିରୋଧରେ ଜନାଦେଶ ପରେ କଣ ରହିବ ଦଳର ଭବିଷ୍ୟତ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଦଳର ସୁପ୍ରିମୋ ଫିଟ୍…