Latest Odisha News

BREAKING NEWS

Browsing Category

ଓଡିଶା

Odisha

ସହରାଞ୍ଚଳରେ ଶୀଘ୍ର ସେବା ଯୋଗାଇ ଦେବାକୁ ଓଏଏସ ଓ ଓଆରଏସ କ୍ୟାଡର ଅତିରକ୍ତ ପଦବୀ ସୃଷ୍ଟି

ଭୁବନେଶ୍ୱର: ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଏବଂ ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) କ୍ୟାଡରରେ ଅତିରିକ୍ତ ପଦବି ସୃଷ୍ଟି କରିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସହରାଂଚଳରେ ଲୋକଙ୍କୁ…

ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ନାବାଳକର ମୃତ୍ୟୁ

ନୂଆପଡ଼ା: ଗୁରୁବାର ନୂଆପଡା ଜିଲ୍ଲାରେ ଏକ ଡ୍ୟାମରେ ଗାଧୋଇବା ବେଳେ ଜଣେ ନାବାଳକଙ୍କ ମୃତଦେହ ବୁଡ଼ି ଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଖରିଆର ଥାନା ଅନ୍ତର୍ଗତ ଗୋଇମୁଣ୍ଡି ଗ୍ରାମର ଟୁଟୁ ବାନାଛଡ଼ା (୧୪) ନାମକ ଜଣେ ନାବାଳକ ଆଜି ସକାଳେ ତଳ ଇନ୍ଦ୍ରା ଡ୍ୟାମର…

ମଦ ପିଇ ସ୍କୁଲ ଆସୁଥିଲେ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନିଶାସକ୍ତ ଅବସ୍ଥାରେ ସ୍କୁଲ ଯାଉଥିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଜିଲ୍ଲାର ବୁରବିନାଜୁସ୍ଥିତ ସରକାରୀ ୟୁପି ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଅଶ୍ୱିନୀ କୁମାର ନାୟକ ୪ ମାସ ତଳେ ଟିକାବାଲି ବ୍ଲକ୍ ଅନ୍ତର୍ଗତ…

ଗଣ୍ଠିବାତରୁ ମୁକ୍ତି ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର : ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗରୁ ମୁକ୍ତି ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ । ଏହି ରୋଗରେ ଆକ୍ରାନ୍ତ ରୋଗୀମାନେ ପର୍ଯ୍ୟାପ୍ତ ଆରାମ ନେବା ସହ ନିୟମିତ ବ୍ୟାୟ୍ୟାମ ଓ ଦୈନନ୍ଦିନ ଚାପମୁକ୍ତ ଜୀବନ ଯାପନ କରିବା ଉଚିତ୍ । ସୁସ୍ଥ ରହିବା ପାଇଁ ପୁଷ୍ଟିକର…

ପୋଷାକ କଟକଣା; ଏହି ସବୁ ଡ୍ରେସରେ ଗଲେ ଶ୍ରୀମନ୍ଦିରକୁ ମିଳିବ ପ୍ରବେଶ ଅନୁମତି

ପୁରୀ: "ଶାଳୀନତାପୂର୍ଣ୍ଣ ପୋଷାକ" କ'ଣ ? ଗତ କିଛି ଦିନ ହେବ ଶାଳୀନତାପୂର୍ଣ୍ଣ ପୋଷାକ ଉପରେ ବେଶ୍ ଚର୍ଚ୍ଚା ଚାଲିଥିଲା। ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ କେଉଁ ପୋଷାକ ପିନ୍ଧିବେ ସେନେଇ ଆଲୋଚନା ଜୋର ଧରିଥିଲା। ତେବେ ଆଜି ଏହି ଦୂର ହେଲା ଦ୍ୱନ୍ଦ। କାରଣ ଭକ୍ତଙ୍କ ଲାଗି ସ୍ଥିର ହୋଇଛି ଡ୍ରେସ…

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରା ପଡିଲେ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ପାଣିଗ୍ରାହୀ

ପାରାଦୀପ: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ରେଡ୍। ସିବିଆଇ ହାତରେ ଧରା ପଡିଲେ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ପୋର୍ଟର ହେଲଥ ଅଫିସର ଡାକ୍ତର ଆର ଏନ ପାଣିଗ୍ରାହୀଙ୍କ ନିକଟରୁ ଟଙ୍କା ଜବତ ହୋଇଛି। କଲିକତାର ଏମିଏନସପି ସିପିଂ…

ପୁରୀରୁ ଲୋକସଭା ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ, ବିଜେପି ବିଧାୟକ ଦେଲେ ସୂଚନା

ପୁରୀ: ପାଖେଇ ଆସିଲାଣି ୨୦୨୪ ନିର୍ବାଚନ। ଏହି ସମୟରେ କେଉଁ ଦଳ କେଉଁ ଆସନରୁ ଲଢିବେ ସେନେଇ ଚାଲିଛି ଜୋରଦାର ଆଲୋଚନା। ତେବେ ପୁରୀରୁ ଲୋକସଭା ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଏଭଳି ପ୍ରତିକ୍ରିୟା ରଖିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଲୋକସଭା ନିର୍ବାଚନରେ ପୁରୀରୁ ମୋଦି…

ପୁଣି ବିବାଦରେ ନିମାପଡ଼ା ବିଧାୟକ, ବିଜେଡି ନେତ୍ରୀଙ୍କୁ ଗୁଣ୍ଡା ପଠାଇ ଜୀବନରେ ମାରିଦେବାକୁ ଧମକ ଅଭିଯୋଗ

ପୁରୀ: ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ ଏବେ ପୁଣି ବିବାଦରେ। ନିମାପଡ଼ାର ଜଣେ ବିଜେଡି ନେତ୍ରୀଙ୍କୁ ବିଧାୟକ ଗୁଣ୍ଡା ପଠାଇ ଜୀବନରେ ମାରି ଦେବାକୁ ଧମକ ଅଭିଯୋଗ। ତେବେ ଏହି ଘଟଣାରେ ପୋଲିସ ଚୁପ୍ ବସିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ। ବିଧାୟକ…

ରାମଚଣ୍ଡୀ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା : ଚଣ୍ଡୀ ପାଠ ସହ ଲାଗି ହେଉଛି ପୋଡା ମାଛ

ପୁରୀ: କୋଣାର୍କ ପୁରୀ ବେଳା ମାର୍ଗରେ ଅବସ୍ଥିତ ମା ରାମଚଣ୍ଡୀଙ୍କ ପୀଠରେ ଚାଲିଛି ମାଙ୍କର ଷୋଡଶ ଉପଚାର ପୂଜା । ବର୍ଷ ତମାମ ପଞ୍ଚ ଉପଚାରରେ ମାଙ୍କୁ ପୂଜିତ କରାଯାଉଥିବା ବେଳେ ମୂଳାଷ୍ଠମୀ ଠାରୁ ମହାଷ୍ଠମୀ ପର୍ଯ୍ୟନ୍ତ ମାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଇଥାଏ । ଦୈନନ୍ଦିନ ସ୍ନାନ ,ସକାଳ…

କଲେଜ ଛାତ୍ରକୁ ଧକ୍କା ଦେଲା କାର୍ : ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ

ପୁରୀ: କଲେଜ ଛାତ୍ରକୁ ଧକ୍କା ଦେଲା କାର୍  । ଛାତ୍ର ଜଣକ ରାସ୍ତା ପାର୍ ହେଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ଧକ୍କା ଦେଇଛି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ମଙ୍ଗଳାଘାଟ ଛକ ନିକଟରେ । ଛାତ୍ର ଜଣକ ହେଉଛନ୍ତି ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ଯୁକ୍ତ…