Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିରୋଧୀଙ୍କ ଟାର୍ଗେଟ: କହିଲେ, ନବୀନଙ୍କ ଯୋଜନାରେ ରଙ୍ଗ ମାରି ଚଳିବ ବିଜେପି

ଭୁବନେଶ୍ବର: ସରକାର ବଦଳିବା ପରେ ପୂର୍ବ ସରକାରର ବିଭିନ୍ନ ସେବାର ରଙ୍ଗ ରୂପ ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ନୂଆ ସରକାର । ମୋ ସରକାର ଠାରୁ ଆରମ୍ଭ କରି ମୋ ବସ୍, ଲକ୍ଷ୍ମୀ ବସ୍, ସ୍କୁଲ ପୋଷାକର ରଙ୍ଗ, ସବୁ କିଛି ବଦଳାଇବା ପାଇଁ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ଗତ କିଛି ଦିନ…

ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳିକୁ ବିରୋଧ, ରାଜରାସ୍ତାକୁ ଓହ୍ଲାଇବ କହିଲା ବିଜେଡି

ଭୁବନେଶ୍ୱର: ନୂଆ ସରକାର ତତ୍କାଳୀନ ସରକାରର ଯୋଜନା ଗୁଡିକୁ ବନ୍ଦ କରିନାହାନ୍ତି। କିନ୍ତୁ କିଛି ଯୋଜନାର ନାମ ଏବଂ ରଙ୍ଗ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଏହାକୁ ବିରୋଧ କରିଛି ପୂର୍ବତନ ଶାସକ ଦଳ ତଥା ଏବେର ବିରୋଧୀ ଦଳ ବିଜୁ ଜନତା ଦଳ। ମୋହନ ସରକାରର ଏ ନିଷ୍ପତ୍ତିକୁ ବିରୋଧ…

ବିଜେ ହେଲା ଆଜ୍ଞାମାଳ, ସିଂହଦ୍ବାର ସମ୍ମୁଖରେ ମହାପ୍ରଭୁଙ୍କ ରଥ

ପୁରୀ: ଭାବବିହ୍ବଳ ସେବାୟତ । ଗଡିଲା ପ୍ରଭୁଙ୍କ ରଥ । ରବିବାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଶନିବାର ପଟିଦିଅଁଙ୍କ ପାଖରୁ ଆଜ୍ଞାମାଳ ରଥଖଳାରେ ପ୍ରସ୍ତୁତ ତିନି ରଥରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ଜଣଙ୍କ ପରେ ଜଣେ ସିଂହଦ୍ବାର ସମ୍ମୁଖ ଅଭିମୁଖେ ଗଡୁଛନ୍ତି । ପ୍ରଥମେ ମହାପ୍ରଭୁ…

ସଜେଇ ହୋଇଛି ରଥ ପଥ, ଆସନ୍ତାକାଲି ବଡଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ

ପୁରୀ: ବଡ ଦାଣ୍ଡରେ ଏକାକାର ହେବେ ଭକ୍ତ ଓ ଜଗନ୍ନାଥ । ଆଉ ମାତ୍ର ଘଣ୍ଟା କେଇଟା । ମହାପ୍ରଭୁଙ୍କ ଆଗମନରେ ଧନ୍ୟ ହେବ ବଡଦାଣ୍ଡ । ଜନସମୁଦ୍ର ମହାପ୍ରଭୁଙ୍କୁ ରଥକୁ ପାଛୋଟି ନେବେ । ଭକ୍ତଙ୍କ ସଙ୍ଗେ ଝୁଲି ଝୁଲି ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । ଏନେଇ ସରି ସରି ଆସିଲାଣି ସମସ୍ତ…

‘ରତ୍ନ ଭଣ୍ଡାର ପ୍ରସଙ୍ଗରେ କମିଟି ନିଷ୍ପତ୍ତି ହିଁ ଚୂଡାନ୍ତ ନିଷ୍ପତ୍ତି’

ପୁରୀ: ପୁରୀ ରତ୍ନ ଭଣ୍ଡାର ଖୋଲିବା ନେଇ ଏବେ ଜାରି ରହିଛି ଦ୍ବନ୍ଦ୍ବ । କେବେ ଖୋଲିବ, ଏହା ରଥଯାତ୍ରା ସମୟରେ ନା ଏହା ପରେ ଏନେଇ କୌଣସି ସ୍ପଷ୍ଟତା ମିଳିପାରିନାହିଁ । ସେପଟେ ରତ୍ନ ଭଣ୍ଡାର ଯାଞ୍ଚ ନେଇ ପୂର୍ବତନ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ କମିଟି ଗଠନ କରାଯାଇଛି । ଏହି…

ଘରେ ପଶିଗଲା ଟ୍ରକ, ଚାଲିଗଲା ଘରେ ଶୋଇଥିବା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର: ଘରେ ଶୋଇଥିଲେ ବୃଦ୍ଧା, କାନ୍ଥ ଭାଙ୍ଗି ମାଡିଗଲା ଟ୍ରକ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଦାଣ୍ଡବୋଷ୍ ଗାଁରେ । ଶନିବାର ଭୋରରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତେବେ ମୃତ ବୃଦ୍ଧାଙ୍କର ଘର ରାସ୍ତା କଡରେ ହୋଇଥିବା ବେଳେ ଆଜି…

୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ, ୨୫ରେ ଉପସ୍ଥାପିତ ହେବ ବଜେଟ୍‌

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ବିଧାନସଭା ପକ୍ଷରୁ ସୂଚନା ମିଳିଛି। ତେବେ ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ । ୨୫ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌। ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଧାନସଭା ଅଧିବେଶନ…

ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ରଥଯାତ୍ରାରେ ହେବେ ସାମିଲ

ଭୁବନେଶ୍ୱର: କାଲିଠୁ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି। ସେହିଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୭ରେ ମହାପ୍ରଭୁଙ୍କ ରଥ ଯାତ୍ରାରେ…

ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁରୁ ତହସିଲଦାର

ରାୟଗଡା: ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁରୁ ତହସିଲଦାର ବିଚିତ୍ରାନନ୍ଦ ନାୟକ । ଆଜି ଜିଲ୍ଲା ସଦ୍ଭାବନା ଗୃହରେ ରାଜସ୍ୱ ବୈଠକ ଚାଲିଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, କୌଣସି ଏକ ମାମଲା ପାଇଁ ଏକଲକ୍ଷ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଇ ରାୟଗଡା ଜିଲ୍ଲାରେ ଆୟୋଜିତ…