Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆପଡା ଜିଲ୍ଲାର ୪ ସ୍ଥାନରେ ଅବକାରୀ ବିଭାଗର ଚଢାଉ: ବିପୁଳ ଗଞ୍ଜେଇ ଜବତ, ୯ ମହିଳା ଗିରଫ

ନୂଆପଡା: ନୂଆପଡା ଅବକାରୀ ବିଭାଗକୁ ବଡ ସଫଳତା  । ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଦଳକୁ ଗିରଫ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଜିଲ୍ଲାର ୪ଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୯ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  ।  ସମସ୍ତ…

ବଦଳିଲାନି ଚିରାଫଟା ନୋଟ୍ : ରିଜର୍ଭ ବ୍ୟାଙ୍କ ସାମ୍ନାରେ ଟଙ୍କା ଉଡାଇଲେ ଗ୍ରାହକ

ଭୁବନେଶ୍ବର: ଆଜି ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳିଛି ଅଭୁତପୂର୍ବ ଦୃଶ୍ୟ  । ରାସ୍ତାରେ ଉଡିଲା ଚିରାଫଟା ୫ଶହ , ୨ ଶହ ଓ ଶହେ ଟଙ୍କିଆ  । ଭୁବନେଶ୍ବର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ  ଟଙ୍କା ବଦଳ ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ସାମ୍ନାରେ ନୋଟ୍ ଉଡାଉଥିବା…

ବାହାନଗା ଟ୍ରେନ ଦୁର୍ଘଟଣା: ୧୨୮ ଦିନ ପରେ ଜଳିଲା ୨୮ ମୃତଦେହ

ଭୁବନେଶ୍ୱର: ୧୨୮ ଦିନ ପରେ ଜଳିଲା ୨୮ ମୃତଦେହ । ଭରତପୁର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ସବୁ ଅଚିହ୍ନା ଶବର ଶେଷକୃତ୍ୟ ସମ୍ପନ୍ନ କରିଛି ବିଏମସି । ଏମ୍ସ, ବିଏମସି ଅଧିକାରୀ, ପୂର୍ବତଟ ରେଳବାଇ ଅଧିକାରୀ ଏବଂ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲା ଯାଇଥିଲା । ଏହାର…

ଆସିପାରିଲାନି ଆମ୍ବୁଲାନ୍ସ : ପୁଣି ଖଟିଆ ପାଲଟିଲା ପ୍ରସୂତିଙ୍କ ସାହାଭରସା

ସୁବର୍ଣ୍ଣପୁର: ସରକାର ଗ୍ରାମାଞ୍ଚଳ ଗୁଡିକରେ ଉତ୍ତମ ରାସ୍ତାଘାଟର ସୁବିଧା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । କିନ୍ତୁ କେଉଁଠି ନା କେଉଁଠି ତାହା ଫେଲ ମାରୁଛି । ଆଜି ବି ଏମିତି କିଛି ଗାଁ ରହିଛି ଲୋକେ ମୌଳିକ ସୁବିଧା ପାଇବା ତ ଦୂରର କଥା ଏଠାକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ…

ରାଜ୍ୟରେ ‘ମିଶନ ଶକ୍ତି ସ୍କୁଟର’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୧୫ ହଜାର ମା’ଙ୍କୁ ପ୍ରଦାନ କରାଯାଇଛି ସ୍କୁଟି । ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଅନେକ…

ଅନୁଗୁଳ ପୋଲିସକୁ ବଡ ସଫଳତା: ଜୁଆ ଆଡ୍ଡା ଉପରେ ଚଢାଉ, ୬ ଜୁଆଡି ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳତା ମିଳିଛି  । ବିଇଡି କଲେଜ ପଛ ପାଖରେ ଥିବା ଏକ ବସ୍ତିରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି  । ଏବଂ ୬ଜଣ ଜୁଆଡିଙ୍କୁ ଗିରଫ କରିଛି  । ସେମାନଙ୍କ ନିକଟରୁ ଟଙ୍କା , ମୋଟରସାଇକେଲ , ମୋବାଇଲ ସହ ଜୁଆ ସାମଗ୍ରୀ ଜବତ କରିଛି । ସୂଚନା ଅନୁସାରେ ବିଇଡି…

ଜମିବାଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ: ନିଶାଡିଙ୍କ ଭୁଜାଲି ଆକ୍ରମଣରେ ୩ ଗୁରୁତର

ଭଦ୍ରକ : ଭଦ୍ରକ ସହର ସ୍ଥିତ ଡାଲଚିନି ହୋଟେଲ ନିକଟରେ ନିଶାଡି ଏବଂ ହୋଟେଲ ମାଲିକ ଧସ୍ତାଧସ୍ତି  । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି  । ଏତିକି ବେଳେ  କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ମାନେ ଅଟକାଉଥିବାବେଳେ   ଉଭୟଙ୍କ ମଧ୍ୟରେ…

ଡକାୟତି ଉଦ୍ୟମ ପଣ୍ଡ, ପିସ୍ତଲ ସହ ତିନି ଡକାୟତ ଗିରଫ

ବରଗଡ଼: ଟାଉନ ଥାନା ପୋଲିସର ବଡ଼ ସଫଳତା। ସୋମବାର ସନ୍ଧ୍ୟାରେ ବରଗଡ଼ ଜିରା ନଦୀ ପାଖରେ ଏକ ଡକାୟତ ଦଳ ଡକାୟତି ପାଇଁ ପ୍ଲାନ୍ କରୁଥିବା ବେଳେ ବରଗଡ ପୋଲିସକୁ ସୂଚନା ମିଳିଥିଲା। ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ଡକାୟତ ଦଳକୁ ଧରିବା ପାଇଁ ବରଗଡ଼ ଟାଉନ ଥାନାର ଏକ…

ରାଜଧାନୀରୁ ଧରାପଡିଲେ ଚୋର ଗ୍ୟାଙ୍ଗ୍, ଦିନରେ ଏକାକୀ ଘରର ସ୍ଥାନକୁ କରୁଥିଲେ ଟାର୍ଗେଟ୍

ଭୁବନେଶ୍ୱର: ଦିନ ଦ୍ବିପ୍ରହରେ ଏକାକୀ ଘରର ସ୍ଥାନକୁ ଟାର୍ଗେଟ କରୁଥିଲେ ଚୋର ଗ୍ୟାଙ୍ଗ୍। ଲୋକଙ୍କ ଘରେ ପ୍ରବେଶ କରି ଚତୁରତାର ସହ ଲ୍ୟାପଟପ୍, ମୋବାଇଲ୍ ଫୋନ୍, ଟ୍ୟାବ୍ ଏବଂ ସୁନା ଅଳଙ୍କାର ଚୋରି କରିବା ପରେ ଖସିଯାଉଥିଲେ। ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭରତପୁର ଥାନା ପୋଲିସ।…

ଶେଷ ହେଲା କୋରାପୁଟ-ଜଗଦଲପୁର ରେଳ ସେକ୍ସନରେ ପୁନଃରୁଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: କୋରାପୁଟ-ଜଗଦଳପୁର ରେଳ ସେକ୍ସନରେ ପୁନଃରୁଦ୍ଧାର କାର୍ଯ୍ୟ ସମାପ୍ତ। ମାନବର ଏବଂ ଜରତି ଷ୍ଟେସନ୍ ମଧ୍ୟରେ ମାଟି ଓ ପଥର ଧସିଯିବା ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଥିଲା। କୋଟଭାଲାସା-କୋରାପୁଟ-କିରାଣ୍ଡୁଲ (କେ.କେ) ରେଳ ଲାଇନର କୋରାପୁଟ-ଜଗଦଲପୁର ରେଳ ସେକ୍ସନର ମାନବର ଏବଂ ଜରତି…