Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ,ମତଦାନ ବାଧାପ୍ରାପ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ। ଆଜି ୬ ଲୋକ ସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଯୁବକଙ୍କ ଠୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଧାଡିରେ ଚିଡା ହୋଇ ନିଜର ମତଦାନ…

ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ

କେନ୍ଦୁଝର: ପରଲୋକରେ ପଦ୍ମଶ୍ରୀ ମାଗୁଣି କୁଅଁର । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ୮୮ ବର୍ଷ ବୟସରେ ନିଜ ପୈତୃକ ଘର ବୈଦରାଜ ସାହିରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ତଳେ ଗୁରୁତର ଅବସ୍ଥାରେ ସେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ମାଗୁଣି କୁଅଁରଙ୍କ…

ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ, ୯୦୪ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରିକ୍ଷା

ନୂଆଦିଲ୍ଲୀ: ଶେଷ ହେବ ଗଣତନ୍ତ୍ରର ମହାନ ପର୍ବ । ଆଜି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ ।…

ଶିମିଳିପାଳ ବାବଦରେ ଜାଣିବାକୁ ବହି କିଣିଲେ ନବୀନ!

ଭୁବନେଶ୍ବର: ବୁକ୍ ଷ୍ଟୋରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦିନ ଧରି ନିର୍ବାଚନ ପ୍ରଚାରର ବ୍ୟସ୍ତତାରୁ ଫୁରସତ୍ ପାଇବା ପରେ ଆଜି ସନ୍ଧ୍ୟା ସାତଟା ସମୟରେ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ୍ ଡିପୋରେ ପହଞ୍ଚି ବହି କିଣିଛନ୍ତି ନବୀନ । ଏହି ସମୟରେ ତାଙ୍କ ସାଙ୍ଗରେ ଥିଲେ…

ଖେଳୁଥିବା ବେଳେ ପିଠିରେ ପଶିଗଲା ଲୁହା ଛଡ଼

ବରଗଡ଼: ଖେଳୁଥିବା ସମୟରେ ଘଟିଲା ଅଘଟଣ । ନଅ ବର୍ଷର ଶିଶୁ ଦେହରେ ପଶିଗଲା ଲୁହା ଛଡ଼ । ଚିକିତ୍ସା ପାଇଁ ତୁରନ୍ତ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ…

ଆସନ୍ତାକାଲି କାକଟପୁର ଓ ନିମାପଡାରେ ମତଦାନ, ଭୋଟ୍ ଦେବେ ୪୯୧୬୯୮ ଭୋଟର

ପୁରୀ: ଆସନ୍ତାକାଲି ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ମଧ୍ୟରେ ପୁରୀ ଜିଲ୍ଲାରେ ଦ୍ୱିତୀୟ ତଥା ଚୁଡାନ୍ତ ପର୍ଯ୍ୟାୟ ପାଇଁ ଭୋଟ୍ ପଡିବ । ୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୫ କାକଟପୁର ଓ ୧୦୬ ନିମାପଡା ବିଧାନସଭା ନିର୍ବାଚନ…

କିଏ କହୁଛି ସତ ?

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମରେ ନାହିଁ ଟେଲିଫୋନ୍ ସଂଯୋଗ। ସିଧାସଳଖ ନବୀନଙ୍କ ରୁମରେ ନାହିଁ ଟେଲିଫୋନ୍ କନେକ୍ସନ୍ । ମୁଖ୍ୟମନ୍ତ୍ରୀଙ୍କ ରୁମରେ ଥିବା ଟିଭିରେ ଓଡିଆ ଚ୍ୟାନେଲ୍ ଆସୁନାହିଁ । ନବୀନଙ୍କ ରୁମରେ ଥିବା ଟିଭିରେ କେବଳ ଇଂରାଜୀ ନ୍ୟୁଜ…

ଗତ ୨ଦିନର ଘଟଣାରେ ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର । ଗତ ୨ ଦିନ ଭିତରେ ରାଜ୍ୟରେ ଯେଉଁ ଦୁଇଟି ଅଭାବନୀୟ ଘଟଣା ଘଟିଛି ସେଥିରୁ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ଚିତ୍ର ପୁରା ଜଳ ଜଳ ହୋଇ ଦିଶୁଛି । ପୁରୀରେ ବାଣ ବିସ୍ଫୋରଣଜନିତ ମୃତ୍ୟୁ ଓ ପଶ୍ଚିମଓଡ଼ିଶାରେ ଅଂଶୁଘାତଜନିତ ମୃତ୍ୟୁ…

ବ୍ଲାକମେଲ କରି ଗିରଫ ହେଲେ ୟୁଟ୍ୟୁବର

ଭୁବନେଶ୍ବର: ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ । ୟୁଟ୍ୟୁବର ଚନ୍ଦନ କରଙ୍କୁ ଗିରଫ କଲା ମହିଳା ଥାନା ପୋଲିସ । ଅନ୍ତରଙ୍ଗ ଭିଡିଓ ତାଙ୍କ ସ୍ୱାମୀଙ୍କୁ ଦେଖାଇବେ କହି କରୁଥିଲେ ବ୍ଲାକମେଲ୍ । ପୂର୍ବତନ ପ୍ରେମିକାଙ୍କ ଅଭିଯୋଗ ଆଧାରରେ  ଗିରଫ କରିଛି ପୋଲିସ । ଅଭିଯୋଗ…

ପାଣି ପାଇପ୍ ଚୋରି ଅଭିଯୋଗରେ ଟୁଙ୍ଗୁର ଭୋଳ ସମେତ ୧୧ ଗିରଫ

ଭୁବନେଶ୍ବର: କୋଟିଏ ଟଙ୍କାର ପାଇପ ଚୋରି ଅଭିଯୋଗରେ ୧୧ ଜଣଙ୍କୁ ବାନ୍ଧିଲା ଚନ୍ଦକା ପୋଲିସ I ଆରଡବ୍ଲୁଏସଏସ କମ୍ପାନୀର ବହୁ ମୂଲ୍ୟବାନ ପାଣି ପାଇପ୍ ରାଜ୍ୟର ବିଭିନ୍ନ ସ୍ଥାନରୁ ଚୋରି ହେବା ନେଇ ଅଭିଯୋଗ ହୋଇଥିଲା । ଏକ ୧୫ ଜଣିଆ ଗ୍ୟାଙ୍ଗ ଏହି ପାଇପ୍ ଚୋରିରେ ସାମିଲ ଥିବା ନେଇ ଖବରପାଇବା ପରେ…