Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ : ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ ଟ୍ରେନ୍

ପୁରୀ:  ଟ୍ରାଏଲ ରନ କରିଛି ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଆଜି ଭୋର ୫ଟାରୁ ଟ୍ରାଏଲ ରନ ଆରମ୍ଭ କରିଛି ଏହି ସେମି ହାଇସ୍ପିଡ଼ ଟ୍ରେନ । ଏହା ୧୨ଟା ୪୫ ରେ ରାଉରକେଲାରେ ପହଞ୍ଚିବ  । ପ୍ରାୟ ୬ଘଣ୍ଟାରେ ରାଉରକେଲା ପହଁଚିବାକୁ ଥିବା ଏହି ଏକ୍ସପ୍ରେସ ଟ୍ରେନ ଟି ପରେ ଅହରାହ୍ଣ ୨ଟା…

ଆଜି କୃଷିଭିତ୍ତିକ ପର୍ବ ନୂଆଁଖାଇ : ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା , ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ…

ସମ୍ବଲପୁର: ଆଜି ପଶ୍ଚିମ ଓଡିଶା ର ଲୋକପର୍ବ ନୂଆଁଖାଇ  ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ନୂଆଁ ନୂଆଁରେ ପାଳନ ହେବ ନୂଆଖାଇ ପର୍ବ  । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିବ  ।  ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ…

ବଢ଼ିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମନ୍ତ୍ରୀଙ୍କ ସୁରକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆଣ୍ଟି-ସାବୋଟେଜ୍ ଚେକ୍ ଟିମ୍ ଗଠନ କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ସମୟରେ ଏହି ଟିମ୍ ମୁଖ୍ୟତଃ ମାଲ୍ୟାର୍ପଣ କାର୍ଯ୍ୟକ୍ରମଠାରୁ…

ସେପ୍ଟେମ୍ବର ୨୨ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ବିଧାନସଭା ଆଗରେ ଧାରଣା ଦେବେ ସରପଞ୍ଚ

ଭୁବନେଶ୍ୱର: ସରକାରୀ ଅଧିକାରୀଙ୍କ ଅତ୍ୟଧିକ ହସ୍ତକ୍ଷେପ ବିରୋଧରେ ଓଡ଼ିଶାର ସରପଞ୍ଚମାନେ ସେପ୍ଟେମ୍ବର ୨୨ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ପଞ୍ଚାୟତିରାଜ ବିଭାଗରେ ମୁଖ୍ୟତଃ ବ୍ଲକ୍ ଉନ୍ନୟନ ଅଧିକାରୀ ବା ବିଡିଓ କାମ କରନ୍ତି, ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାରେ ସରକାରଙ୍କ…

ମେଡିକାଲରେ ଝିଅର ନାମଲେଖାଇବା ନାଁରେ ବହି ଦୋକାନୀ ୨୨ ଲକ୍ଷ ଟଙ୍କାର ଠକେଇର ଶିକାର

ଭୁବନେଶ୍ୱର: କଟକ ଏସସିବି ମେଡିକାଲରେ ଝିଅର ଆଡମିଶନ କରାଇଦେବା ନାଁରେ ଭୁବନେଶ୍ୱରର ଜଣେ ବହି ଦୋକାନୀ ୨୨ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସହରର ପୋଖରୀପୁଟ ଅଞ୍ଚଳର ଋଷି କୁମାର ପଟେଲଙ୍କୁ ତାଙ୍କ ଅଞ୍ଚଳର ଜଗନ୍ନାଥ ପ୍ରସାଦ ମହାନ୍ତି ଏମବିବିଏସରେ ନାମ ଲେଖାଇ ଦେବାକୁ…

ଜାତୀୟ ରାଜପଥରେ ନକଲି ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଥିବା ଟ୍ୟାକ୍ସି ଚାଳକ ଗିରଫ

ବଲାଙ୍ଗୀର: ଜିଲ୍ଲାରେ ଜଣେ ଟ୍ୟାକ୍ସି ଚାଳକଙ୍କୁ ମଙ୍ଗଳବାର ଜାତୀୟ ରାଜପଥରେ ନକଲି ପିସ୍ତଲ ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ରାଜୁ ମାଝୀ, ଯିଏକି ବିବେକାନନ୍ଦ ପତି ନାମକ ଜଣେ ବ୍ୟକ୍ତିଙ୍କର ଏକ ଘରୋଇ ଗାଡ଼ି ଚଳାନ୍ତି ବୋଲି ପୁଲିସ ସୂତ୍ରରୁ…

ବ୍ରହ୍ମପୁରରେ ବଜ୍ରପାତ ନେଲା ୨ ଜଣଙ୍କ ଜୀବନ, ୪ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ବରମୁଣ୍ଡଳୀ ଗ୍ରାମର ବିଷ୍ଣୁପ୍ରିୟା ପଣ୍ଡା ବର୍ଷା ଓ…

୧୦ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଲୁଟେରା ଗ୍ୟାଙ୍ଗ ଗିରଫ

ଅନୁଗୁଳ: ମାସକ ମଧ୍ୟରେ ୧୦ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଅନୁଗୁଳ ଜିଲ୍ଲା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ମୁଖ୍ୟତଃ ଫାଇନାନ୍ସ କମ୍ପାନୀ ଏବଂ ଅଣ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଟାର୍ଗେଟ୍ କରୁଥିଲେ, ଯେଉଁମାନେ…

ଗଣେଶ ପୂଜାରେ ବିଭିନ୍ନ ସ୍କୁଲରେ ଫିକା ପଡ଼ିଲା ମାହୋଲ, ସରକାର ସଂଘରେ ବିଭାଜନ କରିଥିବା ଅଭିଯୋଗ

ଭୁବନେଶ୍ୱର: ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଗଣେଶ ପୂଜାରେ ଓଡ଼ିଶାରେ ଅନେକ ସ୍କୁଲ୍ ଖାଲି ପଡ଼ିଥିଲା। ଯେଉଁଭଳି ପୂଜା ସମୟରେ ସ୍କୁଲର ମାହୋଲ ଥାଏ ତାହା ଏଥର ଦେଖିବାକୁ ମିଲିନଥିଲା। ଶିକ୍ଷକମାନେ ଭଞ୍ଜନଗର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓ ବରଗଡ଼ରେ ପ୍ରଦର୍ଶନ ସ୍ଥଳରେ ଗଣେଶ…