Latest Odisha News
Browsing Category

ଓଡିଶା

Odisha

ଅପରାହ୍ନ ସୁଦ୍ଧା ଏହି ସବୁ ଅଞ୍ଚଳରେ ଘଡଘଡି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି କଲା ଆଇଏମଡି

ଭୁବନେଶ୍ୱର:ଇଣ୍ଡିଆ ମେଟେରୋଲଜି ଡିପାର୍ଟମେଣ୍ଟ (ଆଇଏମଡି) ଟୁଇନ ସିଟି କଟକ-ଭୁବନେଶ୍ୱର ସମେତ ରାଜ୍ୟର ୧୫ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି । ମଙ୍ଗଳବାର ୬ଟା ୧୫ ସୁଦ୍ଧା ଏହ ସବୁ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏହି ଅଞ୍ଚଳ  ପାଇଁ  ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି…

ଚାଷୀଙ୍କ ସହ ମିଶି ତଳି ରୋଇଲେ, ଅମୃତ କଳସରେ ମାଟି ସଂଗ୍ରହ କଲେ ସମ୍ବିତ ପାତ୍ର

ପୁରୀ: ଅଣ୍ଟାରେ ଗାମୁଛା ବାନ୍ଧି ଆଣ୍ଠୁଏ କାଦୁଅରେ ମନ ଖୁସି କରି ତଳି ରୋଉଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ଆଜି ସେ ଖୋଦ ଚାଷୀଙ୍କ ସହ ମିଶି ଚଷାପୁଅ ସାଜିଛନ୍ତି। 'ମାଟି, ଜମି, କିସାନ-ମୋ ମାଟି ମୋ ଦେଶ ଅଭିଯାନ' ଏଭଳି ସ୍ଲୋଗାନ ଦେଇ ଧାନବିଲରେ ମନ ଖୁସି କରି…

ଜାଲ ନୋଟ ଜବତ ଘଟଣା: ଅଭିଯୁକ୍ତଙ୍କ ଘରେ ଏସଟିଏଫ ଟିମ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରୁ ଜାଲ ନୋଟ ଜବତ ଘଟଣା । ଅଭିଯୁକ୍ତଙ୍କ ଘରେ ଆଜି ପୁଣି ପହଞ୍ଚିଛି କ୍ରାଇମ ବ୍ରାଞ୍ଚର ଏସଟିଏଫ ଟିମ । ଟିମ ଅଭିଯୁକ୍ତଙ୍କ ଘରେ  ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି…

ପୋଲିସ-ମାଓବାଦୀ ଗୁଳି ବିନିମୟ: ୨ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ମାଓବାଦୀ ଓ ପୋଲିସ ମଧ୍ୟରେ ବଡ ଧରଣର ଗୁଳିବିନିମୟ ହୋଇଛି । ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି…

ସାତକୋଶିଆ ଅଭୟାରଣ୍ୟରୁ ୨ ହାତୀର ମୃତଦେହ ଉଦ୍ଧାର

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ୨ଟି ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ହାତୀ ଦୁଇଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏହା ଦେଖି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ସୂଚନା…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର:ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ  ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ  ଉପକୂଳରେ  ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏ ନେଇ ମଙ୍ଗଳବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଏହାର ପ୍ରଭାବରେ ଓଡ଼ିଶା ହାଲୁକାର ମଧ୍ୟମ ଧରଣର ବର୍ଷା…

ବିଏସଏଫ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟତ୍ୱ ନେଲେ ଓଡ଼ିଶା କ୍ୟାଡର ଆଇପିଏସ ଯୋଗେଶ ବାହାଦୂର ଖୁରାନିଆ

ଭୁବନେଶ୍ୱର: ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଯୋଗେଶ ବାହାଦୂର ଖୁରାନିଆ ହେଲେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ଚଣ୍ଡିଗଡର ସ୍ପେଶାଲ ଡାଇରେକ୍ଟର ଜେନେରାଲ  । ବିଏସଏଫ ୱେଷ୍ଟର୍ଣ୍ଣ ସେକ୍ଟରର ପରିଚାଳନା, ପ୍ରଶାସନିକ ତଥା ବିଏସଏଫରେ ମାନବ ସମ୍ବଳ ନିଯୁକ୍ତି ଦାୟିତ୍ୱ…

ଅଧିକ ଆଚାର ଖାଉଛନ୍ତି କି? ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ଦୈନନ୍ଦିନ ଭୋଜନ ସହିତ ଆଚାର ଏକ ଅଂଶ ପାଲଟିଗଲାଣି । ଘରେ ଯଦି କିଛି ନାହିଁ ତେବେ ଆଚାର ସହିତ ଭାତ ହେଉ ଅବା ରୁଟି ଖାଇ ଦେଉଛନ୍ତି । ତେବେ ଆପଣ ଜାଣିଛନ୍ତି କି, ଏହି ଆଚାର ଅଧିକ ଆହାର କରିବା ଶରୀର ପାଇଁ କ୍ଷତିକାର ସାବ୍ୟସ୍ତ ହୋଇଥାଏ । ଆଚାରରେ ଅଧିକ ପରିମାଣର ଲାକ୍ଟିକ୍ ଏସିଡ୍…

ଶପଥ ନେଲେ ହାଇକୋର୍ଟର ୨ ବିଚାରପତି

 କଟକ:ଶପଥ ନେଲେ ହାଇକୋର୍ଟର ଦୁଇ ବିଚାରପତି । ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ମଙ୍ଗଳବାର ଦୁଇ ବିଚାରପତି ଶିବଶଙ୍କର ମିଶ୍ର ଏବଂ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଶପଥପାଠ କରାଇଛନ୍ତି । ହାଇକୋର୍ଟ ଜଜ ସଂଖ୍ୟା ୩୩ ଥିବାବେଳେ ଦୁଇ ନୂଆ ବିଚାରପତିଙ୍କ ଶପଥ ପାଠ ପରେ ଏବେ ଓଡ଼ିଶା…

ଆସନ୍ତାକାଲି ଧରାଧାମରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ, ଶ୍ରୀ ମନ୍ଦିରରେ ଚାଲିଛି ଜୋରଦାର୍ ପ୍ରସ୍ତୁତି

ପୁରୀ: ଆସନ୍ତାକାଲି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ । ଧରାପୃଷ୍ଠରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସର୍ବତ୍ର ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଘରେ ଘରେ ନନ୍ଦଲାଲାଙ୍କ ପୂଜା ପାଇଁ…