Latest Odisha News

BREAKING NEWS

Browsing Category

ଓଡିଶା

Odisha

ଛିଣ୍ଡୁନି ଅଙ୍କ: ୫ ସ୍ଥାନର ପାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ଵର: ଛିଣ୍ଡୁନି କଂଗ୍ରେସର ପାର୍ଥୀ ଚୟନ ଅଙ୍କ । ଥର କୁ ଥର ପାର୍ଥୀ ବଦଳାଉଛି କଂଗ୍ରେସ । ବର୍ତ୍ତମାନ ୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ଜଳେଶ୍ଵର, ବରୀ, ଆଠମଲ୍ଲିକ, ଆଠଗଡ ଏବଂ ପୁରୀରେ ପ୍ରାର୍ଥୀ ବଦଳିଛି କଂଗ୍ରେସ । ଜଳେଶ୍ଵରରେ ସୁଦର୍ଶନ ଦାସଙ୍କୁ କଂଗ୍ରେସ…

ବିକଶିତ ଭାରତ ପାଇଁ ବିଶ୍ଵବନ୍ଧୁ ହେବା ଜରୁରୀ: ଜୟଶଙ୍କର

କଟକ: ଦୁଇ ଦିନିଆ ଓଡିଶା ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଓଡିଶାରେ ଆଜି ତାଙ୍କର ଦ୍ଵିତୀୟ ଦିନ ଥିବାବେଳେ ସେ ଆଜି କଟକ ଗସ୍ତରେ ଅଛନ୍ତି । କଟକରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ଏସ. ଜୟଶଙ୍କର । ଏହି ପରିପ୍ରେକ୍ଷୀରେ ଏସ. ଜୟଶଙ୍କର କହିଛନ୍ତି…

ଆସନ୍ତା ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବେ

ଭୁବନେଶ୍ବର: ନିର୍ବାଚନର ଉଷ୍ମତା ଯେତିକି ବଢିଚାଲିଛି ନେତା ମାନଙ୍କର ପ୍ରଚାର ମଧ୍ୟ ସେତିକି ଜୋରଦାର ହେଉଛି। ବର୍ତମାନ ଓଡିଶାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଥିବାବେଳେ ଆଜି ଅର୍ଥାତ ରବିବାର ଅପରାହ୍ନଣ ୩ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା  ଏବଂ ରାତି ସାଢେ ୯…

ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ

ନୂଆପଡ଼ା: ପୁଣି ଥରେ ଦେଖିବାକୁ ମିଳିଛି ଢୋଲପିଟା ବ୍ୟବସ୍ଥାର ନଗ୍ନ ଚିତ୍ର। ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ରାସ୍ତା ଅଭାବ ଯୋଗୁଁ ଗାଁ କୁ ଯାଇ ପାରିଲାନି ଆମ୍ବୁଲାନ୍ସ ଆଉ ସେଇଥି ପାଇଁ ଖଟିଆ ପାଲଟିଲା ଆମ୍ବୁଲାନ୍ସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ…

ବିଦ୍ୟୁତ୍‌ ଆଘାତରେ ବାପାପୁଅ ମୃତ

ଯାଜପୁର: ବିଦ୍ୟୁତ୍‌ ଆଘାତରେ ବାପାପୁଅ ମୃତ । ଯାଜପୁର ରୋଡ୍ ଥାନା ବେଙ୍ଗପାଟିଆ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।ଘରେ ବାପପୁଅ ବିଦ୍ୟୁତ୍‌ କାମ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଏଥିରେ ବାପାପୁଅ ଙ୍କର ମୃତ୍ୟୁ ହୋଇଥିବା ବେଳେ  ମା’ ଗୁରୁତର । ଗୁରୁତର ଅବସ୍ଥାରେ…

ତାତିରୁ ମିଳିପାରେ ଆଶ୍ବସ୍ତି: ୩ ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ତାତିରୁ ମିଳିପାରେ ଆଶ୍ବସ୍ତି । ଆଗାମୀ ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା । ୩ ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା । ୭ ଏବଂ ୮ ତାରିଖରେ ତ୍ରୀବ ହୋଇପାରେ କାଳବୈଶାଖୀ ପ୍ରଭାବ । ଉତ୍ତର ଉପକୂଳ ଓଡିଶାର ନିକଟବତ୍ତୀ ଅଞ୍ଚଳରେ ଯେଉଁ ସମୁଦ୍ର ରହିଛି ସେଠାରେ  …

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ଆଜି ତଥା ରବିବାର ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ରାତି ସାଢେ ୯ ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ ।ଭୁବନେଶ୍ୱରରେ ପହଞ୍ଚିବା ପରେ ମୋଦୀଙ୍କୁ ବିଜେପି ପକ୍ଷରୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ଭୁବନେଶ୍ୱରରେ…

ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ

ଭୁବନେଶ୍ୱର: ପୁରୀ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ହେଲେ ଜିଲ୍ଲାର ଦଳୀୟ ସଭାପତି ଜୟ ନାରାୟଣ ପଟ୍ଟନାୟକ । ପ୍ରଥମେ ସୁଚରିତା ମହାନ୍ତିଙ୍କୁ ଦଳ ଟିକେଟ୍ ଦେଇଥିଲା। ଏହାପରେ ସେ ନିର୍ବାଚନ ଖର୍ଚ୍ଚ ପାଇଁ ଫଣ୍ଡିଂରେ ଦଳ ସହଯୋଗ କରୁନଥିବା ଅଭିଯୋଗ ଆଣି ଟିକେଟ୍ ଫେରାଇ ଦେଇଥିଲେ। ଏହାପରେ ଦଳ…

ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ ପୂର୍ବତନ ବିଶ୍ଵ ହିନ୍ଦୁ ପରିଷଦ ସଭାପତିଙ୍କ ସହ ବିଭିନ୍ନ ଦଳର ବହୁ ନେତା

ବରଗଡ: ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରଗଡ଼ର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବିଶ୍ଵ ହିନ୍ଦୁ ପରିଷଦର ସଭାପତି ନିଧୁ ବନ ବିହାରି ପ୍ରସାଦ ପଣ୍ଡା, ବିଜେପି ନେତା ହେମନ୍ତ ପୁରୋହିତ, ଆଇନଜୀବୀ ସୁଶୀଲ କୁମାର…

ସାଧାରଣ ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪୧୫୮ ମତଦାତା

ଭୁବନେଶ୍ୱର: ଭୋଟ୍ ଦେବା ସମସ୍ତ ଭାରତୀୟ ନାଗରିକଙ୍କ ଅଧିକାର । ପ୍ରତିଟି ଭୋଟ୍ ମୂଲ୍ୟବାନ ଅଟେ । ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତିଟି ଭୋଟ୍ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯେଉଁ ମତଦାତାମାନେ ଭୋଟ୍ ପାଇଁ ମତଦାନ କେନ୍ଦ୍ରକୁ ଆସିବାରେ ଅସମର୍ଥ ସେମାନଙ୍କ ପାଇଁ…