Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆମ୍ରି ହସ୍ପିଟାଲ ପକ୍ଷରୁ ମାଗଣା ଯକୃତ ପରାମର୍ଶ ଶିବିର ଆୟୋଜିତ

ଭୁବନେଶ୍ଵର: ପୂର୍ବ ଭାରତର ଏହି ଅଗ୍ରଣୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଆମ୍ରି ହସ୍ପିଟାଲ ଜନସାଧାରଣଙ୍କୁ ସେବା ଯୋଗାଇବା ନିମନ୍ତେ ପୁଣି ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ଆମ୍ରି ହସ୍ପିଟାଲ ପରିସରରେ ଏକ ଲିଭର କ୍ଲିନିକର ଶୁଭାରମ୍ଭ କରିଛି । ଏଠାରେ ଆସନ୍ତା ମେ' ୮ ତାରିଖରେ ଏକ ମାଗଣା ଯକୃତ…

ଓଡିଶା ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ବର: ଓଡିଶା ପାଇଁ ୪୦ ଷ୍ଟାର ପ୍ରଚାରକ ତାଲିକା ଦେଲା କଂଗ୍ରେସ  । ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ୪୦ ଜଣିଆ ହେବିଓ୍ବେଟ୍ ପ୍ରଚାରକ ତାଲିକା ପ୍ରକାଶ କରିଛି । ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ, ପ୍ରିୟଙ୍କା, ରାହୁଲ,ଖଡଗେ, ରେବନ୍ତ ରେଡ୍ଡୀ, ରୂପେଶ ବାଘେଲ, ସଚିନ ପାଇଲଟ୍ ପ୍ରମୁଖ …

୧୦ରେ ଭୁବନେଶ୍ବରରେ ମୋଦୀଙ୍କ ରୋଡ ଶୋ

ଭୁବନେଶ୍ବର: ପୁଣି ଆସନ୍ତା ସପ୍ତାହରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ଅର୍ଥାତ ୫ ଓ ୬ ତାରିଖର ଗସ୍ତ ପରେ ପୁଣି ୧୦ ଓ ୧୧ ତାରିଖରେ ଓଡିଶା ଆସିବେ ମୋଦୀ । ୨ ଦିନିଆ ଗସ୍ତ ଅର୍ଥାତ୍ ଆଗାମୀ ୧୦ ଓ ୧୧ ତାରିଖରେ  ଭୁବନେଶ୍ବର ଆସୁଛନ୍ତି ମୋଦୀ । ମେ ୧୦ ରେ ଭୁବନେଶ୍ବରରେ…

ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଏକ ଭଡା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀଙ୍କ ନାଁ ବିଷ୍ଣୁପ୍ରିୟା ରାଉତ । ତେବେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ । ଅଭିଯୋଗକୁ ଭିତ୍ତି କରି ତଦନ୍ତ କରୁଛି ପୋଲିସ । ଖବର ମୁତାବକ, ବିଷ୍ଣୁପ୍ରିୟା ତାଙ୍କ…

ପ୍ରାର୍ଥୀ ବଦଳ ଜାଣିପାରି ଫେରାଇ ଦେଲେ ଟିକେଟ: ଅଜୟ କୁମାର

ଭୁବନେଶ୍ୱର: କଂଗ୍ରେସରୁ ପୁରୀ ସାଂସଦ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ଟିକେଟ ଫେରାଇବା ପରେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଅଜୟ କୁମାରଙ୍କ କହିବା ଅନୁସାରେ ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥାନ୍ତା । ଏଥିପାଇଁ ଆମେ…

ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ରିପୋର୍ଟ: ୩ ପ୍ରାର୍ଥୀ ଦଶମ ପାସ୍‌ କରି ନାହାନ୍ତି

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ରହିଛି । ସେହିପରି ୩୭…

କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲଟେଜ୍ ପ୍ରଚାର, କହିଲେ ମିଛ କହୁଛନ୍ତି ବିରୋଧି

କୋରାପୁଟ: କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲଟେଜ୍ ପ୍ରଚାର । କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର ବିକାଶ ପାଇଁ ବିଜୁ ଜନତା ଦଳର ଏମ୍‌ପି ଏବଂ ଏମ୍‌ଏଲ୍‌ଏ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ…

ଜଙ୍ଗଲ ନିଆଁରେ ଓଡିଶା ଆଗୁଆ; ରିପୋର୍ଟ

ରାଜ୍ୟରେ ଅସହ୍ୟ ତାତିକୁ ଏବେ ଚିନ୍ତାର କାରଣ ହୋଇଛି ଜଙ୍ଗଲ ନିଆଁ । ଜଙ୍ଗଲ ନଷ୍ଟ କରି ଜମି, ଘର, ରାସ୍ତା ନିର୍ମାଣ, ତ କେବେ କେବେ  ପ୍ରାକୃତିକ ବିପର୍ଯ୍ୟୟ ଜଙ୍ଗଲ ଉପରେ ଦାଉ ସାଧୁଛି । ସାରା ସୃଷ୍ଟିକୁ ସୁରକ୍ଷା ଦେଉଥିବା ଜଙ୍ଗଲ ଏବେ ନିଜେ ଅସୁରକ୍ଷିତ । ସେ ପ୍ରାକୃତିକ ହେଉକି ମନୁଷ୍ୟକୃତ…

ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ଦେବାଶିଷ ନାୟକ

ଭୁବନେଶ୍ବର: ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ । ବିଜେପି ଛାଡି କଂଗ୍ରେସ ରେ ଯୋଗ ଦେଲେ ଦେବାଶିଷ । ସେ ଫେବୃଆରୀ ୨୫ ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ମାତ୍ର ୨ ମାସ ୯ ଦିନପରେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି ଦେବାଶିଷ । ବରୀରୁ ବିଜେପି ଟିକେଟ ଆଶାୟୀ ଥିଲେ…

୨୪ ଘଣ୍ଟାରେ ମିଳିବ ତାତିରୁ ଆଶ୍ବସ୍ତି

ଭୁବନେଶ୍ବର: ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା । ରାଜ୍ୟରେ ବର୍ତ୍ତମାନ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ଏଥିରୁ ଆଶ୍ବସ୍ତି ମିଳିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ସତର୍କ କରାଯାଇଛି । ଉପକୂଳ ସମେତ କିଛି ସ୍ଥାନରେ…