Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିନ ସାଢେ ୧୧ଟାରେ ଜଳିଲା ଝାରସୁଗୁଡା, ୪୦ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ଵର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଘର ବାହାରେ ମୁଣ୍ଡଫଟା ଖରା; ଭିତରେ ପ୍ରବଳ ଗରମ, ଗୁଳୁଗୁଳି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ୪୧.୩ ଡିଗ୍ରୀ ତାପମାତ୍ରାରେ ଜଳିଛି ଝାରସୁଗୁଡା । ସେହିପରି ଭୁବନେଶ୍ୱରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ…

ଆଜିଠାରୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ୩ ମାସ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ଅର୍ଥାତ ମେ’ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିବ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା…

ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରାମାଭିଷେକ ନୀତି, ସେପଟେ ସରିବ ପ୍ରସିଦ୍ଧ ସାହିଯାତ

ପୁରୀ: ଆଜି ବଡ଼ଦେଉଳରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏଥିସହ ସମ୍ପନ୍ନ ହେବ ଶ୍ରୀକ୍ଷେତ୍ର ସାହିଯାତର ଶେଷ ପର୍ବ । ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ…

ଘାଟିରେ ଟ୍ରକ ବ୍ରେକ୍ ଫେଲ୍, ଘଟଣାସ୍ଥଳରେ ଡ୍ରାଇଭର ମୃତ

ସୁନ୍ଦରଗଡ: କେ. ବଲାଙ୍ଗ ଥାନା ଚୁନାଘାଟିରେ ଭୟାନକ ଦୁର୍ଘଟଣା । ଘାଟିରେ ବ୍ରେକ୍ ଫେଲ ହେଲା ଲୁହା ପଥର ବୋଝେଇ ଟ୍ରକ । ଫଳରେ ସମ୍ନାରେ ଥିବା ଅନ୍ୟ ଏକ ଲୌହ ପଥର ବୋଝେଇ ଟ୍ରକକୁ ଧକ୍କା ଦେଇ ଖଣ୍ଡ ବିଖଣ୍ଡିତ ହୋଇଗଲା ଟ୍ରକ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ…

ମେ ୫ରେ ୟୁପିଏସ୍‌ସି କୋଚିଂ ପ୍ରବେଶିକା, ପରୀକ୍ଷା ଦେବେ ୩ ହଜାର ୭୩୧ ଶିକ୍ଷାର୍ଥୀ

ଭୁବନେଶ୍ୱର: ୟୁପିଏସ୍‌ସି ସିଭିଲ୍ ସର୍ଭିସ ମାଗଣା କୋଚିଂ ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ମେ ୫ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ୩ ହଜାର ୭୩୧ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। କେବଳ ଭୁବନେଶ୍ୱର ଜୋନରେ ପରୀକ୍ଷା ଦେବା ପାଇଁ ୨୧୦୦ ରୁ ଅଧିକ ପିଲା ଆବେଦନ କରିଛନ୍ତି। ଭୁବନେଶ୍ୱର…

୬ ରୁ ପାରଦ ୪୦ ତଳେ, ୭ ରେ ବର୍ଷା !

ଭୁବନେଶ୍ୱର: ମଙ୍ଗଳବାର ଥିଲା ଚଳିତ ଗ୍ରୀଷ୍ମର ବର୍ତ୍ତମାନ ସୁଦ୍ଧା ସବୁଠୁ ଉତ୍ତପ୍ତ ଦିନ। ୪୪ ଡିଗ୍ରୀ କିମ୍ବା ତାଠାରୁ ଅଧିକ ତାତିରେ ଜଳିଥିଲା ରାଜ୍ୟର ୧୫ ସହର। ୨୪ ସହରରେ ପାରଦ ୪୩ ଡିଗ୍ରୀ ପାର୍ କରିଥିଲା। ବାରିପଦା ବିଶ୍ୱର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିବା ବେଳେ ବାଲେଶ୍ୱର ତୃତୀୟ ଓ…

ମୋଦୀଙ୍କ ଓଡ଼ିଆ ଅସ୍ମିତା ଅଭିଯୋଗର ଜବାବ ଦେଲେ ପାଣ୍ଡିଆନ୍?

ଭୁବନେଶ୍ୱର: ଓଡ଼ିଶାର ପରିଚୟ ଓ ଭାଷା ପ୍ରତି ବିପଦ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ପରେ ରାଜ୍ୟ ରାଜନୀତିରେ ଏହାକୁ ନେଇ ଏକ ବଡ଼ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଯାହା ପରୋକ୍ଷରେ ଆଇଏଏସ୍ ଅଫିସର ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ରହିଛି। ତେବେ…

ତିନି ରାଜନୈତିକ ଦଳରେ ଟିକେଟ୍ ପାଇଁ ହେଉଛି କି ଟଙ୍କା କାରବାର?

ଭୁବନେଶ୍ୱର: ଟିକେଟ୍ ପାଇଁ ହେଉଛି କି ଟଙ୍କା କାରବାର ? ଟଙ୍କା ଦେଇ ପ୍ରାର୍ଥୀ ହେଉଛନ୍ତି କି ନେତା ? ଟଙ୍କା ପାଇଁ କଟୁଛି କି ଯୋଗ୍ୟ ପ୍ରାର୍ଥୀଙ୍କ ଟିକେଟ୍ ? କାହିଁକି ବାରମ୍ବାର ଆସୁଛି ଟିକେଟ୍ ପାଇଁ ଟଙ୍କା ଡିଲ୍ ଅଭିଯୋଗ ? ଚବିଶ ନିର୍ବାଚନରେ ଟିକେଟ୍ ଡିଲକୁ ନେଇ ଉଠୁଛି ପଡୁଛି ରାଜନୀତି…

‘ମେ ୬ରେ ବ୍ରହ୍ମପୁର ଗସ୍ତରେ ଆସିବେ ମୋଦୀ’

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମେ ୬ରେ ବ୍ରହ୍ମପୁର ଗସ୍ତରେ ମୋଦୀ ଆସିବେ ବୋଲି ସୂଚନା ମିଳିଛି। ବ୍ରହ୍ମପୁର ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।…

ବିଜେପି କ୍ଷମତାକୁ ଆସିଲେ ବିଏସକେଓ୍ବାଇ ବନ୍ଦ ହୋଇଯିବ, ପାଣ୍ଡିଆନଙ୍କ ଅଭିଯୋଗରେ ଜବାବ ଦେଲେ ଧର୍ମେନ୍ଦ୍ର

ସମ୍ବଲପୁର: ମାଲକାନଗିରି ଚିତ୍ରକୋଣ୍ଡାରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ମିଶନ ଶକ୍ତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏଏସକେୱାଇ) ସମ୍ପର୍କରେ ବିଜେଡି ନେତା ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟକୁ ବିଜେପି ସମାଲୋଚନା କରିବା ପରେ ଓଡ଼ିଶାର ରାଜନୈତିକ ବାତାବରଣ ସରଗରମ ହୋଇଛି।…