Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଗିରଫ ହେଲା କୁଖ୍ୟାତ ବ୍ରାଉନ ସୁଗାର ବେପାରୀ କଟି

ଭୁବନେଶ୍ବର: ପୁଣି ଗିରଫ ହେଲା କୁଖ୍ୟାତ ବ୍ରାଉନ ସୁଗାର ବେପାରୀ । ଗିରଫ ବ୍ରାଉନ ସୁଗର ବେପାରୀଙ୍କ ନାଁ ଏସ୍.କେ ମହତାବ ଅଲ୍ଲୀ ଓରଫ କଟି (୩୯)। କଟିକୁ ଗିରଫ କରିଛି ଭୁବନେଶ୍ୱର ଏସଟିଏଫ୍ । କଟିର ଘର ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳରେ । ଗିରଫ ପରେ ଏସଟିଏଫ୍ ପକ୍ଷରୁ ଅଭିଯୁକ୍ତକୁ…

ବଦଳିଯିବ ବଡ଼ଚଣା ବାଜି !

ଭୁବନେଶ୍ବର: ବଡ଼ଚଣା ବିଧାନସଭା ଆସନରୁ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରି ଚମକାଇଥିଲା ବିଜେଡି । ଛଅ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ୍ କାଟି ଦେଇଥିଲା ବଡ ସରପ୍ରାଇଜ୍ । ଟିକେଟ୍ ପାଇବା ପରଠୁ ଗ୍ରାଉଣ୍ଡରେ ଆକ୍ଟିଭ ରହିଛନ୍ତି ବର୍ଷା । ତେବେ ବଡ଼ଚଣା ବାହାରର ଜଣେ…

ଚମକାଇବ ଚାନ୍ଦବାଲି ଫଳ !

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଆସନରେ ଏଥର ହେଭିଓ୍ବେଟଙ୍କ ମଧ୍ୟରେ ସମ୍ମାନର ଲଢେଇ । ହ୍ୟାଟ୍ରିକ ଆଶାରେ ମଇଦାନରେ ରହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । କଂଗ୍ରେସ ଅମୀୟ…

ଜେଏମଏମ ହାତରେ ମୟୂରଭଞ୍ଜ ଚାବି !

ଭୁବନେଶ୍ବର : ମୟୂରଭଞ୍ଜରେ ମହାମୁକାବିଲା। ଗତଥର ମୟୂରଭଞ୍ଜ ଜିତିଥିଲା ବିଜେପି । ତେବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଜାଗାରେ ଏଥର ରାଇରଙ୍ଗପୁର ବିଧାୟକ ନବରଚରଣ ମାଝୀଙ୍କୁ ଭରସା କରିଛି ବିଜେପି । ବିଜେଡିର ଟାଣୁଆ ନେତା ସୁଦାମ ମାରାଣ୍ଡିଙ୍କୁ ମଇଦାନକୁ ଓହ୍ଲାଇଛି ଦଳ । ଜେଏମଏମରୁ…

ଚତୁର୍ଥ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ୯୯.୬୧ ଲକ୍ଷ ଭୋଟର, ୧୪ଶହ ବୁଥ୍ ହେବ ମହିଳାଙ୍କ ଦ୍ୱାରା ପରିଚାଳିତ

ଭୁବନେଶ୍ବର: ଜୁନ୍‌ ୧ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଶେଷ ପର୍ଯ୍ୟାୟରେ ରାଜ୍ୟରେ ୯୯ ଲକ୍ଷ ୬୧ ହଜାର ଭୋଟର୍‌ ମତଦାନ କରିବେ । ସେମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର ।…

ମିଛ କହୁଛି ବିଜେଡି:ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ବିଜେଡିର ବିଜ୍ଞାପନକୁ ମିଛ ଦର୍ଶାଇ ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘ଏକ୍ସ’ରେ ତଥ୍ୟ ରଖି ବିଜେଡିକୁ କାଉଣ୍ଟର କଲେ ଅଶ୍ବିନୀ । କହିଲେ ବିଜେଡିର ବିଜ୍ଞାପନକୁ ସବୁ ମିଛ । ଦୁର୍ବଳ ଟେଲିକମ ସଂଯୋଗ ଓ ରେଳ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ବିଭିନ୍ନ ଖବରକାଗଜରେ ଯେଉଁ…

‘ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି, ଓଡିଶାବାସୀ ସ୍ଥିର କରିବେ କିଏ ହେବ ଉତ୍ତରାଧିକାରୀ’

ଭୁବନେଶ୍ବର: ନିର୍ବାଚନର ଶେଷ ପର୍ଯ୍ୟାୟ ଆଉ ଦିନକ ପରେ ଅନୁଷ୍ଠିତ ହେବାକୁ ଯାଉଛି ।ଏଥର ବିଧାନସଭା ଓ ଲୋକସଭା ଉଭୟରେ କଡା ଟକ୍କର । ବାରମ୍ବାର ଓଡ଼ିଶା ଆସି ୨୫ ବର୍ଷ ସରକାର ବଦଳାଇ ଦେବୁ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଡିବୁ ବୋଲି ଦୃଢୋକ୍ତ କରୁଛନ୍ତି କେନ୍ଦ୍ରୀୟ ବିଜେପୀ ନେତା  ।…

ନୀଳଗିରିରେ ପଶିଲେ ୪୬ ଟିକିଆ ହାତୀପଲ

ବାଲେଶ୍ବର: ୪୬ଟିକିଆ ହାତୀପଲ ଦେଖି ଲୋକେ ଭୟଭୀତ। ବାଲେଶ୍ୱର ନୀଳଗିରିର ପ୍ରବେଶ କରିଛନ୍ତି ୪୬ ଟିକିଆ ହାତୀପଲ । ବନ ବିଭାଗ ଡାକବାଜି ଯନ୍ତ୍ର ସାହାଯ୍ୟରେ ସାବଧାନ ରହିବାକୁ ଲୋକଙ୍କୁ ସଚେତନ କରାଇଲା । ମୟୁରଭଞ୍ଜ ଜିଲ୍ଲା ନଡ଼ପୁର ଜଙ୍ଗଲ, ସୋନନଦୀ ପାର ହୋଇ ନୀଳଗିରି ଅଞ୍ଚଳକୁ ପ୍ରବେଶ…

ବିଧାନସଭା ନିର୍ବାଚନରେ ବହୁତ ଭଲ କରିବୁ: ନବୀନ

ଭୁବନେଶ୍ବର: ଏଏନଆଇକୁ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ । ଆଜି ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଆମେ ବହୁତ ଭଲ କରିବୁ ।  ଲୋକସଭା ନିର୍ବାଚନରେ ବି ବହୁତ ଭଲ…

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ସୁନ୍ଦରଗଡ଼: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଦଣ୍ଡାଦେଶ। ଦୋଷୀ ସୁଜିତ ମିଞ୍ଜକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ୨୦୧୭ ଫେବ୍ରୁଆରୀ ୧୧ରେ ସୁନ୍ଦରଗଡ ତଳସରା ଥାନା କଣ୍ଟାବହାଲ ଗାଁରେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଥିଲା।…