Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଚଳ ଓ ବଳକା ଇଭିଏମ୍‌ ଗୁଡ଼ିକର ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାବାହିନୀ ନିୟୋଜିତ କରାଯାଉ: ବିଜେପି

ଭୁବନେଶ୍ୱର: ଅଚଳ ଓ ବଳକା ଅବ୍ୟବହୃତ ଇଭିଏମ୍‌ଗୁଡ଼ିକର ସୁରକ୍ଷା ପାଇଁ ଆଜି ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛି ବିଜେପି ପ୍ରତିନିଧିମଣ୍ଡଳୀ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ, ନିର୍ବାଚନ ପରେ ଇଭିଏମ୍ ଓ ଭିଭିପାଟ ମେସିନ ଗୁଡ଼ିକୁ ଷ୍ଟଙ୍ଗ ରୁମ୍‌ରେ ରଖାଯାଇଛି । ଯେଉଁ…

ୟୁଜି ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁନ ୩ରୁ ଆବେଦନ

ଭୁବନେଶ୍ବର: ରାଜ୍ୟରେ ଥିବା ୧ ହଜାର ୩୯ଟି ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀରେ ନାମଲେଖା ନିମନ୍ତେ ଆସନ୍ତା ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଜୁନ୍ ୩ ଅପରାହ୍ନ ୪ଟାରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା । ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେ ଜୁନ ୧୭…

ଅଭିମନ୍ୟୁ ଭାଙ୍ଗିବେ ବିଜେଡି ଚକ୍ରବ୍ୟୂହ !

ଭୁବନେଶ୍ବର: ବିଜେଡି ଗଠନ ପରଠୁ ଭଦ୍ରକ ଦଳର ଗଡ ରହି ଆସିଛି। ୧୯୯୮ରୁ ୨୦୧୯ ସବୁ ନିର୍ବାଚନରେ ବିଜେଡିକୁ ଜିତାଇଛନ୍ତି ଭଦ୍ରକ ଭୋଟର । ପାଞ୍ଚ ପାଞ୍ଚ ଥର ଜିତିଥିଲେ ଅର୍ଜୁନ ସେଠୀ । ହେଲେ ଗତ ନିର୍ବାଚନରେ ଅର୍ଜୁନଙ୍କ ଟିକେଟ୍ କାଟି ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।…

‘ଭୋଟ୍ ପାଇଁ ନୁହଁ ବରଂ ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବି ସେବା କରୁଛନ୍ତି ନବୀନ ପଟ୍ଟନାୟକ’

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ଆଜି ମୟୁରଭଞ୍ଜ ଲୋକସଭାକ୍ଷେତ୍ରର ଯଶୀପୁର, ସାରସକଣା, ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳାରେ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ସେ ବିରୋଧୀଙ୍କ ଉପରେ କଡା ଆକ୍ରମଣ କରିଛନ୍ତି । ବିରୋଧି…

ନବୀନଙ୍କ ସ୍ବାସ୍ଥ୍ୟ କିଏ କହୁଛି ସତ ?

ଭୁବନେଶ୍ବର: ୨୪ଘଣ୍ଟା ମଧ୍ୟରେ ଦୁଇଟି ଭିଡିଓକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ। ଉଭୟ ଭିଡିଓରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନ । ଦୁଇ ଭିଡିଓକୁ ନେଇ ତୁମ୍ବିତୋଫାନ କରିଛନ୍ତି ବିରୋଧୀ। ନବୀନଙ୍କ ଅସୁସ୍ଥତା ଘୋଡ଼ାଇବା ସହ ତାଙ୍କୁ ଅସମ୍ମାନ କରିବା…

ଅମରେନ୍ଦ୍ର ବଦଳାଇବେ ବାଜି !

ଭୁବନେଶ୍ୱର: ଜଗତସିଂହପୁର ଯୁଦ୍ଧରେ ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ ବିଦ୍ରୋହୀ । ଦିନେ ଯିଏ ଥିଲେ ବିଜେଡିର ବଳ ଏବେ ସେ ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ । ସେପଟେ ଗତଥରର ପ୍ରତିଦ୍ୱନ୍ଦ୍ୱୀ ଏଥର ବିଜେଡି ଶିବିରରେ । ଜଗତସିଂହପୁରରେ ବିଜେଡିରୁ ପ୍ରଶାନ୍ତ ମୁଦୁଲି, ବିଜେପିରୁ ଅମରେନ୍ଦ୍ର ଦାସ…

ବିଜେପିକୁ ବିଜେଡି ନେତାଙ୍କ ଆହ୍ୱାନ; ସାହାସ ଅଛି ତ ନିର୍ବାଚନରେ ସିଧାସଳଖ ଲଢିକି ଦେଖାଅ

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ଶ୍ରୀମତୀ ସୁଲତା ଦେଓ ଏବଂ ବିଜେଡି ମୁଖପାତ୍ର ଡ.ଲେନିନ୍‍ ମହାନ୍ତି ବିଜେପି ଉପରେ ବର୍ଷିଛନ୍ତି । ଏହି ପରିପେକ୍ଷିରେ ବିଜେଡିର…

ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂମିକମ୍ପ ହେବ:ମୋଦି

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ସଭାରେ ବିଜେଡ଼ିକୁ ପ୍ରଧାନମନ୍ତ୍ରୀ ମୋଦି ଶାଣିତ ଆକ୍ରମଣ କରିଛନ୍ତି । ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂମିକମ୍ପ ସୃଷ୍ଟି ହେବ। ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବା ଆମେ ଦେଖିବା । ପକ୍କା ଘର ଦେବା ନାଁରେ ବିଜେଡି ବହୁତ ବଡ଼ ଘୋଟାଲା କରିଛି  …

ମୋଦିଙ୍କ ସମାଲୋଚନାର ଜବାବ ହସିକି ଦେଲେ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନ କହିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ନହଲେ ଏତେ ଖରାରେ ପ୍ରଚାର କରନ୍ତି କିପରି । ମୋ ସ୍ବାସ୍ଥ୍ୟକୁ ନେଇ ଅପ ପ୍ରଚାର କରାଯାଉଛି ।…

ଓଡ଼ିଶାର ବିକାଶ ନାଁରେ ବିଶ୍ୱାସଘାତକତା କରିଛି ବିଜେଡି: ମୋଦି

ବାଲେଶ୍ବର: ଆସନ୍ତା ୧ ତାରିଖ ଦିନ ରାଜ୍ୟରେ ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ଏହି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାରିପଦା  ପରେ ବାଲେଶ୍ୱର ଜିଲ୍ଲାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ବାଲେଶ୍ୱର…