Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶାରେ ବିଜେପି ଓ ବିଜେଡି ମିଶିକି ଅଛନ୍ତି: ରାହୁଲ

ବାଲେଶ୍ବର: ଆସନ୍ତା ୧ ତାରିଖ ଦିନ ରାଜ୍ୟରେ ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ଏଥିପାଇଁ  ଆଜି ସରୁଛି ପ୍ରଚାର। ଶେଷ ଦିନରେ ୩ ରାଜନୈତିକ ଦଳ ନିଜର ଜୋରଦାର ପ୍ରଚାର ଚଳାଇଛନ୍ତି । ଏହିମଧ୍ୟରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ସିମୁଳିଆ…

କେମିତି ହେଲା ବାଣ ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି; କାହିଁକି ପ୍ରଶାସନକୁ ଦୋଷାରପ କରୁଛନ୍ତି ଲୋକେ?

ପୁରୀ: ଚନ୍ଦନ ଯାତ୍ରା ଅବସରରେ ନରେନ୍ଦ୍ର ପୋଖରୀର ମହାପ୍ରଭୁଙ୍କ ଚାପ ଖେଳ ସମୟରେ ବାଣ ବିସ୍ଫୋରଣ । ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ଯେଉଁମାନେ କି ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ…

ପୁରୀ ବାଣ ବିସ୍ଫୋରଣ: ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁରୀ ଚନ୍ଦନ ଯାତ୍ରା ବେଳେ ହୋଇଥିବା ଭୟଙ୍କର ବାଣ ବିସ୍ଫୋରଣ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ ଅଲଟିମେଟରେ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ବ୍ୟବସ୍ଥା ନେଇ ବରିଷ୍ଠ…

ଠିକାଦାରଙ୍କ ବାସଭବନରେ ଆୟକର ବିଭାଗର ଚଢ଼ାଉ

ଯାଜପୁର: ନିର୍ବାଚନ ସମୟରେ ଶକ୍ତ ହୋଇଛି ଆୟକର ବିଭାଗ। ସ୍ଥାନେ ସ୍ଥାନେ ଚାଲିଛି ରେଡ। ଗୁପ୍ତ ସୂଚନା ପାଇବା ମାତ୍ରେ ଅକ୍ସନ କରୁଛି ଆୟକର ବିଭାଗ। ଏହାରି ଭିତରେ ଯାଜପୁର ଜିଲ୍ଲାରେ ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ ଖବର ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କ ବାସଭବନରେ ଆୟକର ବିଭାଗର ଚଢ଼ାଉ ।…

ଭୁବନେଶ୍ୱର ଏମ୍ସରେ ଆଇପିଏସ ଆଶିଷ ସିଂ, ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ଏମ୍ସର ୬ ଜଣିଆ ବୋର୍ଡ

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ। ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ଭୁବନେଶ୍ୱର ଏମ୍ସ ଡାକ୍ତର ବୋର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ମେ’ ୪ ତାରିଖରୁ ସ୍ୱାସ୍ଥ୍ୟ ପରୀକ୍ଷା ଦର୍ଶାଇ…

ଶେଷ ପର୍ଯ୍ୟାୟର ଶେଷ ମାରାଥନ୍, ମଇଦାନରେ ଚାଲିଛି ସମରସଜ୍ଜା

ଭୁବନେଶ୍ବର: ଦେଶରେ ୭ମ ଓ ରାଜ୍ୟରେ ୪ର୍ଥ । ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦିନଟିଏ ମାତ୍ର । ଏହାରି ଭିତରେ ଦେଶ ତଥା ରାଜ୍ୟରେ ଆଜି ହେଉଛି ମଇଦାନ ପ୍ରଚାରର ଶେଷ ଦିନ । ଆଜି ସନ୍ଧ୍ୟା ପରେ ପ୍ରଚାର ମଇଦାନ ହେବ ଖାଁ ଖାଁ । ଏଥିପାଇଁ ନିଜର ଜି ଜାନ ଲଗାଇ ଦେଇଛନ୍ତି ରାଜ୍ୟ ତଥା ଦେଶର ପ୍ରମୁଖ…

ପ୍ରବଳ ଗୁଳୁଗୁଳି, ସକାଳୁ ସକାଳୁ ପାରଦ ୩୯ ଛୁଇଁଲାଣି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି ସହ, ପ୍ରବଳ ଗୁଳୁଗୁଳି । ଆଜି ସକାଳୁ ସକାଳୁ ଏହାର ପ୍ରଭାବ ରାଜ୍ୟରେ ଅନୁଭୂତ ହେଲାଣି । ଆଜି ସକାଳ ୮ଟା  ୩୦ ସୁଦ୍ଧା ୩୯ ଡିଗ୍ରୀ ତାପମାତ୍ରା ସହ ଭବାନୀପାଟଣା ସବୁଠୁ ଉତପ୍ତ ସହର । ସେହିପରି ଟିଟିଲାଗଡ଼ ୩୮ ଡିଗ୍ରୀ,  ବଲାଙ୍ଗୀରରେ ୩୭.୪, …

ମାଓବାଦୀଙ୍କ ଟାର୍ଗେଟରେ ପୋଲିସ, ପୁଣି ଥାନା ଅଞ୍ଚଳରୁ ଆଇଇଡି‌ ବୋମା ଉଦ୍ଧାର

କନ୍ଧମାଳ: କନ୍ଧମାଳରେ ମାଓବାଦୀ ଜଣେ ଯୁବକଙ୍କୁ ପୋଲିସ ଇନ୍‌ଫର୍ମର୍‌ ସନ୍ଦେହ କରି ନିର୍ମମ ଭାବେ ହତ୍ୟା କରିବା ପରେ ପୋଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ ଜାରି ରହିଛି। ଗତକାଲି କୋଟଗଡ଼ର ଜଙ୍ଗଲରୁ ମାଓବାଦୀ ରଖିଥିବା ବିସ୍ଫୋରକ, ଟିଫିନ୍‌ ବୋମା ଓ ବିପୁଳ ବିସ୍ଫୋରକ ଉଦ୍ଧାର କରାଯାଇଥିଲା। ୨୪…

ଚନ୍ଦନ ଯାତ୍ରା ବେଳେ ଅଘଟଣ, ବାଣ ଗଦାରେ ନିଆଁ ଲାଗି ଜଣେ ମୃତ, ଏକାଧିକ ଆହତ

ପୁରୀ: ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିବା ବେଳେ ଅଭାବନୀୟ ଘଟଣା । ବାଣ ଗଦାରେ ନିଆଁ ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…