Latest Odisha News
Browsing Category

ଓଡିଶା

Odisha

ବିଜେଡି ନେତା ଓ କର୍ମୀ ଗୁଣ୍ଡାଗର୍ଦ୍ଦିର କେଉଁ ସୀମାକୁ ଯାଇପାରନ୍ତି, ଓଡ଼ିଶା ଦେଖିଛି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ଏବେ ସୋସିଆଲ ମିଡିଆରେ ଚାଲିଛି ବାକ୍ ଯୁଦ୍ଧ। ବିଜେଡ଼ି ପ୍ରବକ୍ତା ସସ୍ମିତ ପାତ୍ରଙ୍କ ଟ୍ୱିଟର ପ୍ରତିକ୍ରିୟା ରଖିଛି ବିଜେପି। ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟ୍ୱିଟ୍ କରି ସସ୍ମିତ ପାତ୍ରଙ୍କୁ ଦେଇଛନ୍ତି ଉତ୍ତର। ସେ କହିଛନ୍ତି,…

ଅପରାଜିତାଙ୍କୁ ଆକ୍ରମଣ ପ୍ରସଙ୍ଗ, ଔଷଧ ବିକଳରେ ବିଜେଡି ତାଟିଆ କାମୁଡୁଛି କହିଲା ବିଜେପି

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦଙ୍କ ଉପରେ ବିଜେଡିର ପ୍ରାୟୋଜିତ ଆକ୍ରମଣକୁ ନେଇ ଜୋର ଧରିଛି ରାଜନୀତି। ଗତକାଲି ଭୁବନେଶ୍ୱର ସାଂସଦଙ୍କ ଉପରେ ଶାସକ ବିଜେଡିର ପ୍ରାୟୋଜିତ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି କହିଛି ବିଜେପି। ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭାବରେ ବିଜୁ ଜନତା ଦଳ ଏବଂ ରାଜ୍ୟ…

ବିଦ୍ୟୁତ ବିଲ୍ ଜାଲିଆତି: ୨୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ, ଟାଟା କର୍ମଚାରୀ ଗିରଫ

ବାଲେଶ୍ୱର: ଟାଟା ପାଓ୍ୱାରର ଜଣେ ବରିଷ୍ଠ ଅଧିକାରୀ ଜାଲ ରସିଦ ଦେଇ ଗ୍ରାହକଙ୍କୁ ଠକି ନେଇଥିବା ଅଭିଯୋଗ ଆସିବା ପରେ ବାଲେଶ୍ୱରର ବହୁ ବିଦ୍ୟୁତ ଉପଭୋକ୍ତାଙ୍କ ମନରେ ଚିନ୍ତା ଘାରିଛି। ନିକଟରେ ସାରଗାଁ ଶାଖାରୁ ବ୍ୟବସାୟିକ ସେକ୍ସନ ଅଧିକାରୀ ଅରୁଣ ଜେନାଙ୍କୁ ଠକେଇ ଅଭିଯୋଗରେ ଗିରଫ କରାଯିବା…

ବଢ଼ିବ ଟ୍ରାଫିକ ସୁବିଧା, ଖୋର୍ଦ୍ଧା ରୋଡ଼-ବାରଙ୍ଗ ତୃତୀୟ ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଅନୁମତି

ଭୁବନେଶ୍ୱର: ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡ ରେଳ ଲାଇନ ପ୍ରକଳ୍ପ ମଧ୍ୟରେ ବହୁ ପ୍ରତୀକ୍ଷିତ ତୃତୀୟ ଲାଇନ କାର୍ଯ୍ୟ ନିକଟରେ କାର୍ଯ୍ୟକ୍ଷମ ହୋଇଛି। ଏହି ତୃତୀୟ ଲାଇନ ରେଳ ସେକ୍ସନକୁ ରେଳ ନିରାପତ୍ତା ଆୟୁକ୍ତ (CRS)ଙ୍କ ଦ୍ୱାରା ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ କାର୍ଯ୍ୟର ଯାଞ୍ଚ ପରେ…

ଓଡ଼ିଶାର ଦୁଇ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ

ଭୁବନେଶ୍ୱର: ସମ୍ମାନ ଓ ଗୌରବ ଓଡ଼ିଶା ପାଇଁ। ଗୁରୁ ଦିବସ ଅବସରରେ ଦୁଇ ଜଣ ବିଶିଷ୍ଟ ଶିକ୍ଷକ ୨୦୨୩ ମସିହା ପାଇଁ ସମ୍ମାନଜନକ ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଦୁଇ ଶିକ୍ଷକ ଭଦ୍ରକ ବ୍ଳକ ଅନ୍ତର୍ଗତ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶି ଶେଖର…

ନଦୀରେ ପାଦ ଖସିଯିବାରୁ ବୁଡ଼ିଗଲେ ଦୁଇ ବାଳକ, ସର୍ଚ୍ଚ ଅପରେସନରେ ଓଡ୍ରାଫ ଟିମ୍

ରାୟଗଡା: ଏକ ହୃଦୟ ବିଦାରକ ଘଟଣାକ୍ରମରେ ବଂଶଧାରା ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ମିନାଝୋଲା ଶିବ ମନ୍ଦିରରେ ସୋମବାର ଏହି ଅଭାବନୀୟ ଘଟଣା ଘଟିଛି। ନିଖୋଜ ଯୁବକ ଦ୍ୱୟ ହେଲେ କନ୍ଧମାଳ ଜିଲ୍ଲା…

ମଝି ଚିଲିକାରେ ଡଙ୍ଗା ସହ ଫସିଲେ ୫୦ ଯାତ୍ରୀ

ପୁରୀ: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା । ଯାନ୍ତ୍ରୀକ ତ୍ରୁଟି କାରଣରୁ ଚିଲିକା ମଝିରେ ଫସିଲା ଡଙ୍ଗା। ଡଙ୍ଗାଟି ୫୦ ଜଣ ଯାତ୍ରୀଙ୍କୁ ନେଇ ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିଲା। ହେଲେ ଡଙ୍ଗାର ମେସିନରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଡଙ୍ଗା ଚିଲିକା ମଝିରେ…

କର୍ଣ୍ଣାଟକରେ ଖୁବ୍‌ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଶ୍ରମିକଙ୍କ ନିମିତ୍ତ ହେଲ୍ପ ଡେସ୍କ

ଭୁବନେଶ୍ୱର: ବେଙ୍ଗାଲୁରୁ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଖୁସି ଖବର। କର୍ଣ୍ଣାଟକରେ ଓଡିଶା ସରକାର ଖୁବଶୀଘ୍ର ସ୍ଥାପନା କରିବାକୁ ଯାଉଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ ହେଲ୍ପ ଡେସ୍କ। ଏନେଇ ଓଡିଶା ସରକାରଙ୍କ ଶ୍ରମ ବିଭାଗ ଏବଂ ବେଙ୍ଗାଲୁରୁରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ହିତରେ…

ଧାମରା ବନ୍ଦରର ନୂତନ ସିଇଓ ଦେବେନ୍ଦ୍ର ଠକ୍କର

ଭଦ୍ରକ: ଦେବେନ୍ଦ୍ର ଠକ୍କର ଭଦ୍ରକ ଜିଲ୍ଲା ଧାମରା ପୋର୍ଟର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଗତ ୨୫ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଠକ୍କର ଗତ ୩ ଦଶନ୍ଧି ଧରି ସମଗ୍ର ଦେଶରେ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ରହି ନିଜର ଦକ୍ଷତା…