Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି। କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ। ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ…

କେନ୍ଦ୍ରର ଅନୁମୋଦନକୁ ଅପେକ୍ଷା: ଅଟକିଛି ଜୟପୁରରୁ-ବୋରିଗୁମ୍ମା ଏଲଇଡି ଆଲୋକୀକରଣ ପ୍ରସ୍ତାବ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଇଫଲାଇନ୍ ରାସ୍ତା ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥରେ ୩୦୦ରୁ ଊର୍ଦ୍ଧ୍ବ ସୋଲାର ଏଲଇଡି ଲାଇଟ୍ ଲଗାଇବାକୁ ଜୟପୁର ଏନଏଚ ଡିଭିଜନ ଯୋଜନା କରିଛି। ଏ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଳାୟକୁ ପ୍ରସ୍ତାବ ଯାଇଛି ପ୍ରସ୍ତାବ। କିନ୍ତୁ  ଏଯାଏଁ…

ଗଜପତି କାଶୀନଗର ବ୍ଲକରେ ଆତଙ୍କ ଖେଳାଉଛି ଡେଙ୍ଗୁ: ୮ ଦିନରେ ୨୭ ପଜିଟିଭ୍

ପାରଳାଖେମୁଣ୍ଡି: ଥମୁନି ଡେଙ୍ଗୁ ଆତଙ୍କ  । ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ରେ ଡେଙ୍ଗୁ ଜ୍ବର ଆତଙ୍କ ଦେଖିବାକୁ ମିଳିଛି ।  ଗତ ୧୪ ତାରିଖରୁ ଆଜି ସୁଦ୍ଧା ୮ ଦିନ ଭିତରେ ୨୭ ଜଣ ଡେଙ୍ଗୁ ଜ୍ବର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ଦ୍ବିଗୁଣିତ କରିଛି  ।  …

ଡିଆଇଜି ବ୍ରିଜେଶଙ୍କ ବଦଳି ହୋଇଛି ବୋଲି ଡିଜିପି ଅବଗତ ନାହାନ୍ତି: ଲେଖାଶ୍ରୀ

ଭୁବନେଶ୍ୱର: ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେବା ମାମଲାରେ କଟକ ମୁଖ୍ୟାଳୟକୁ ବଦଳି ହୋଇଥିବା ଡିଜିପି ବ୍ରିଜେଶ ରାଏଙ୍କ ବଦଳି ବାବଦରେ ସଂପୂର୍ଣ୍ଣ ଅବଗତ ନଥିଲେ ଡିଜିପି। ମଙ୍ଗଳବାର ରାଜ୍ୟ ବିଜେପି ଉପ ସଭାନେତ୍ରୀ ଡିଜିପିଙ୍କୁ ଭେଟିବା ପରେ ଜାରି କରିଥିବା ପ୍ରେସ ରିଲିଜ ଜରିଆରେ ଏପରି…

ସରିଲା ଦ୍ୱିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ : ୫ ପାଇଲେ ଫଟୋ ବନ୍ଧୁ ସମ୍ମାନ

ଭୁବନେଶ୍ୱର: ସରିଲା ଭୁବନେଶ୍ୱର ଜୟଦେବ ଭବନରେ ନବୀନ ସୁତ୍ରଧର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଦ୍ୱିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ । ଗ୍ରାମ୍ୟ ଜୀବନ, ପ୍ରକୃତି ଓ ବନ୍ୟ ପ୍ରାଣୀ, ଭାବଭଙ୍ଗି ଉପରେ ଆଧାରିତ ହୋଇଥିବା ଏହି ଫଟୋ ପ୍ରଦର୍ଶନୀରେ ସାରା ରାଜ୍ୟ ୮୦ ଜଣ ପ୍ରତିଯୋଗୀଙ୍କର ୨୫୩ଟି ଫଟୋ…

ସ୍ଥାୟୀ ଶିକ୍ଷକ ହେବା କାଠିକର! ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ବିଭାଗରେ ଠିକା ନିଯୁକ୍ତି ବ୍ୟବସ୍ଥାର ଅବସାନ ହୋଇଛି ବୋଲି ଘୋଷଣା କରିଥିବା ରାଜ୍ୟ ସରକାର ଏବେ ଏକ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି ଯାହା ତାଙ୍କ ପୂର୍ବ ନିଷ୍ପତ୍ତିର ବିରୋଧାଭାଷ କରୁଥିବା ଭଳି ମନେ ହେଉଛି। ମଙ୍ଗଳବାର ଦିନ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…

ଡରାଇ ଚାଲିଛି ଡେଙ୍ଗୁ ମଶା, ଭୁବନେଶ୍ବରର ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ଓ୍ୱାର୍ଡ ଖୋଲିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ଯା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ଓ୍ୱାର୍ଡ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଅନେକ ସ୍ଥାନରେ ହସ୍ପିଟାଲ ବେଡ  ତଳେ ଡେଙ୍ଗୁ ରୋଗୀ ଚିକିତ୍ସିତ…

ଆସନ୍ତା ୨୪ରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ପ୍ରଧାନ ମହଲେଖାକାର (ଲେଖା ଓ ହକଦାରୀ)ଙ୍କ ସହଯୋଗରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆସନ୍ତା ୨୪ ତାରିଖ ଦିନ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

ହୋମଗାର୍ଡଙ୍କୁ ନିର୍ଯାତନା: ସେପ୍ଟେମ୍ବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ଡିଜିପିଙ୍କୁ ଓଏଚଆରସିର ନୋଟିସ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ବ୍ରିଜେଶ ରାଏଙ୍କ ପତ୍ନୀଙ୍କ ଦ୍ୱାରା ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ଓଡ଼ିଶା ମାନବାଧିକାର କମିସନ (ଓଏଚଆରସି) ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ରିପୋର୍ଟ ତଲବ କରିବା ସହ ଗଭୀର ଉଦବେଗ…

ସାରଦା ଚିଟଫଣ୍ଡ ଠକେଇ, ଦୁଇ ଅଧିକାରୀଙ୍କୁ ୫ ବର୍ଷ ଜେଲ୍ ସହ ଜରିମାନା

ବାଲେଶ୍ୱର: ଚିଟଫଣ୍ଡ କମ୍ପାନୀ 'ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ୍'ର ଦୁଇ ଅଧିକାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ଜରିମାନା ଶୁଣାଇଛନ୍ତି ବାଲେଶ୍ବରର ସ୍ୱତନ୍ତ୍ର କୋର୍ଟ। କୋଟି କୋଟି ଟଙ୍କାର ନିବେଶକଙ୍କଠାରୁ ଠକେଇ କରିଥିବା ଅଭିଯୋଗରେ ମଙ୍ଗଳବାର କୋର୍ଟ ଏଭଳି ଏକ ରାୟ ଦେଇଛନ୍ତି।…