Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ

ଭୁବନେଶ୍ୱର: ଜୁଲାଇ ୪ ତାରିଖରେ ହେବାକୁ ଥିବା କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଅଚାନକ ବାତିଲ ହୋଇଛି। ବହୁ ପ୍ରତୀକ୍ଷିତ ଏହି ଗସ୍ତ ସମୟରେ ଶାହ ବରଗଡ଼ ଓ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ…

ଝାରପଡ଼ା ଜେଲରେ ୮ କଏଦୀ HIV ପଜିଟିଭ

ଭୁବନେଶ୍ୱର: ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ। ଭୁବନେଶ୍ବର ଝାରପଡ଼ା ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା। କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ HIV ଆକ୍ରାନ୍ତ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ନିକଟରେ ଏକ ପୋକ୍ସୋ…

ପ୍ରକାଶ ପାଇବ ଖସଡ଼ା ଭୋଟର ତାଲିକା: ଅଗଷ୍ଟ ୪ ଯାଏଁ ଦାବି ଓ ଆପତ୍ତି ଜଣାଇପାରିବେ ଜନସାଧାରଣ

ଭୁବନେଶ୍ୱର: ରାଜ୍ୟର ଭୋଟରମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ତଥା ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଅଂଶସ୍ୱରୂପ ଆସନ୍ତା ଜୁଲାଇ ୫ ତାରିଖରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ 'ଖସଡ଼ା ଭୋଟର ତାଲିକା' ପ୍ରକାଶ ପାଇବାକୁ ଯାଉଛି। ତେବେ ଏହି…

ରାଜ୍ୟରେ ପୁଣି ଲଘୁଚାପର ବର୍ଷା: ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଇଏମ୍‌ଡିର ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ସାରା ଓଡ଼ିଶାରେ ମୌସୁମୀ ବର୍ଷା ଅଧିକ ସକ୍ରିୟ ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ…

ମଧ୍ୟପ୍ରାଚ୍ୟ ସଙ୍କଟ: ଆକ୍ରମଣର ଶିକାର ହୋଇଥିବା ତୈଳବାହୀ ଜାହାଜ ପାରାଦୀପରେ ପହଞ୍ଚିଲା

ପାରାଦୀପ: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଓ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇରାକରୁ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ଧରି ଆସୁଥିବା ବେଳେ ବାଟରେ ଆକ୍ରମଣର ଶିକାର ହୋଇଥିବା ବିଶାଳ ତୈଳବାହୀ ଜାହାଜ 'ଏମଟି ସନମର ହେରାଲଡ୍' (MT…

ରାଜ୍ୟରେ ଲଗାଣ ବର୍ଷା ଓ ଜଳବନ୍ଦୀ ଆଶଙ୍କା: ହାଇଆଲର୍ଟରେ ସମସ୍ତ ପୌରାଞ୍ଚଳ, ଆକ୍ସନ ମୋଡ୍‌ରେ ‘ରାପିଡ୍ ଆକ୍ସନ…

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ସହରାଞ୍ଚଳରେ ଜଳବନ୍ଦୀ ତଥା କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏହି ସମ୍ଭାବ୍ୟ ବିପଦର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ…

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଡ଼ ଘୋଷଣା: ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମିଳିବ ମାଗଣା…

ଭୁବନେଶ୍ୱର: ରାଜ୍ୟରେ କିଶୋର-କିଶୋରୀମାନଙ୍କ ପୁଷ୍ଟିସାଧନକୁ ଗୁରୁତ୍ୱ ଦେବା ସହ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ପ୍ରାଥମିକ ସ୍ତର ପରି ମାଧ୍ୟମିକ ସ୍ତରରେ ଅର୍ଥାତ୍ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା…

ରାଜଧାନୀର ଲାଇଫ୍ ଲାଇନ୍ ‘ଜୟଦେବ ବିହାର-ନନ୍ଦନକାନନ’ ରାସ୍ତାରେ ଟ୍ରାଫିକ୍ ସମସ୍ୟା: ସ୍ଥାୟୀ ସମାଧାନ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତବହୁଳ ତଥା ପ୍ରମୁଖ ରାସ୍ତା ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଏବେ ଉଗ୍ର ରୂପ ଧାରଣ କରିଛି। ପ୍ରତିଦିନ ଲକ୍ଷାଧିକ ଯାନବାହନ ଚଳାଚଳ କରୁଥିବା ଏହି ରାସ୍ତାରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍‌ରେ ଫସି…

‘Aafaa’ Tax-Free:ଓଡିଆ ଚଳଚ୍ଚିତ୍ର ‘ଆଫା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ଆଫା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଙ୍ଗଦାନ ଭଳି ଏକ ମହତ୍ ବିଷୟବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଯୁବସମାଜକୁ ମାନବିକତାର ଶିକ୍ଷା ଦେବା ସହ ସଚେତନତା ସୃଷ୍ଟି କରିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରୀତିରାଜ ଶତପଥୀଙ୍କ ଦ୍ୱାରା…

Samaya Sakshi:ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ “ସମୟ ସାକ୍ଷୀ:ଜଣେ ସାଧାରଣ ଓଡ଼ିଆର କଥା”ର ଲୋକାର୍ପଣ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଓ ୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଛି । ଏକ ସ୍ମୃତି ମଧୁର ତଥ୍ୟାନୁଭିଭିକ ପୁସ୍ତକଟିଏ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା…