Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୁଣାତ୍ମକ ଓ ବିଶ୍ୱସନୀୟ ଶକ୍ତିର ଉପଲବ୍ଧତା ପ୍ରତ୍ୟେକ ନାଗରିକର ଅପରିହାର୍ଯ୍ୟ ଅଧିକାର: ନବୀନ

ଭୁବନେଶ୍ୱର: ରାଜ୍ୟର ଶକ୍ତି ଭିତ୍ତିଭୂମି କମ୍ପାନୀ ଓଡ଼ିଶା ପାଓ୍ୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ)ରେ ଶନିବାର ମୋଟ ୪୧୨ ଜଣ କର୍ମଚାରୀ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୧ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ୫୪ ଜଣ ଅଫିସ ଆସିଷ୍ଟାଣ୍ଟ ଏବଂ ୧୯୭ ଜଣ ଇଲେକ୍ଟ୍ରିକାଲ…

ମନ୍ତ୍ରୀଠୁ ତହସିଲଦାର ସରକାରୀ କାମ ପାଇଁ ଭଡ଼ାରେ ନେଇ ପାରିବେ ଘରୋଇ ଗାଡ଼ି, ଧାର୍ଯ୍ୟ ହେଲା ପଇସା

ଭୁବନେଶ୍ୱର: ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ଅଧିକାରୀଙ୍କ ଦ୍ୱାରା ଭଡାରେ ନିଆଯାଇଥିବା ଗାଡ଼ି ବ୍ୟବହାର ଉପରେ କଡ଼ାକଡ଼ି କଟକଣା ଜାରି କରାଯାଇଛି। ବିଭାଗର ସଚିବମାନେ, ଜିଲ୍ଲାପାଳ ଓ ଜିଲ୍ଲା ବିଚାରପତି, ସରକାରୀ କାମରେ ବ୍ୟବହୃତ ହେଉଥିବା ଘରୋଇ ଗାଡ଼ିର ଭଡ଼ା ଓ ମାଇଲେଜକୁ ନେଇ ଅର୍ଥ ବିଭାଗ ପକ୍ଷରୁ…

ସ୍ୱାଧୀନତା ଦିବସକୁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ କାହିଁକି ଛଡ଼ାଗଲା ନାହିଁ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆ ଭିତରେ ପାଳନ କରିଥିଲେ ରାଜ୍ୟ ସରକାର । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାତ୍ର ୧୦ ମିନିଟ୍ ମଧ୍ୟରେ ଏହାକୁ ସମାପନ କରି ଚାଲିଯାଇଥିଲେ । ପ୍ରଶାସନିକ ଅଧିକାରୀମାନେ ପ୍ରଦର୍ଶନୀ…

ଅଗଷ୍ଟ ସୁଦ୍ଧା କଂଗ୍ରେସକୁ ଫେରିବେ ଗମାଙ୍ଗ ପରିବାର!

ଭୁବନେଶ୍ୱର: ବରିଷ୍ଠ ଆଦିବାସୀ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ତାଙ୍କ ପରିବାର ସଦସ୍ୟଙ୍କ ସହ ଚଳିତ ମାସ ଶେଷ ସୁଦ୍ଧା କଂଗ୍ରେସକୁ ଫେରିପାରନ୍ତି। ଗମାଙ୍ଗ, ତାଙ୍କ ପତ୍ନୀ ହେମାବତୀ ଏବଂ ପୁଅ ଶିଶିର ହାଇଦ୍ରାବାଦରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେବାର…

କୁନି ଝିଅ ସମସ୍ୟା ଜଣାଉଥିବା ବେଳେ ହସୁଥିଲେ ମନ୍ତ୍ରୀ, ସମାଲୋଚନା କଲେ ବିଜେଡି ନେତା

ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଦଶମନ୍ତପୁର ଅଞ୍ଚଳବାସୀଙ୍କ ସମସ୍ୟାକୁ ଅଗଷ୍ଟ 15 ତାରିଖ ସ୍ୱାଧୀନତା ଦିବସ ପାଳନ ଅବସରରେ ଅଭିନୟ ମାଧ୍ୟମରେ ଏକ ନିଆରା ଢଙ୍ଗରେ ଉପସ୍ଥାପନ କରିଥିଲେ ଜଣେ କୁନି ଝିଅ। ତାଙ୍କର ଏହି କୁଶଳୀ ଉପସ୍ଥାପନା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଲୁଟ୍ ପାଇଁ ଯୋଜନା କରୁଥିବାବେଳେ ୪ ଗିରଫ, ଅଭିଯୁକ୍ତଙ୍କ ଆକ୍ରମଣରେ ପୋଲିସ ଗୁରୁତର

ଭୁବନେଶ୍ୱର: ଜାତୀୟ ରାଜପଥଷର ଲୁଟ୍‌ପାଟ କରିବା ଘଟଣାରେ ଧଉଳି ଥାନା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଓଲଟପୁରର କାଳନ୍ଦୀ ପାତ୍ର(୨୮), ଶିଶୁପାଳଗଡ଼ର ଅଭିଷେକ ନାୟକ(୨୧), ପୁରୀର ସିଦ୍ଧାନ୍ତ ମିଶ୍ର(୩୨) ଓ ବାଲୁଗାଁର ସୁଜିତ୍ ମହାରଣା (୩୨) । ଶୁକ୍ରବାର…

ଭତ୍ତା ପାଇଁ ଟ୍ରଲିରେ ବୁହାହେବା ଘଟଣା: ବୃଦ୍ଧାଙ୍କ ଆକାଉଣ୍ଟ ଖୋଲିଲେ ଡ଼ାକ କର୍ମଚାରୀ

ପାରଳାଖେମୁଣ୍ଡି: ଭତ୍ତା ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ବ୍ୟବସ୍ଥା ବନ୍ଦ କରି ହିତାଧିକାରୀଙ୍କ ହାତରେ ଦେବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଯେଉଁ ହିତାଧିକାରୀ ଚାଲି ପାରୁନାହାନ୍ତି ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବା ବ୍ୟବସ୍ଥା ମଧ୍ୟ କରିଛନ୍ତି । ହେଲେ…

ଜୟଦେବ ଭବନରେ ଦ୍ୱତୀୟ ଥର ପାଇଁ ଆୟୋଜିତ ହେଲା ‘ବିଶ୍ବ ଫଟୋଗ୍ରାଫି ଦିବସ’

ଭୁବନେଶ୍ଵର: ଆଜି ହେଉଛି ‘ବିଶ୍ବ ଫଟୋଗ୍ରାଫି ଦିବସ’। ଚିତ୍ରୋତ୍ତୋଳନ ବା ଫଟୋଗ୍ରାଫିରେ ଅନ୍ତର୍ନିହିତ ଥିବା କଳା ଓ ବିଜ୍ଞାନ ପ୍ରତି ଏହି ଦିବସ ଉତ୍ସର୍ଗୀକୃତ। ୧୮୩୭ ମସିହାରେ ଫରାସୀ ବୈଜ୍ଞାନିକ ଲୁଇ ଡାଗେର୍‌ଙ୍କ ଦ୍ବାରା ‘ଡିଗେରୋଟାଇପ୍‌’ ନାମକ ସ୍ବତନ୍ତ୍ର ଚିତ୍ରୋତ୍ତୋଳନ ପ୍ରକ୍ରିୟା…

କିଟ୍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ: ନିଷ୍ଠାର ସହ ମାନବ କଲ୍ୟାଣରେ ଜ୍ଞାନର ଉପଯୋଗ କରିବା ଉଚିତ: ରାଜ୍ୟପାଳ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବର୍ତ୍ତନରେ ମୋଟ ୬୬୩୮ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍‍ଡି ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା । ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ମୁଖ୍ୟ ଅତିଥି…

ଖୁବଶିଘ୍ର ମୁକ୍ତିଲାଭ କରିବ NMA ଦିଦିଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ

ଗଞ୍ଜାମ: ଓଡିଆ ସିନେମା ଜଗତକୁ ନୁଆ ଏକ ଆଶା ଓ ଦିଗଦର୍ଶନ ଦେଖାଇଛି ମହିଳା ସ୍ଵାସ୍ଥ୍ୟକର୍ମୀ କେ.କ୍ରୀଷ୍ଣାଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ । ଏହି ସିନେମା ଲୋକମାନଙ୍କ ପାଖରେ ଆଦୃତ ହେଉଥିବା ବେଳେ ଆନ୍ତର୍ଯ୍ୟାତିକ ସ୍ତରରେ ପୁରଷ୍କୃତ ମଧ୍ୟ ହେଉଛି । ୨୦୧୬ ମସିହାରେ…