Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଥର ଖାଦାନରେ ଅଘଟଣ,ଜଣେ ଶ୍ରମିକ ମୃତ

ଯାଜପୁର: ପଥର ଖାଦାନରେ ଅଘଟଣ । ଯାଜପୁର ଧର୍ମଶାଳା ତହସିଲ ଡଙ୍କାରୀ କଳାପଥର ଖାଦାନରେ ଅଘଟଣ ଘଟିଛି । ଏହି ଅଘଟଣରେ ଜଣେ ଶ୍ରମିକ ମୃତ । ଖାଦାନ ଭିତରେ ଆଉ ୩ ଜଣ ଶ୍ରମିକ ଫସି ରହିଥିବା ସୂଚନା ରହିଛି । ଚାପି ରହିଥିବା ଆଶଙ୍କାରେ ଉଦ୍ଧାର ପାଇଁ ଉଦ୍ୟମ ଜାରିରହିଛି । ଘଟଣା ସ୍ଥଳରେ ପୋଲିସ…

ବିଜେଡି ଜିତିଲେ ମୁଖ୍ୟମନ୍ତ୍ରୀ ହେବେନି ନବୀନ…

ଭୁବନେଶ୍ବର: ‘ବିଜେଡି ଆସିଲେ ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ’ଏମିତି କିଛି ରୋଡ ସୋ ପରେ ଓଡିଶାବାସୀଙ୍କୁ ଉଦବୋଧନ ଦେଇଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ । ଭୁବନେଶ୍ବରରେ ଜେ.ପି ନଡ୍ଡାଙ୍କ ସହ ସାମିଲ ହୋଇ ଅପରାଜିତା ଷଢଙ୍ଗୀ ମାଉସୀମା ମନ୍ଦିର…

ବିଜେପି ଛାଡିଲେ ରମା ରଞ୍ଜନ ବଳିୟାରସିଂ

ପୁରୀ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ବିଜେପିକୁ ମିଳିଛି ଶକ୍ତ ଝଟକା । ଦଳ ଛାଡିଲେ ରମାରଞ୍ଜନ । ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୁରୀର ଜଣେ ଟାଣୁଆ ନେତା ରମାରଞ୍ଜନ ବଳିୟାରସିଂ । ସେ ନିଜର ପ୍ରାଥମିକ…

ରାଜଧାନୀ ରାଜରାସ୍ତାରେ ନଡ୍ଡା, କରୁଛନ୍ତି ପାଓ୍ବାର ସୋ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ନିଜର ପାଓ୍ବାର ସୋ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆଜି ସକାଳ ପାଖାପାଖି ୧୦ ଟା ବେଳକୁ ମାଉସୀ ମା ମନ୍ଦିର ଠାରୁ ନିଜର କର୍ମୀ ଓ ସହଯୋଗୀ ସହିତ ରୋଡ ସୋ ଆରମ୍ଭ କରିଛନ୍ତି ନଡ୍ଡା । ଏଥିସହିତ ଏହି ରୋଡ ସୋରେ ଭୁବନେଶ୍ବର…

+୯୨ ନମ୍ବର ଥିବା ହ୍ୱାଟ୍‌ସଆପ୍ କଲ୍ ଆସିଲେ ସାବଧାନ, ସାଇବର ଠକେଇ ନେଇ ସତର୍କତା

ଭୁବନେଶ୍ୱର: +୯୨ ସଂଖ୍ୟା ଥିବା ନମ୍ବରରୁ ହ୍ୱାଟ୍‌ସଆପ୍ କଲ ଆସିଲେ ତାକୁ ଉଠାନ୍ତୁ ନାହିଁ। ଏହି ନମ୍ବରରୁ କଲ ଆସିଲେ ସାବଧାନ। ଓଡ଼ିଶା ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ, ଆରମ୍ଭରୁ +୯୨ ସଂଖ୍ୟା ଥିବା ନମ୍ବରରୁ କଲ ଆସିଲେ ତାକୁ ଉଠାନ୍ତୁ ନାହିଁ । କାରଣ ଏହା ଆପଣଙ୍କ ପାଇଁ ବିପଦ…

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୧୪ ଆହତ, ୪ ଜଣଙ୍କ ଅବସ୍ଥା ଗୁରୁତର

ଯାଜପୁର: ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୧୪ ଆହତ। ଯାଜପୁର ସଦରଥାନା ବରୁହାଁ କବୀରପୁରଠାରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତର ଆହତଙ୍କୁ ଜିଲ୍ଲା…

ଖଲ୍ଲିକୋଟରେ ରାଜନୈତିକ ହିଂସା: ଚାଲିଗଲା ଜଣଙ୍କର ଜୀବନ, ୭ ଆହତ

ବ୍ରହ୍ମପୁର: ଖଲ୍ଲିକୋଟରେ ରାଜନୈତିକ ହିଂସା। ଜଣେ ଗୁରୁତରଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଅନ୍ୟ ଜଣେ ଗୁରୁତରଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି। ନିର୍ବାଚନ ପାଇଁ ସରଗରମ ରହିଛି…

ନିର୍ବାଚନ ସମୟରେ ବଢିବ ତାତି, ଶୀଘ୍ର ଆସିବ ମୌସୁମୀ

ଭୁବନେଶ୍ଵର: ଆହୁରି ବଢିବ ତାତି । ଆଗାମୀ ୪ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୮ ତାରିଖ ବେଳକୁ ନୂଆପଡ଼ା ତାପମାତ୍ରା ୪୫ ଡିଗ୍ରି ଛୁଇଁପାରେ ବୋଲି କହିଛି ପାଣିପାଗ ବିଭାଗ । ତେବେ ଏହି ସମୟରେ ଉପକୂଳ ଓଡିଶାରେ ସାମାନ୍ୟ…

ନବୀନ, ନଡ୍ଡାଙ୍କ ପ୍ରଚାରରେ ଦୁଲୁକିବ ରାଜଧାନୀ: ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡିର ମେଗା ରୋଡ଼ ସୋ’

ଭୁବନେଶ୍ୱର: ଆଜି ନିର୍ବାଚନ ପ୍ରଚାରରେ ଦୁଲୁକିବ ରାଜଧାନୀ। ବିଜେଡି ଓ ବିଜେପିର ଦୁଇ ହେବିୱେଟ ମେଗା ରୋଡ ସୋ କରିବେ। ସକାଳ ସାଢେ ୯ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମାଉସୀ ମା’ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଏହି ଶୋ’ କରିବେ। ସନ୍ଧ୍ୟାରେ ବିଜେଡି ସୁପ୍ରିମୋ…

ରାଜଧାନୀରେ ବିଳମ୍ବିତ ରାତିରେ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ୩ ଦୋକାନ

ଭୁବନେଶ୍ୱର: ରାତି ପ୍ରାୟ ସାଢ଼େ ୧୨ଟା ବେଳେ ମଞ୍ଚେଶ୍ବର ଥାନା ପାଣ୍ଡରା ଛକ ନିକଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୩ଟି ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇବା ବେଳେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ…