Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘରକଳି ବିଗାଡିବ ବିଜେପୁର ଅଙ୍କ !

ଭୁବନେଶ୍ବର : ବିଜେପୁରରେ ପ୍ରାର୍ଥୀ ରିପିଟ୍ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ବିଜେଡିରୁ ପୁଣି ରୀତା ସାହୁ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ମଇଦାନକୁ ଓହ୍ଲାଇଛନ୍ତି ସନତ ଗଡତିଆ । ଦିନେ କଂଗ୍ରେସର ଗଡ ରହିଥିଲା ବିଜେପୁର । କଂଗ୍ରେସରୁ ସୁବଳ ସାହୁ ତିନି ତିନି ଥର ବିଜେପୁରରୁ ବିଜୟୀ…

ପଦମପୁରରେ ଏଥର ବଦଳିବ ବାଜି !

ଭୁବନେଶ୍ବର: ବରଗଡ ଜିଲ୍ଲାର ପଦମପୁର ବିଧାନସଭା ନିର୍ବାଚନମଣ୍ଡଳୀ । ଦୁଇ ବର୍ଷ ତଳେ ଚର୍ଚ୍ଚାରେ ରହିଥିଲା ପଦମପୁର ଉପନିର୍ବାଚନ । ୨୦୧୯ର ବିଜେତା ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ତାଙ୍କ ଝିଅ ବର୍ଷା ସିଂ ବରିହା ଉପନିର୍ବାଚନ ଲଢି ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ…

କାର୍ଯ୍ୟରେ ଅବହେଳା: ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ…

ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ମାଡ

ଭଞ୍ଜନଗର : ନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ । ତିଲିସିଙ୍ଗା ଗାଁରେ ବିଜେପି ଓ ବିଜେଡି ଉଭୟ ଦଳର ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ଚାଲିଥିଲା । ଏହାରି ଭିତରେ ଦୁଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଦୁଇ ଦଳ ହାତାହାତି ସମୟରେ ବିଜେଡି କର୍ମୀଙ୍କ…

ରାଜ୍ୟରେ ଦିନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ଭୋଟ୍ ଦେଇ ନିଜର ମତ ସାବ୍ୟସ୍ତ କରୁଛନ୍ତି ଲୋକେ । ତେବେ ଅପରାହ୍ନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ସେଥିମଧ୍ୟରୁ ସର୍ବାଧିକ…

ନିର୍ବାଚନ ପ୍ରଚାର ବେଳେ ମହୁମାଛି ଆକ୍ରମଣ

ସୁବର୍ଣ୍ଣପୁର: ନିର୍ବାଚନ ପ୍ରଚାର କରୁଥିବା ବେଳେ ମହୁମାଛି ଆକ୍ରମଣରେ ୨୦ ଜଣ ଆହତ ହୋଇଛନ୍ତି । ବିନିକାରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ ନିର୍ବାଚନ ପ୍ରଚାର କରୁଥିବା ସମୟରେ ମହୁମାଛି ଆକ୍ରମଣ କରିଥିଲା । ସୂଚନା ଅନୁଯାୟୀ, ୨୦ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।…

‘ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବ’

ଅନୁଗୁଳ: ହିନ୍ଦୋଳ, କାମାକ୍ଷନଗର ପରେ ଏବେ ପରଜଙ୍ଗରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଏହି ସମୟରେ ସେ ନାଁ ନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ୧୦ ବର୍ଷ ହେଲା ସେ କେନ୍ଦ୍ରମନ୍ତ୍ରୀ ଅଛନ୍ତି ।…

 ଭାରସାମ୍ୟ ହରାଇ ଓଲଟିଲା ବସ

କେନ୍ଦୁଝର: ବସ ଓଲଟି ୧୮ ଜଣ ଆହତ । ସୂଚନା ଅନୁଯାୟୀ ବସ୍ ଟି କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଞ୍ଜିପାଣି ଘାଟିରେ  ଭାରସାମ୍ୟ ହରାଇ ଓଲଟି ପଡିଥିଲା ବସ । ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି । ୧୮ ଆହତଙ୍କୁ ତେଲକୋଇ ମେଡିକାଲରେ…

ଓଡ଼ିଶାର ଲୋକଙ୍କୁ ସାମନା କରିବାର ନୈତିକ ସାହସ ବିଜେଡିର ନାହିଁ :ମନମୋହନ ସାମଲ

ଭୁବନେଶ୍ବର: ବିଜେଡି ଆତ୍ମବିଶ୍ୱାସ ହରାଇଛି । ଆଜି ଯିଏ ଗୁମାସ୍ତା ସାଜିଛନ୍ତି କହୁଛନ୍ତି ହାରିଲେ ସନ୍ନ୍ୟାସ ନେବେ। ରାଜନୀତିରେ ହାରଜିତ ଏକ ସ୍ବାଭାବିକ ପ୍ରକ୍ରିୟା। ହତାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତି ଦେଉଛନ୍ତି। କିନ୍ତୁ ବିଜେପି ଯାହା ସଂକଳ୍ପ ପତ୍ର ଦେଇଛୁ ତାହା ପୂରଣ…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁବର୍ଣ୍ଣପୁରରେ ବିଜେପିର ମାରାଥନ ପ୍ରଚାର

ସୁବର୍ଣ୍ଣପୁର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ୪ ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଦେଉଛନ୍ତି ଲୋକେ । ତେବେ ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୯.୩୦ ପ୍ରତିଶତ ମତଦାନ ହୋଇଛି । ସେହିପରି…