Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ; ‘ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’

ବଙ୍ଗୋମୁଣ୍ଡା: ‘ମିଛ କହୁଛନ୍ତି ବିରୋଧୀ’, ‘କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।’ କିଛି ଏଭଳି କହି ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡାଠାରେ ବିରାଟ ଜନସଭାକୁ ଉଦବୋଧନ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ମହୁମାଛି ଆକ୍ରମଣରେ ପରିବାରର ୪ ସଦସ୍ୟ ଓ ଦୁଇ ପଥଚାରୀ ଆହତ

ଗଜପତି : ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ ସଦସ୍ୟ ଆହତ ହୋଇଥିବା ସୂଚନା ରହିଛି। ଗଜପତି ଜିଲ୍ଲା ମୋହନା ଥାନା ଛତାଭରି ଗାଁ ନିକଟରେ ଘଟିଛି ଏହି ଘଟଣା। ଏହି ଘଟଣାରେ ଆଉ ଦୁଇ ଜଣେ ପଥଚାରୀ ମଧ୍ୟ ଶିକାର ହୋଇଛନ୍ତି। ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଛତାଭରି ନିକଟରେ…

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ, ୧୮ ଆହତ

ଉମରକୋଟ: ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଅଟୋ। ଏହି ଦୁର୍ଘଟଣାରେ ୧୮ ଜଣ ଲୋକେ ଆହତ ହୋଇଥିବା ଜଣାପଡିଛି । ଝରିଗାଁର ଚନ୍ଦାହାଣ୍ଡି ଘାଟିରେ ଅଟୋ ନିଜର ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ରହିଛି। ସମସ୍ତ ଆହତ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସାନଭାରଣ୍ଡୀ ଗାଁର। ଆଜି ଗାଁର ପ୍ରାୟ ୨୦ ଜଣ…

ଅଧା ରାତିରେ କାଳବୈଶାଖୀ ତାଣ୍ଡବ, ନିର୍ଧୂମ ବର୍ଷାରେ ବୁଡ଼ିଲା ଟ୍ୱିନ୍ ସିଟି

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁ ତାତିରୁ ମିଳିଛି ଆଶ୍ୱସ୍ତି । ହେଲେ ଗତକାଲି ବିଳମ୍ବିତ ରାତିରେ ଏହି କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି। ହଠାତ ରାତି ଅଧରେ କିଛି ସମୟ ପାଇଁ ଘଡଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା। ପବନରେ ଜନଜୀବନ…

ରାତି ପାହିଲେ ରାଜ୍ୟରେ ୧ମ ଓ ଦେଶରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ଓଡ଼ିଶାର ୨୮ ବିଧାନସଭା ଆସନ ପାଇଁ ହେବ ମତଦାନ

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‍ଗ୍ରହଣ ଅନୁଷ୍ଠିତ ହେବ । ମେ' ୧୩ରେ…

ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଓ ବରଗଡ଼ ଗସ୍ତ, ଜନସଭାକୁ କରିବେ ସମ୍ବୋଧନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବଲାଙ୍ଗିର ଓ ବରଗଡ଼ ଗସ୍ତରେ ଆସିବେ। ସେ ବଲାଙ୍ଗିରର ସିନ୍ଧେକେଲା, ମୁରିବାହାଲ ଓ ବଲାଙ୍ଗିରର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ଏଥିଲାଗି ସେ ପ୍ରଥମେ ଭୁବନେଶ୍ୱର…

ମୋଦି ନା ନବୀନ…କାହା ସହ ଜନମତ ?

ଭୁବନେଶ୍ବର : ନବୀନଙ୍କ ନାଁ ନେଇ ସିଧା ଟାର୍ଗେଟ୍ । ଚବିଶ ମଇଦାନରେ ବିଜେଡି ସହ ମୋଦିଙ୍କ ଟାର୍ଗେଟରେ ନବୀନ । ପ୍ରଥମ ଥର ବିଜେଡି ସରକାରର ଏକ୍ସପାରୀ ଡେଟ୍ କହିଥିଲେ ମୋଦି । ଏଥର ରତ୍ନଭଣ୍ଡାରରୁ ସ୍ବାସ୍ଥ୍ୟ ବୀମା, ସିଧାସଳଖ ନବୀନଙ୍କୁ ନିଶାନା କରିଛନ୍ତି ମୋଦି। କହିଛନ୍ତି, ଓଡିଶାର ଜିଲ୍ଲା…

ବିଜେଡିରୁ ଇସ୍ତଫା ଦେଲେ ସାଧୁ ନେପାକ

ବରଗଡ଼: ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ । ସେ ଆଜି ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋଙ୍କ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଦଳ ତାଙ୍କୁ ଅଣଦେଖା କରିଥିବା ନେଇ ସେ କହିଛନ୍ତି । ଯାହାକୁ ନେଇ ସେ ରାଜ୍ୟ ଯୋଜନା…

ଜନସଭାରୁ ମୋଦୀଙ୍କ ଗର୍ଜନ, ରତ୍ନଭଣ୍ଡାର କଥା ଉଠାଇ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

କନ୍ଧମାଳ: କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ମାରାଥନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉକ୍ତ ସଭାରୁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରି ରତ୍ନ…

ପ୍ରଦୀପ ମାଝୀ ଓ ତ୍ରିନାଥ ଭଟ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା…

ଭୁବନେଶ୍ୱର: ବିଜେଡିକୁ ଘାରିଛି ପରାଜୟର ଭୟ । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଛି ବିଜେଡି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଣ୍ଟିବା ଆରମ୍ଭ କରିଛି । ଗତ ଥରକ…