Latest Odisha News

BREAKING NEWS

Browsing Category

ଓଡିଶା

Odisha

ବରଗଡ଼ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ, ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରଗଡ଼ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ…

୨୦୪୭ ସୁଦ୍ଧା ରାଜ୍ୟରୁ ମୁକ୍ତ ହେବ ସିକିଲ୍ ସେଲ୍, ଫୋକସ୍‌ରେ ୨୫ ବର୍ଷ ବୟସ୍କ ଯୁବ ପିଢ଼ି

ଭୁବନେଶ୍ୱର: ୨୦୪୭ ସୁଦ୍ଧା ଦେଶ ହେବ ସିକିଲ୍ ସେଲ୍ ମୁକ୍ତ। ଫୋକସ୍‌ରେ ୨୫ ବର୍ଷ ବୟସ୍କ ଯୁବ ପିଢ଼ି। ଏ ନେଇ କେନ୍ଦ୍ର ସରକାର ଓଡ଼ିଶାର ୨୦ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସହାଭାଗିତାରେ ଆରମ୍ଭ କରିବେ ସିକିଲ୍ ସେଲ୍ ପରୀକ୍ଷା। ତେବେ ଅନ୍ୟ ୧୦ ଜିଲ୍ଲାରେ ନିଜସ୍ୱ ଅର୍ଥରୁ ରାଜ୍ୟ ସରକାର କରିବେ…

ପତାକା ଉତ୍ତୋଳନ କରି ଆଖି ବୁଜିଲେ ପ୍ରଧାନଶିକ୍ଷକ, ଆମ୍ବୁଲାନ୍ସ ନ ଦେବାରୁ ଡାଲା ଅଟୋରେ ବୁହା ହୋଇ ଘରକୁ ଆସିଲେ

ପୁରୀ: ସେ ସ୍କୁଲରେ ପାଳନ କରୁଥିଲେ ସ୍ୱାଧୀନତା ଦିବସ । ପତାକା ଉତ୍ତୋଳନ କରୁଥିଲେ । ପରେ ପରେ ଟଳି ପଡିଥିଲେ । ଡାକ୍ତରଖାନା ଯିବା ପରେ ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ ଡାକ୍ତର । ଏମିତି ଏକ ଘଟଣା ଗତକାଲି ଆସିଥିଲା  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ  ।  ପ୍ରଧାନ ଶିକ୍ଷକଙ୍କ ଏପରି…

ଥମୁନି ଧଳା ଜହର କାରବାର: ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ତମାଣ୍ଡୋ ପୋଲିସ

ଭୁବନେଶ୍ବର : ତମାଣ୍ଡୋ ପୋଲିସ ଜାଲରେ ବ୍ରାଉନ ସୁଗାର ରାକେଟ । ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ କଳିଙ୍ଗ ବିହାର ନିକଟସ୍ଥ ନୀଳକଣଠେଶ୍ଵର ମନ୍ଦିର ନିକଟରୁ ପୋଲିସ ହଠାତ୍ ଅଭିଯୁକ୍ତ କୁ ମାଡ଼ି ବସିଥିଲା  । ଅଭିଯୁକ୍ତ ଜଣକ କଟକ ଟାଙ୍ଗୀ ଅଞ୍ଚଳର ଦୀପକ ବେହେରା ବୋଲି ଜଣାପଡିଛି  । ସୂଚନା…

ବାସ୍ନା ଯେପରି, ହିତକାରୀ ବି ସେପରି: ଶରୀର ପାଇଁ ଉପକାରୀ ଗୋଲାପ

ଭୁବନେଶ୍ଵର: ଗୋଲାପ ଫୁଲ ଦେଖିବା ପାଇଁ ଯେତେ ସୁନ୍ଦର, ତାର ବାସ୍ନା ବି ସେତେ ମଧୁର । ଗୋଲାପର ମହକରେ ପୁରା ବାତାବରଣ ଖୁସିରେ ଭରି ଯାଏ । ଏଥିପାଇଁ ସବୁ ବ୍ୟକ୍ତି ତାଙ୍କ ପ୍ରେମ କୁ ବ୍ୟକ୍ତ କରିବା ପାଇଁ ଗୋଲାପ ଫୁଲର ବ୍ୟବହାର କରନ୍ତି । ଏମିତି କି ଏ ଫୁଲ ରେ ସାଜସଜ୍ଜା ହୁଏ, ଏଥିରେ ତିଆରି…

୧୮ରେ ଲଘୁୁଚାପ; ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସୁଛି ଲଘୁଚାପ । ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଣ  ଘୂର୍ଣ୍ଣିବଳୟ ସକ୍ରିୟ ହେଉଛି । ଏହାର ପ୍ରଭାବରେ ୧୮ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭବନା ଦେଖା ଦେଇଛି । ଏପରି ହୋଇଥିବା ଅନୁମାନ କରିଛି  ଭାରତୀୟ ପାଣିପାଗ ବିଭାଗ । ‘ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ ରୁ ୭.୬…

ବହୁଚର୍ଚ୍ଚିତ କନ୍ଧମାଳ ନନ୍‌ ଗଣଦୁଷ୍କର୍ମ ମାମଲା, ହେଲାନି ସାକ୍ଷ୍ୟ ଗ୍ରହଣ

କନ୍ଧମାଳ: ବହୁଚର୍ଚ୍ଚିତ କନ୍ଧମାଳ ନନ୍‌ ଗଣଦୁଷ୍କର୍ମ ମାମଲାରେ ଆଜି କଟକ ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହେଲେ ନନ୍। କୋର୍ଟରେ ହେଲାନି ସାକ୍ଷ୍ୟ ଗ୍ରହଣ। ନନ୍‌ଙ୍କ ପକ୍ଷରୁ ସରକାରଙ୍କ ତରଫରୁ କୌଣସି ଓକିଲ ନିଯୁକ୍ତ ହୋଇନଥିବାରୁ ଏହି ମାମଲାଟି ପରିଚାଳନା ହୋଇପାରିଲା ନାହିଁ। ପୂର୍ବରୁ…

ହଜାର କୋଟି କ୍ରିପ୍ଟୋ ସ୍କାମ ଘଟଣା; ଆଉ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣା। ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)। ଭୁବନେଶ୍ୱରରୁ ଅଭିଯୁକ୍ତ ରତ୍ନାକର ପଲାଇକୁ ଗିରଫ ହୋଇଥିବା ସୂଚନା ମିଳିଛି। ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା…

ଆକ୍ସନ ମୋଡରେ ବିଏମସି : ଆରମ୍ଭ ହେଲା ଡେଙ୍ଗୁ ଡ୍ରାଇଭ୍, ଆଦାୟ ହେବ ଫାଇନ

ଭୁବନେଶ୍ବର: ଡେଙ୍ଗୁ ରୋକିବାକୁ ଆକ୍ସନ ମୋଡରେ ବିଏମସି । ବିଭିନ୍ନ ସ୍ଥାନରେ ଡେଙ୍ଗୁ ଦମନ ପାଇଁ ଅଭିଯାନ ଆରମ୍ଭ ହୋଇଛି  । ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ବିଏମସିର ଡେଙ୍ଗୁ ଅଡିଟ୍ ଡ୍ରାଇଭ୍  । ମଶା ଅନୁକୁଳ ପରିବେଶ ସୃଷ୍ଟି କରିଥିଲେ ଫାଇନ ଆଦାୟ କରିବ ବିଏମସି । ଘରକୁ…

ପରକିୟା ପ୍ରୀତିର କରୁଣ ପରିଣତି : ସ୍ତ୍ରୀର ପ୍ରେମିକକୁ ଗୁଳି ମାରିଦେଲା ସ୍ଵାମୀ

ସମ୍ବଲପୁର: ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ଵାମୀ। ସମ୍ବଲପୁର ରେଢାଖୋଲ ବଡ଼ନୂଆପଡ଼ା ସ୍ଥିତ ଖେତୀନାଳି ଗାଁରେ ଘଟିଛି ଏହି ଗୁଳିକାଣ୍ଡ । ଗୁରୁତର ଅବସ୍ଥାରେ ପ୍ରେମିକକୁ ପ୍ରଥମେ ବୁର୍ଲା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରୁ…