Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାତିଛନ୍ତି ବାଘ ଶିକାରୀ; ପୁଣି ଜବତ ହେଲା ୪ ବାଘଛାଲ

ବାରିପଦା:ପୁଣି ଜବତ ହେଲା ବାଘ ଛାଲ । କଳାହାଣ୍ଡି ପରେ ମୟୂରଭଞ୍ଜ ଜିଲ୍ଲାରୁ ଜବତ ହେଲା ବାଘ ଛାଲ । ଗୋଟିଏ ବା ଦୁଇଟି ନୁହେଁ, ପୁରା ୪ଟି ବାଘ ଜବତ କରିଛି ବନ ବିଭାଗ । ବାରିପଦା ବନଖଣ୍ଡ ଅଧୀନରେ ଥିବା ଡୁକୁରା ରେଞ୍ଜର ବହଳଦା ଗାଁରେ ଆଜି ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଛଢାଉ ବେଳେ…

ଆସନ୍ତା ୨୪ ଘଣ୍ଟା ୧୫ ଜିଲ୍ଲାରେ ପ୍ରବଳ ବର୍ଷିବ; ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ୨୪ ଘଣ୍ଟା ପ୍ରବଳ ବର୍ଷିବ । ୧୫ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ୨୪ ଜୁଲାଇରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ  ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ  ପ୍ରଭାବରେ ଆସନ୍ତା ୨୪…

ଅପରାଜିତାଙ୍କ ଗସ୍ତବେଳେ ହଟହଟା ହେଲା ବିଜେଡି: ଏମପିଙ୍କ ବିରୋଧ ପାଇଁ ଯାହାକୁ ଆଣିଥିଲେ ସେମାନେ ସ୍ୱାଗତ କଲେ

ଭୁବନେଶ୍ୱର:ଆଣିଥିଲେ ବିରୋଧ କରିବାକୁ  । ହେଲେ ସେମାନେ ସମ୍ବର୍ଦ୍ଧନା, ସ୍ୱାଗତରେ ପୋତି ଦେଲେ । ହୁଳହୁଳି ଆଉ ଫୁଲ ପକାଇ ସେମାନଙ୍କୁ ପାଛୋଟି ନେଲେ । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଗସ୍ତ ସମୟରେ । ଗତକାଲି ଅପରାହ୍ନରେ ସହିଦ ନଗର…

ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ପ୍ରଚାର କରୁଛନ୍ତି, କାର୍ଯ୍ୟରେ ନୁହେଁ: ସମୀର ମହାନ୍ତି

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ। ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ଶାସନ କାଳରେ ଯଦି କିଛି ରେକର୍ଡ ସୃଷ୍ଟି ହୁଏ, ତାହା ହେଉଛି ପ୍ରତିଶ୍ରୁତି ଦେଇ…

କଂଗ୍ରେସରେ ମିଶିଲେ ଚାରି ପୂର୍ବତନ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବଳ ଯୋଗଡୁଛି କଂଗ୍ରେସ । ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ଚାରି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ । ସେମାନେ ହେଲେ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ପଞ୍ଚାନନ ଦାଶ ଏବଂ ବିଶ୍ୱନାଥ ଆଚାର‌୍ୟ୍ୟ, ପୂର୍ବତନ ଓଏଏସ୍ ଅଧିକାରୀ ରବିନ୍ଦ୍ର ନାଥ…

ଆଶ୍ଚର୍ଯ୍ୟ ହେଲେ ବି ସତ: ବିରାଟ ବେଲ ଗଛ ହେଲେ ଗୋଟିଏ ବି କଣ୍ଟା ନାହିଁ

ଯାଜପୁର:  ଖାଲି ଆଶ୍ଚର୍ଯ୍ୟ ନୁହେଁ, ଅଲୌକିକ ମଧ୍ୟ । ଯାଜପୁର ପୋୖରପାଳିକାର ରାଉତରାପୁର ଅଞ୍ଚଳର ଏହି ବେଲଗଛକୁ ଦେଖିଲେ  କେହି ବି ନିଜ ଆଖିକୁ ବିଶ୍ୱାସ କରିପାରିବ ନାହିଁ । ନିଜ ସର୍ଜନାକୁ ଦେଖି ପ୍ରକୃତି ବି ଏଠି ଆଶ୍ଚର୍ଯ୍ୟ ହୋଇ ଯାଉଥିବ । ଯେଉଁଠି ବେଲ ଗଛରେ କଣ୍ଟା ଭର୍ତ୍ତି ହୋଇଥାଏ…

ଶିମିଳିପାଳର ୩ ବନ କର୍ମଚାରୀଙ୍କୁ ମିଳିବ ସାହାସିକତା ପୁରସ୍କାର

ଭୁବନେଶ୍ୱର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ୩ ଜଣ କର୍ମଚାରୀଙ୍କୁ ମିଳିବ ସାହସିକତା ପୁରସ୍କାର । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମିଳିବ ମରଣୋତ୍ତର ସମ୍ମାନ । ଅନ୍ୟ ଜଣଙ୍କ ମିଳିବ ବୀରତ୍ୱ ସମ୍ମାନ । ପରିବେଶ ମନ୍ତ୍ରାଳୟ ଏବଂ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏହି…

କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଲା ସାପ: ଅକାଳରେ ଚାଲିଗଲା ୩ ଛାତ୍ରଛାତ୍ରୀଙ୍କ ଜୀବନ

କେନ୍ଦୁଝର: ସାପ କାମୁଡ଼ାରେ ୩ ଛାତ୍ରୀଛାତ୍ରୀ ମୃତ, ଜଣେ ଗୁରୁତର । କେନ୍ଦୁଝର ବାରିଆ ଥାନା ନିଶ୍ଚିତପୁରରେ ଏକ କୋଚିଂ ସେଣ୍ଟରରେ ଘଟିଛି ଅଘଟଣ । ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଥିଲା ବିଶାକ୍ତ ସାପ । ମୃତକଙ୍କ ମଧ୍ୟରେ ୨ଜଣ ଛାତ୍ରୀ ଓ ଜଣେ ଛାତ୍ର ଥିବା ସୂଚନା ମିଳିଛି ।…

ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଡୋର ଟୁ ଡୋର ସର୍ଭେ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଶୋଧିତ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଆରମ୍ଭ ହେଲା ଡୋର ଟୁ ଡୋର ସର୍ଭେ। ଜୁଲାଇ ୨୨ ତାରିଖଠାରୁ ଘରକୁ ଘରୁ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସମସ୍ତ ୩୦ଟି…

ଆଜି ଜାତୀୟ ପ୍ରସାରଣ ଦିବସ: ଜାଣନ୍ତୁ କଣ ଅଛି ଏବର୍ଷର ଥିମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁଲାଇ ୨୩ କୁ ଭାରତରେ ଜାତୀୟ ପ୍ରସାରଣ ଦିବସ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଇଥାଏ । ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକମାନଙ୍କ ଜୀବନରେ ରେଡିଓର ପ୍ରଭାବ ବିଷୟରେ ମନେ ପକାଇବା । ଭାରତରେ ରେଡିଓ ପ୍ରସାରଣ ୮୭ ବର୍ଷରୁ ଅଧିକ ସମୟ ହୋଇଛି।…