Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୋଲ ଉପରେ ଚଢ଼ିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ବର: ପୋଲ ଉପରେ ଚଢ଼ିଗଲା ବସ୍‌ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ପୁଡାଶୂଳ ଚେକଗେଟ୍ ନିକଟରେ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ଭୁବନେଶ୍ୱର ରୁ ବାରିପଦା…

ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଉଥିବା ଏହି ଭବନ ଆଦିବାସୀ କଳା, ସଂସ୍କୃତି ଓ…

ମଙ୍ଗଳବାର ନବୀନଙ୍କ ବକ୍ତବ୍ୟ, ବୁଧବାର ବିଜେଡି ନେତାଙ୍କ ବୟାନ ମେଣ୍ଟ ସମ୍ଭାବନାକୁ ଦେଲା ସବୁଜ ସଙ୍କେତ!

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ସହ ସମ୍ଭାବ୍ୟ ମେଣ୍ଟ ନେଇ ବିଜୁ ଜନତା ଦଳ ସଙ୍କେତ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ରାଜ୍ୟର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହ ଯେ କୌଣସି ନିଷ୍ପତ୍ତି ଓଡ଼ିଶାର…

୮ ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ ପାରାଦୀପ-କେନ୍ଦୁଝର ପାସେଞ୍ଜରର ନିୟମିତ ସେବା

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ତଥା ଜନସାଧାରଣଙ୍କ ଆକାଂକ୍ଷାକୁ ସମ୍ମାନ ଜଣାଇ ରେଳବାଇ ପକ୍ଷରୁ ହରିଦାସପୁର-ପାରାଦୀପ ରେଳ ଲାଇନ ଏବଂ କେନ୍ଦୁଝର ମାର୍ଗ ଦେଇ ପୁରୀରୁ ନୂଆଦିଲ୍ଲୀ ଅଭିମୁଖେ ପାସେଞ୍ଜର ପରିବହନ କ୍ଷେତ୍ରରେ ଏକ୍ସପ୍ରେସ ସେବା ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ମେଣ୍ଟ ଚର୍ଚ୍ଚା: ରାତି ରାତି ବଦଳୁଛି ବିଜେପି ନେତାଙ୍କ ବୟାନ

ଭୁବନେଶ୍ବର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ନିର୍ବାଚନ ପୂର୍ବରୁ ମେଣ୍ଟ ହେବା ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେପି ନେତାଙ୍କ ବୟାନକୁ ନେଇ ଚର୍ଚ୍ଚା ବଢିଛି। ଦୁଇ ଦିନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ…

ଚଣ୍ଡିଖୋଲ ସଭାରେ ମୋଦୀ ମିଛ କହିଛନ୍ତି: କଂଗ୍ରେସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବାର ଗୋଟିଏ ଦିନ ପରେ କଂଗ୍ରେସ ତାଙ୍କୁ ତୀବ୍ର ସମାଲୋଚନା କରିଛି ଯେ, ସେ ରାଜ୍ୟ ପ୍ରତି ତାଙ୍କ ସରକାରଙ୍କ ଅବଦାନ ବିଷୟରେ ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ…

୧୯ ବର୍ଷ ତଳେ ଚଳନ୍ତା ଟ୍ରେନରେ ଲୁଟ୍ ହୋଇଥିବା ପତ୍ନୀଙ୍କ ହାର ଫେରିପାଇଲେ ପୂର୍ବତନ ଉପବାଚସ୍ପତି

ବ୍ରହ୍ମପୁର: ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ପତ୍ନୀଙ୍କ ଠାରୁ ପ୍ରାୟ ଦୁଇ ଦଶନ୍ଧି ତଳେ ହୋଇଥିବା ସୁନା ଲୁଟ୍ ହୋଇଥିଲା। ଏବେ ତାକୁ ସେ ଫେରି ପାଇଛନ୍ତି। ୧୯ ବର୍ଷ ତଳେ ଚଳନ୍ତା ଟ୍ରେନରେ ରାମଚନ୍ଦ୍ର ପଣ୍ଡାଙ୍କ ପତ୍ନୀଙ୍କ ମଙ୍ଗଳସୂତ୍ର ଛଡ଼ାଇ ନେଇଥିଲେ ଲୁଟେରା।…

ବେଆଇନ ବିଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ଚାରି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବେଆଇନ ବିଦେଶୀ ମଦ ବିକ୍ରୟ କରିବା ଅଭିଯୋଗରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ସୂଚନାଯୋଗ୍ୟ,ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେବିଶ୍ଵସ୍ତ ସୂତ୍ରରୁ…

ନିର୍ବାଚନୀ ତାତି ବେଳେ ଚାକିରି ଛାଡିଲେ ଡାକ୍ତର, କହିଲେ ଲୋକଙ୍କ ସେବା ଉଦ୍ଦେଶ୍ୟ

ବାଲେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଖଇରା-ସିମୁଳିଆ ନିର୍ବାଚନ ମଣ୍ଡଳୀର ଜଣେ ଯୁବ ଡାକ୍ତର ଚାକିରି ଛାଡି ରାଜନୀତିରେ ପାଦ ଦେବେ ବୋଲି କହିଛନ୍ତି। ସିମୁଳିଆର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବ୍ରଜ ସୁନ୍ଦର ସ୍ୱାଇଁ ନିଜ ଡାକ୍ତରୀ କ୍ୟାରିୟରକୁ ବିଦାୟ ଦେଇ ରାଜନୀତି କ୍ଷେତ୍ରରେ ପାଦ…

ଉତ୍କଳିକା ଦ୍ୱାରା ନିର୍ମିତ ଅତିଥି ଗୃହର ଶୁଭ ଉଦ୍‌ଘାଟନ, ବୁଣାକାର ଓ କାରିଗରମାନେ ନେଇପାରିବେ ସୁବିଧା

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଆଜି ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ଆର୍ଥିକ ସହାୟତାରେ ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ନିର୍ମିତ ଏକ ଅତିଥି ଗୃହର ଶୁଭ ଉଦ୍‌ଘାଟନ କରିଛନ୍ତି । ସମଗ୍ର ଓଡ଼ିଶାର ବୁଣାକାର ଓ କାରିଗରମାନେ ବିପଣନ ତଥା…