Latest Odisha News

BREAKING NEWS

Browsing Category

ଓଡିଶା

Odisha

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋକିମ୍-ଚିରଞ୍ଜୀବ ଝଡ଼

ଭୁବନେଶ୍ୱର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନକୁ ନେଇ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଯାହାକୁ ନେଇ ନେତାଙ୍କ ମଧ୍ୟରେ କଥାକଟାକଟି ହୋଇଛି। ଅନେକ ଦଳୀୟ…

ଶ୍ରୀମନ୍ଦିରକୁ ଛାଡ଼ିବା ପାଇଁ ଭକ୍ତଙ୍କଠାରୁ ନେଉଥିଲେ ଲାଞ୍ଚ; ଧରାପଡି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ

ପୁରୀ: ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଜଣେ ଭକ୍ତଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ  OSAP ର ଭାରତୀୟ ରିଜର୍ଭ ବ୍ୟାଟାଲିୟନ (ଆଇଆରବିଏନ୍) ଜଣେ ସିପାହୀଙ୍କୁ ଶନିବାର ନିଲମ୍ବିତ କରାଯାଇଛି । ସେ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦେବା ଲାଗି ଜଣେ ଭକ୍ତଙ୍କଠାରୁ ଲାଞ୍ଚ ନେଉଥିବା…

ଆଇଟିଇଆର ନିକଟ ଜଗମୋହନ ନଗରରେ ଉଦ୍‌ଘାଟିତ ହେଲା ପୋଲିସ ଫାଣ୍ଡି

ଭୁବନେଶ୍ୱର:ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ନିକଟସ୍ଥ ଜଗମୋହନ ନଗର ଅଂଚଳରେ କମିଶନରେଟ ପୋଲିସ ପକ୍ଷରୁ ଏକ ପୋଲିସ୍ ଫାଣ୍ଡି ଆରମ୍ଭ କରାଯାଇଛି ।  ପୋଲିସ୍ କମିଶନର  ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ  ଶନିବାର…

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବି ଜୋର ଧରିଲା; ରାଜସ୍ୱମନ୍ତ୍ରୀ କହିଲେ, ଆବଶ୍ୟକ ପଡିଲେ ଖୋଲାଯିବ

ପୁରୀ:ଶ୍ରୀନ୍ଦିର ଚାରି ଦ୍ୱାର ଖୋଲିବାକୁ ନେଇ ଦାବି ଜୋର ଧରିଲା । ନେତାଙ୍କଠାରୁ ଜନତା ସମସ୍ତେ ଏବେ ଶ୍ରୀମନ୍ଦିର ୪ ଦ୍ୱାର  ଖୋଲିବା ପାଇଁ ଅଡି ବସିଛନ୍ତି ।  କରୋନା ସମୟରେ ଚାରିଦ୍ୱାର ବନ୍ଦ କରାଯାଇଥିଲା  । ହେଲେ ଏବେ ଆଉ କରୋନା ଭୟ ନାହିଁ । ତେଣୁ ଚାରି ଦ୍ୱାର ଖୋଲି ଭକ୍ତଙ୍କ…

ନିଜ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ବିରୋଧ; ଗାଁରେ ପୂରେଇ ଦେଲେନି ଲୋକେ

ପୁରୀ: ନିଜ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ବିରୋଧ । ନେତାଙ୍କ ବିରୋଧରେ ଚାପା ଅସନ୍ତୋଷ ବାହାରି ଆସିଥିଲା ଜନତାଙ୍କର । ପୂର୍ବତନ ମନ୍ତ୍ରୀ ଶନିବାର ପୁରୀ ଜିଲ୍ଲା ଅନ୍ତର୍ଗତ ତାଙ୍କ ନିର୍ବାଚନମଣ୍ଡଳୀକୁ ଯାଇଥିଲେ । ସେଠାରେ ଏକ  …

ସୋଆକୁ ଶ୍ରେଷ୍ଠ ଘରୋଇ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭାବୀ ନେତୃତ୍ୱ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସମ୍ମାନିତ କରାଯାଇଛି । ଲିଙ୍କ୍‌ଡ ଇନ୍ ପକ୍ଷରୁ ଆୟୋଜିତ ତଥା ଅବ୍‌ଜରଭ୍ ନାଓ ମେଡିଆ ନେଟୱର୍କ ଓ ତେଲେଙ୍ଗାନା ସରକାରଙ୍କ…

୨୯ ସେପ୍ଟେମ୍ବରରୁ “ପ୍ରୋପ୍ୟାକ୍‌ ଓଡ଼ିଶା ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩” ପ୍ରଦର୍ଶନୀ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୯ ତାରିଖଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଠାରେ “ପ୍ରୋପ୍ୟାକ୍ ଓଡ଼ିଶା-୨୦୨୩ ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩” ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘ (ଓସ୍‌ମେ) ଓ ଫ୍ୟୁଚରେକ୍ସର…

ଓଡ଼ିଶାର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସହ ହାତ ମିଳାଇଲା ଟାଟା ପାୱାର

ଭୁବନେଶ୍ୱର: ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ଲାଗି ଟାଟା ପାୱାର ପକ୍ଷରୁ ଯୁବବର୍ଗଙ୍କୁ ସଦାସର୍ବଦା ସହାୟତା ପ୍ରଦାନ ସହ ସଶକ୍ତ କରାଯାଉଛି । ସେହି ପ୍ରତିବଦ୍ଧତା ଅନୁସାରେ କଂପାନି ପକ୍ଷରୁ ଭୁବନେଶ୍ୱରର ଦୁଇଟି ଅଗ୍ରଣୀ ବିଶ୍ୱବିଦ୍ୟାଳୟ-କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍…

ଏମ୍ସରେ ପଡିଛି ଆହୁରି ୪୧ ଶବ: ସମୂହ ଦାହ ପାଇଁ ନିଷ୍ପତ୍ତି ହୋଇନାହିଁ

ଭୁବନେଶ୍ବର:ବାହାନଗା ରେଳ ଦୁର୍ଘଟଣାର ମୃତ ବ୍ୟକ୍ତିଙ୍କ ଶବ ଏ ଯାଏ ବି ଚିହ୍ନଟ ହୋଇନି । ଆହୁରି ୪୧ ଶବ ଏବେ ବି ଭୁବନେଶ୍ୱରରେ ଏମ୍ସରେ ପଡି ରହିଛି । ଏବେ ବି ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ଵର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ।…

କେରଳ ଫିଲ୍ମ ଫେଷ୍ଟର ସ୍କ୍ରିନିଂ ପାଇଁ ‘ସି ଆଣ୍ଡ ସେଭେନ୍ ଭିଲେଜେସ୍’ ମନୋନୀତ

ଭୁବନେଶ୍ୱର: ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଓଡ଼ିଆ ଚଳଚ୍ଚିତ୍ର ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ କେରଳରେ ଅନୁଷ୍ଠିତ ହେବାକୁ ଥିବା ୧୫ତମ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଓ କ୍ଷୁଦ୍ର ଚଳଚ୍ଚିତ୍ର…