Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ତିଆରି ହେବ ଆହୁରି ଦୁଇଟି ଫୁଟ ଓଭର ବ୍ରିଜ

ଭୁବନେଶ୍ୱର: ରାଜଧାନୀରେ ଖୁବଶୀଘ୍ର ଆଉ ଦୁଇଟି ନୂଆ ଫୁଟ୍ ଓଭର ବ୍ରିଜ୍ ପାଇବ। ଗୋଟିଏ ସତସଙ୍ଗ ବିହାର ଓ ଅନ୍ୟଟି ପଳାଶୁଣୀରେ ନିର୍ମାଣ କରାଯିବ। ପଳାଶୁଣୀଠାରେ ଥିବା ଫ୍ଲାଏ ଓଭର ବ୍ରିଜ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଏବଂ ସତସଙ୍ଗ ବିହାରଠାରେ ଥିବା ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ…

୧୮ରୁ ଅତି ପ୍ରବଳ ବର୍ଷା, ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ୧୬ ତାରିଖ ସୁଦ୍ଧା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୧୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ।…

ହଜିଗଲା ମାନବିକତା; ଦିବ୍ୟାଙ୍ଗ ଭାଣେଜୀକୁ ଦୁଷ୍କର୍ମ କଲା ମାମୁ

ବାରିପଦା: ସଂପର୍କରେ ଲାଗିଲା କଳଙ୍କର ଛିଟା  ।  ହଜିଗଲା ମାନବିକତା । ଯାହାକୁ ଭରସା କରିଥିଲା ସେ ସାଜିଲା ସୈତାନ ।  ଅସହାୟ ଝିଅର କରୁଣ ଚିତ୍କାର ତା ହୃଦୟକୁ ତରଳାଇ ପାରିଲାନି । ଶେଷରେ ପୁରୁଷର କାମନା ଜ୍ୱାଳାରେ ଜଳିଗଲା ଦିବ୍ୟାଙ୍ଗ ଝିଅଟିର ସବୁକିଛି । ଯାହାକୁ ମାମୁ ବୋଲି ଭାବି ଭରସା…

ଯଦି ପ୍ରଶାସନ ଲୋକଙ୍କ ଦୁଃଖ ଶୁଣୁଛି ତେବେ ସଚିବଙ୍କ ଗସ୍ତର ଆବଶ୍ୟକତା କ’ଣ-ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ବିରୋଧୀ ଦଳ ଟାର୍ଗେଟରେ ୫ଟି ସଚିବ ।  ବିଜେପି ପରେ କଂଗ୍ରେସ ମାରୁଛି ତୀର । ସାମ୍ବାଦିକ ସମ୍ମିଳନୀ କରି ୫ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ…

ଶ୍ରୀମନ୍ଦିର ସହିତ ଜଡ଼ିତ ଗୁପ୍ତ କଥା, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ସମସ୍ତେ ଜାଣିଛନ୍ତି। କିନ୍ତୁ ଏହି ମନ୍ଦିରରେ ଆଜି ମଧ୍ୟ ଲୁଚି ରହିଛି ଅନେକ ରହସ୍ୟ, ଯାହାକୁ କେହି ମଧ୍ୟ ଜାଣି ନାହାନ୍ତି । ତେବେ ଆସନ୍ତୁ ଜାଣିବା ଶ୍ରୀମନ୍ଦିରରେ ଲୁଚି ରହିଥିବା କିଛି ରହସ୍ୟ…

କ୍ରାଇମବ୍ରାଞ୍ଚ ଚାର୍ଜସିଟ ଏକ ରଦ୍ଦି କାଗଜ- ସୁରେଶ ପୂଜାରୀ

ସମ୍ବଲପୁର: ନବ ଦାସ ହତ୍ୟା ମାମଲାରେ କାହାଣୀ ଶୁଣାଇଛି କ୍ରାଇମବ୍ରାଞ୍ଚ । ଗୋପାଳ ଦାସକୁ ମୁଖ୍ୟ ଅଭିଯୁକ୍ତ ବୋଲି ସାବ୍ୟସ୍ତ କରି ସେହିଠାରେ ହିଁ ତଦନ୍ତ ସାରି ଦେଇଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ୫୦୦ ପୃଷ୍ଠାର ଚାର୍ଜସିଟକୁ ନେଇ ଏମିତି ପ୍ରତିକ୍ରିୟା…

ଚାର୍ଜସିଟରେ କ୍ରାଇମବ୍ରାଞ୍ଚ କାହାଣୀ: ନବ ଦାସଙ୍କୁ ହତ୍ୟା କରବା ପାଇଁ ସମଲେଇଙ୍କ ପାଖେ ଶପଥ ନେଇଥିଲା ଗୋପାଳ ଦାସ

ଭୁବନେଶ୍ୱର:  ନବ ଦାସ ହତ୍ୟା ମାମଲା ଚାର୍ଜସିଟରେ କାହାଣୀ ଶୁଣାଇଛି କ୍ରାଇମବ୍ରାଞ୍ଚ । ନବ ହତ୍ୟା ମାମଲାରେ ୫୦୦  ପୃଷ୍ଠାର ଚାର୍ଜସିଟ୍‌ ଦାଖଲ  କୋର୍ଟରେ ଦାଖଲ କରିଛି  କ୍ରାଇମବ୍ରାଞ୍ଚ  । ଏହି ଚାର୍ଜସିଟରେ ବେଶ  ଗପ ଶୁଣାଇଛି ।  ନବଙ୍କୁ ହତ୍ୟା ପାଇଁ ଗାେପାଳ ଦାସ ଶପଥ ନେଇଥିଲା ।…

 ସକାଳୁ ସକାଳୁ ସାହି ବୁଲିଲେ, ଡ୍ରେନେଜ ବ୍ୟବସ୍ଥା ଦେଖିଲେ ଜିଲ୍ଲାପାଳ

ସୋନପୁର: ଜିଲ୍ଲାପାଳ ବୁଲିଲେ ସାହିକୁ ସାହି । ବୁଲି ଦେଖିଲେ ରାସ୍ତାଘାଟ ଅବସ୍ଥା । ଡ୍ରେନର ଅବସ୍ଥା । ବର୍ଷାରେ ଡ୍ରେନ ପାଣି ଯେପରି ଲୋକଙ୍କ ଘରେ ନ ପଶିବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ ବି କଲେ । ଆଜି ସକାଳୁ ସକାଳୁ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋନପୁର ସହରେ ।…

ପିଏମ ଆବାସ ବଣ୍ଟନରେ ଅନିୟମିତତା: ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ଆମରଣ ଅନଶନ

ସୁବର୍ଣ୍ଣପୁର: ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଜାରି। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଚ୍ଛା, ସିଂହାରୀ ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ବିଗତ ୧୧…

ବାହାନଗା ଟ୍ରେନ ଟ୍ରାଜେଡି: ଆହୁରି ୧୦ ରେଳବାଇ କର୍ମଚାରୀଙ୍କୁ ସମନ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଜେରା ଜୋରଦାର କରିଛି ସିବିଆଇ । ୩ ଜଣ କର୍ମଚାରୀଙ୍କୁ ଗିରଫ କରି ଦୁଇ ଦୁଇଥର ରିମାଣ୍ଡରେ ନେଇ ଘନଘନ ଜେରା କରୁଛି ସିବିଆଇ । ଏବେ  ଆହୁରି ୧୦ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଖୁବଶୀଘ୍ର ସେମାନେ ହାଜର ହୋଇ ନିଜର ପକ୍ଷ ରଖିବେ ।…