Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଗତସିଂହପୁର ମାଛଗାଁ କେନାଲରେ ଘାଇ: ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ପାଣି

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ଦୁଇଟି ବଡ଼ ଘାଇ ହୋଇଥିବା ଯୋଗୁଁ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାଣି ପଶିଯାଇଛି। । ଫଳରେ ଜଗତସିଂହପୁର କଟକ ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଞ୍ଚରେ ପାଣି ଲହଡ଼ି ଭାଙ୍ଗୁଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ତରିକୁନ୍ଦ ବଜାରର ଅଧିକାଂଶ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଉଠିଯିବ ଆରଡି ଜୁନିୟର କଲେଜ

ଭୁବନେଶ୍ୱର: ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ ରମାଦେବୀ ଜୁନିୟର କଲେଜ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଉଠିଯିବ ରମାଦେବୀ ଜୁନିୟର କଲେଜ। ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନୁରୋଧ କ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି…

ମିଶ୍ରଣ ପର୍ବ: ବିଜେପିରେ ମିଶିଲେ ଚିଲିକାର ବିଜେଡି ନେତା ଓ ଶତାଧିକ କର୍ମୀ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି ବିଜେପିର ମିଶ୍ରଣ ପର୍ବ। ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର…

ରୋଟାରି କ୍ଲବ ପକ୍ଷରୁ ଡକ୍ଟର ଶୀତ କଣ୍ଠ ଦାସଙ୍କୁ ସମ୍ମାନଜନକ ମାନବପ୍ରେମୀ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଡ. ଏସ କେ ଦାଶ ଜଣେ ଉଦ୍ୟୋଗୀ ତଥା ଉଦ୍ଭାବକ ଯିଏ କି ତାଙ୍କର କାର୍ଯ୍ୟ ମାଧ୍ୟମରେ ୧୦୦ ବିଲିୟନ ଡଲାରର ପ୍ରୋବାଇଓଟିକ ଶିଳ୍ପ ଗଠନ କରିବାରେ ସାହାଯ୍ୟ କରିଛନ୍ତି । ତାଙ୍କୁ ଆର୍କ କ୍ଲଂଫ ସୋସାଇଟିର ସମ୍ମାନଜନକ ସଦସ୍ୟତା ସହିତ ଆମେରିକାର ମିନେସୋଟା, ରୋଟାରି କ୍ଲବ ଦ୍ୱାରା…

ଏମ୍‌ସ ଭୁବନେଶ୍ୱର ୧୧ତମ ପ୍ରତିଷ୍ଠା ଦିବସ, କାର୍ଯ୍ୟକ୍ଷମ ହେଲା ଧର୍ମଶାଳା

ଭୁବନେଶ୍ୱର: ପ୍ରଥମ ଦଶନ୍ଧିର ଗୌରବମୟ ଯାତ୍ରା ସହିତ ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତଙ୍କ ଆସ୍ଥା ଭାଜନ ହୋଇପାରିଥିବା ଏମ୍‌ସ ଭୁବନେଶ୍ୱର ଆଜି ଏହାର ୧୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ଏମ୍‌ସ ପକ୍ଷରୁ ଇ-ଅଫିସ୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଏହି…

ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍

ଭୁବନେଶ୍ୱର: ୱାଗନ୍ ଛାଡ଼ି ପଳାଇଲା ଇଞ୍ଜିନ୍ । ଭୁବନେଶ୍ୱରର ବାଣୀବିହାର ଷ୍ଟେସନ ନିକଟରେ ଆଜି ଏକ ମାଲବାହୀ ଟ୍ରେନ୍ ଇଞ୍ଜିନ୍ କିଛି ବଗି ଛାଡ଼ି ପଳାଇଥିଲା । ମେରାମୁଣ୍ଡଳୀ ଅଭିମୁଖେ ଯାଉଥିବା ଟ୍ରେନର କିଛି ବଗି ବାଣୀବିହାର ଷ୍ଟେସନରେ ରହି ଯାଇଥିବା ବେଳେ କିଛି ବଗି ସହ ଆଗକୁ ପଳାଇଥିଲା…

କିମ୍‌ସରେ ଖୁବଶୀଘ୍ର ବର୍ଣ୍ଣ ୟୁନିଟ୍‌, ମାଗଣାରେ ହେବ ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର

ଭୁବନେଶ୍ୱର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍‍ସେସ (କିମ୍‍ସ) ହସ୍ପିଟାଲରେ ଖୁବଶୀଘ୍ର ବର୍ଣ୍ଣ ୟୁନିଟ୍ କାର୍ଯ୍ୟକାରୀ କରାଯିବା ସହ ଗ୍ରହଣ ଖଣ୍ଡିଆର ମାଗଣା ଅସ୍ତ୍ରୋପଚାର କରାଯିବ । ଆଜି ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ ପାଳନ ଅବସରରେ କିମ୍‍ସ ପକ୍ଷରୁ ଏହି ସୂଚନା ପ୍ରଦାନ…

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମମନ୍ତ୍ରୀ ଅନୁମୋଦନ…

ମୌସୁମୀ ବର୍ଷା ପ୍ରଭାବରେ ଖସିଲା ଇଲିସ୍ ଦର, ୨୫୦ ଟଙ୍କାରେ ବୋହି ନେଲେ ଲୋକ

ବାଲେଶ୍ୱର: ମାଛ ଅନେକଙ୍କ ପ୍ରିୟ ଖାଦ୍ୟ । ଆଉ ଯଦି ଇଲିସ୍ କଥା ପଡ଼େ ତ ସମସ୍ତଙ୍କ ପାଟିରୁ ନାଳ ଗଡ଼େ । ଆପଣ ଯଦି ଇଲିସ୍ ଖାଇବାକୁ ଆଗ୍ରହୀ ତା’ହେଲେ ଆଉ ଡେରି କରନ୍ତୁ ନାହିଁ । କାରଣ ଇଲିସ୍ ମାଛର ଦର ଖସିଛି । ବାଲେଶ୍ୱରରେ ଇଲିସ୍ ମାଛ କେଜି ପିଛା ୨୫୦ ଟଙ୍କାକୁ ଖସି ଆସିଛି । ଖବର…

ବିଦ୍ୟାଳୟ କୋଠାକୁ ସ୍ଥାନାନ୍ତର ହେବ ରମାଦେବୀ କନିଷ୍ଠ ମହାବିଦ୍ୟାଳୟ

ଭୁବନେଶ୍ୱର: ରମାଦେବୀ କନିଷ୍ଠ ମହାବିଦ୍ୟାଳୟ ସ୍ଥାନାନ୍ତରିତ ହେବ । କ୍ୟାମ୍ପସକୁ ଲାଗି ରହିଥିବା ବିଦ୍ୟାଳୟ କୋଠାକୁ ଯିବ ଜୁନିଅର୍ କଲେଜ । ରମାଦେବୀ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ଠାରୁ ଜୁନିଅର କଲେଜକୁ ପୃଥକ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ନିଷ୍ପତ୍ତି ଅନୁଯାୟୀ, ରମାଦେବୀ…