Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୃଥକ ଗଞ୍ଜେଇ ଚୋରା ଚାଲାଣ ମାମଲା: ୬୨ କେଜି ଗଞ୍ଜେଇ ଜବତ, ୪ ଗିରଫ

ସୁବର୍ଣ୍ଣପୁର: ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ୍ ଦ୍ୱାରା ଆଜି ସକାଳୁ ପାଟ୍ରୋଲିଙ୍ଗ କରୁଥିବା ବେଳେ ତିନୋଟି ପୃଥକ ମାମଲାରେ ଗଞ୍ଜେଇ ଚୋରା ଚାଲାଣ ଗାଡି ସହ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପ୍ରଥମେ ସହରର ବୁଢାରଜା ଛକରେ ଚଢାଉ କରି ଏକ ଇନୋଭା ଗାଡିରେ ଚାଲାଣ ହେଉଥିବା ୩୦ କେଜି…

ସରକାରଙ୍କ କାର୍ଯ୍ୟରେ ଯାଉଥିବା ବେଳେ ହେଲେ ଦୁର୍ଘଟଣାର ଶିକାର, ଏବେ ଶଯ୍ୟାଶାୟୀ ଗ୍ରାମରକ୍ଷୀ ସୁଧୀର

ନବରଙ୍ଗପୁର: ଚିକିତ୍ସା ଅଭାବରୁ ଶର୍ଯ୍ୟାଶାୟୀ ହୋଇ ପଡିରହିଛନ୍ତି ଗ୍ରାମରକ୍ଷୀ ସୁଧୀର ନାୟକ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରଙ୍କ କାମରେ ଯାଉଥିବା ବେଳେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ ସୁଧୀର । କିନ୍ତୁ ସରକାର ସାହାର୍ଯ୍ୟ କରିବା ବଦଳରେ ମୁହଁ ଫେରେଇନେଲେ । ଚିକିତ୍ସା ପାଇଁ…

‘ମାଆ ସରସ୍ୱତୀ ସରକାରଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ, ଶିକ୍ଷକଙ୍କ ସମସ୍ୟା ସମାଧାନ ହେଉ’

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଅଷ୍ଟମ ଦିବସରେ ପହଞ୍ଚିଛି । ଆଜି ସମସ୍ତ ଶିକ୍ଷାନୁଷ୍ଠାନରେ ମା’ ସରସ୍ଵତୀଙ୍କ ପୂଜା ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଉଛି । ହେଲେ ଆନ୍ଦୋଳନରେ ବସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ…

ରାଜ୍ୟସଭା ନିର୍ବାଚନ: ପଦାରେ ପଡ଼ିଲା ବିଜେଡି ଓ ବିଜେପି ସମ୍ପର୍କ, କଂଗ୍ରେସ କହିଲା ଇଡି-ସିବିଆଇ କାହିଁକି ଆସୁନି

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦୁଇ ଦଳ ପରସ୍ପର ସହିତ କୋଳାକାଳି ବୋଲି ଅଭିଯୋଗ ହୋଇଛି। ଏହି ସମ୍ପର୍କକୁ ନେଇ ଏବେ ପୁଣିଥରେ ଆଲୋଚନା ହେଉଛି। ଏହାରି ଭିତରେ ରାଜ୍ୟର ପରସ୍ପରକୁ ପ୍ରତିଦ୍ବନ୍ଦୀ ବୋଲି ବିବେଚନା…

ଶ୍ରୀଜିଉଙ୍କୁ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କଲେ ୫-ଟି ସଚିବ

ପୁରୀ: ପୁରୀ ଗସ୍ତରେ ୫-ଟି ତଥା ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ । ଆଜି ପବିତ୍ର ସରସ୍ବତୀ ପୂଜା ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ୫-ଟି ସଚିବ । ଏହି ସମୟରେ ନବ ନିର୍ମିତ ପରିକର୍ମାପ୍ରକଳ୍ପ ମାର୍ଗ ବୁଲି ଦେଖିଛନ୍ତି । ଏହାସହ ପରିକ୍ରମା ମାର୍ଗରେ…

ବିଜେଡି ସମର୍ଥନରେ ଅଶ୍ବିନୀ ଯିବେ ରାଜ୍ୟସଭା, ସତ ହେଲା କଂଗ୍ରେସର ଆକଳନ!

ଭୁବନେଶ୍ୱର: ବିଜେପି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ କରିଛି। ବିଧାନସଭାରେ ବିପୁଳ ସଂଖ୍ୟା ଗରିଷ୍ଠତା ଥିବା ଶାସକ ବିଜେଡିର ସମର୍ଥନରେ ସେ ନିର୍ବାଚିତ ହେବାକୁ ଯାଉଛନ୍ତି। ରାଜ୍ୟର ଅନ୍ୟ ଦୁଇଟି ଆସନ ପାଇଁ ବିଜେଡି ଦେବାଶିଷ ସାମନ୍ତରାୟ ଓ…

ଓଡ଼ିଶାରୁ ପୁଣି ଥରେ ରାଜ୍ୟସଭା ନିର୍ବାଚନ ଲଢ଼ିବେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି ବିଜେପି। ଶାସକ ବିଜେଡି ସମର୍ଥନରେ ୨୦୧୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବୈଷ୍ଣବ ପୁଣିଥରେ ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ ହେବେ। ବିଜେପିର ଅନେକ ବିଧାୟକ ଭୁବନେଶ୍ୱରରେ ପହଂଚିଛନ୍ତି କିମ୍ବା…

ହାତ ଛାଡିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

କେନ୍ଦ୍ରାପଡ଼ା: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଏହାପୂର୍ବରୁ ଓଡିଶା କଂଗ୍ରେସକୁ ଲାଗିଛି ଶକ୍ତ ଝଟ୍‌କା । କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ତେବେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅଂଶୁମାନ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ଶରତ…

୧୬ରେ ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗା ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ଆସନ୍ତା ୧୬ ତାରିଖରେ ପବିତ୍ର ମାଘ ସପ୍ତମୀ । ମାଘ ସପ୍ତମୀ ଅବସରରେ ରହିଛି ଚନ୍ଦ୍ରଭାଗା ବୁଡର ପରମ୍ପରା । ପ୍ରତ୍ୟୁଷରୁ ଭକ୍ତମାନେ ଉଠି ପବିତ୍ର ଚନ୍ଦ୍ରଭାଗା ମହୋଦଧୀରେ ବୁଡ ପକେଇବେ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ…

ଭାଲେଣ୍ଟାଇନ୍‌ ଡେ’: ପ୍ରେମର ପରିଭାଷା କାହା ପାଇଁ କେମିତି…

ଭୁବନେଶ୍ବର: ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ' । ଯାହାକି ପ୍ରେମ ଦିବସ ଭାବେ ପାଳନ କରାଯାଏ । ସମସ୍ତଙ୍କୁ ଭଲ ପାଇବାର ଦିନଟିଏ । ପ୍ରେମର ଅନେକ ଭାଷା ରହିଛି ଆଉ ତାକୁ କିଏ କେଉଁ ପ୍ରକାରରେ ପ୍ରକାଶ କରିଥାଏ । ଏହା ହିଁ ସର୍ମ୍ପକର ମୁଳତତ୍ୱ, ପ୍ରେମବିନା ଜୀବନ ରଙ୍ଗ ହୀନ । ଆଜି ଫେବୃଆରୀ ୧୪…