Latest Odisha News

BREAKING NEWS

Browsing Category

ଓଡିଶା

Odisha

ଛାତ୍ର ନିର୍ବାଚନ: ସୌମ୍ୟଙ୍କ ସିଧା ପ୍ରଶ୍ନ, ଛାତ୍ର ନେତାଙ୍କୁ କାହିଁକି ଡରୁଛନ୍ତି ସରକାର?

ବାରିପଦା: ସାରା ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଶାସକ ବିଜୁ ଜନତା ଦଳର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା…

କେଉଁ କାରଣ ପାଇଁ ଆଗାମୀ ନିର୍ବାଚନରେ ଦଳୀୟ ଟିକେଟ ପାଇବେ ପାଟ୍ଟଶାଣୀ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ୱର: ଯିଏ ମୁହଁ ଖୋଲିବ ତାଙ୍କର ଟିକେଟ କଟିବ। ଶାସକ ଦଳର ନେତା, ବିଧାୟକ ଏହିଭଳି କୋକୁଆ ଭୟ ଭିତରେ ଗତି କରୁଛନ୍ତି। ତେଣୁ ଅସନ୍ତୋଷ ଯେତେଥିଲେ ମଧ୍ୟ କେହି କିଛି କହିବାକୁ ନାରାଜ ବୋଲି ବିରୋଧୀ କହୁଛନ୍ତି। ଏହାରି ଭିତରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନ ଏବେ…

ବଲାଙ୍ଗୀର ରଜତ ମୃତ୍ୟୁ ମାମଲାରେ ନାବାଳିକା ପ୍ରେମିକାର ହାତ!

ବଲାଙ୍ଗୀର: ରଜତ କୁମାର ପ୍ରଧାନଙ୍କ ମୃତ୍ୟୁ ମାମଲାରେ ଟ୍ବିଷ୍ଟ, ନାବାଳିକା ପ୍ରେମିକା ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କଲା ପୋଲିସ ଜାଣିବାକୁ ପାଇଛି। ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ବଲାଙ୍ଗିର ଯୁବକ ରଜତ କୁମାର ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ପୋଲିସର ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି ଯେ, ତାଙ୍କ…

ବର୍ଷା ଆସିଲା ଚିନ୍ତା ବଢାଇଲା ବଳିଆପଣ୍ଡା ଡମ୍ପିଂୟାର୍ଡ, ସ୍ଥାନୀୟ ପ୍ରଶାସନ ନିରବ!

ପୁରୀ: ଶ୍ରୀକ୍ଷେତ୍ରବାସୀଙ୍କୁ ଅଡୁଆ କଲାଣି ବଳିଆପଣ୍ଡା ସ୍ଥିତ ଡମ୍ପିଂୟାର୍ଡ ବା ଅଳିଆ ଗଦା । ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରେ ଥିବା ଅଳିଆ ଗଦା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି। ଡମ୍ପିଂଆର୍ଡଟି ଗତ ୧୫ରୁ ୨୦ ବର୍ଷ ହେଲା ଏକ ପ୍ରମୁଖ ପ୍ରଦୂଷଣର କାରଣ…

ରାସ୍ତାକଡରେ ନବଜାତକୁ ଛାଡି ଦେଇ ପଳାଇଲା ମା’, ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଜଣେ ମହିଳା ଏକ ନବଜାତ ଶିଶୁପୁତ୍ରକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଚାଇଲ୍ଡ ଲାଇନ୍ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଅନ୍ୟ ଜଣେ ମହିଳା ଶିଶୁଟିକୁ ସାଙ୍ଗରେ ନେଇ ଯାଉଥିବା ବେଳେ ସହିଦ ନଗର ଥାନା ପୁଲିସ ଶିଶୁଟିକୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ,…

ବାସପୋଯୋଗୀ ଘରକୁ ବ୍ୟବସାୟ ପାଇଁ ବ୍ୟବହାର କରୁଛନ୍ତି କି ? ଚେତାବନୀ ଦେଲା ବିଏମସି

ଭୁବନେଶ୍ୱର: ରହିବା ପାଇଁ ବାସପୋଯୋଗୀ ଘର, ହେଲେ ବ୍ୟବସାୟ ପାଇଁ କରୁଛନ୍ତି ବ୍ୟବହାର । ଏଭଳି କରୁଥିଲେ ସାବଧାନ ହୋଇ ଯାଆନ୍ତୁ । ବାସପୋଯୋଗୀ ଘରକୁ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ ବିଏମସି କମର୍ସିଆଲ୍ ହୋଲ୍ଡିଂ ଟିକସ ଆଦୟ କରିବ । ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା…

ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର, ବେକରେ ରହିଛି କଟା ଦାଗ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ନିଖିଳ ନଗର ବସ୍ତିରେ ଗୁରୁବାର ଜଣେ ଯୁକ୍ତ ଦୁଇ ଛାତ୍ରୀ ହତ୍ୟାର ଶିକାର ହୋଇଛି। ମୃତ ଦେହ ଜବତ ହେବା ବେଳେ ଛାତ୍ରୀର ବେକରେ କଟା ଚିହ୍ନ ରହିଥିବାରୁ ହତ୍ୟା ବୋଲି ସନ୍ଦେହ କରାଯାଉଛି। ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଯୁକ୍ତ ଦୁଇ…

ଭୁବନେଶ୍ୱରରୁ ଗିରଫ ହେଲେ ଦୁଇ ଜିଏସଟି ଠକ

ଭୁବନେଶ୍ୱର: ନକଲି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଜିଏସଟିର ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଜିଜିଆଇ) ଦୁଇ ଜିଏସଟି ଠକକୁ ଗିରଫ କରିଛି। ଏହି ଦୁଇ ଠକ ଦିଲ୍ଲୀ ବାହାରେ ଜିଏସଟି ଠକେଇ କରି ସାରି ଭୁବନେଶ୍ୱରରେ ରହୁଥିଲେ। ଜିଏସଟିର…

ସମୀର ମହାନ୍ତିଙ୍କୁ ନୂଆ ନିଯୁକ୍ତି ଦେଲା ବିଜେପି

ନୂଆଦିଲ୍ଲୀ: ଓଡ଼ିଶା ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଜାତୀୟ କାର୍ଯ୍ୟକାରିଣୀ କମିଟିରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିଯୁକ୍ତି ସମ୍ପର୍କରେ ଦଳ…

୯୦୦ ମତ୍ସ୍ୟଜୀବୀଙ୍କ ନାଁରେ ଜାଲିଆତି ଅଭିଯୋଗ

ପୁରୀ: ମତ୍ସ୍ୟଜୀବୀଙ୍କ ନାଁରେ ଜାଲିଆତି । ଡଙ୍ଗା, ଇଞ୍ଜିନ୍, ଜାଲ ଆଦି କିଣିବା ପାଇଁ ଋଣ କରାଯାଇଛି ହେଲେ ମତ୍ସ୍ୟଜୀବୀ କିଛି ଜାଣି ନାହାନ୍ତି । ୨୦୧୩ ମସିହାରୁ ଏଭଳି ହୋଇଥିବା ଅଭିଯୋଗ କରିଛି ସାଗରପୁତ୍ର ମତ୍ସ୍ୟଜୀବୀ ସୋସାଇଟି । ପ୍ରାୟ ୯୦୦ ମତ୍ସ୍ୟଜୀବୀଙ୍କ ନାଁରେ ଏଭଳି ଋଣ ଜାଲିଆତି…