Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି, ଏବେ ମିଳିବ ଏକ ହଜାର ଟଙ୍କା

ଭୁବନେଶ୍ଵର: ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର । ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ । ଏହି ବର୍ଦ୍ଧିତ ପେନସନ…

କଂଗ୍ରେସରୁ ହାତ ଟିକେଟ ପାଇଁ ବଢ଼ୁଛି କି ଆଶାୟୀଙ୍କ ସଂଖ୍ୟା?

ଭୁବନେଶ୍ୱର:ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଯାହା ପାଇଁ ସବୁ ରାଜନୈତିକ ଶିବିରରେ ଏବେ ଟିକେଟ କାହାକୁ ଦିଆଯିବ ସେ ନେଇ ଏବେ ଦଳର ସୁପ୍ରିମୋଙ୍କ ପାଖରେ ଲାଗୁଛି ଲମ୍ବା ଲାଇନ। ରାଜ୍ୟରେ ବିଜେପି ଓ ବିଜେଡିକୁ ବାଦ୍ ଦେଲେ କଂଗ୍ରେସରୁ ଟିକେଟ ପାଇବା ପାଇଁ…

ଉଦଘାଟନର ଚାରି ମାସ ବି ପୁରିନି, ଦବିଗଲା ବିଜୁ ଏକ୍ସପ୍ରେସ ସେତୁ

ନୂଆପଡା: ପୂର୍ତ୍ତ ବିଭାଗର ପିସି କାରବାରର ନଗ୍ନ ଚିତ୍ର । ଠିକାଦାର ର ମନମୁଖୀ କାର୍ଯ୍ୟ ସହ ତତ୍କାଳୀନ ଯନ୍ତ୍ରୀ ଙ୍କ ପିସି ଖିଆ ମନୋଭାବ ଯୋଗୁଁ ମାତ୍ର ଛଅ ମାସ ମଧ୍ୟରେ ଦବିଗଲା କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ଏକ୍ସପ୍ରେସ ସେତୁ । ମୁଖ୍ୟମନ୍ତ୍ରୀ ଆସି ଉଦଘାଟନ କରିବେ ବୋଲି ତରବରିଆ…

ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ; ମାଡ଼ିବସିଲା ଭିଜିଲାନ୍ସ

କେନ୍ଦ୍ରାପଡା: ପିଲାମାନଙ୍କୁ ନୈତିକତା, ବୌଦ୍ଧିକ ଶିକ୍ଷା ଦେଉଥିବା ଶିକ୍ଷକ ଯଦି ଭୁଲ କରେ ତେବେ କହିବ ବା କାହାକୁ । ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ୫ହଜାର ଟଙ୍କା…

ଜଣେ ନାବାଳକ ସହ ୪ ଜୀବନ ନେଲା ଇଟା ଭାଟି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଧୀନ କମଲାଙ୍ଗ ଗାଁ ଇଟାଭାଟିରେ ଅଭାବନୀୟ ଘଟଣା । ଇଟାଭାଟିରେ ନିଆଁ ଲଗାଇ ତା’ ଉପରେ ଶୋଇଥିଲେ। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଜଣଙ୍କ ଜୀବନ। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ତାଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି।…

ହାତ ଧରିଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର । ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ତଥା ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ସେ ଭୁବନେଶ୍ୱର ଆସି ହାତ ଧରିଛନ୍ତି । କଂଗ୍ରେସରେ ମିଶିବା ପରେ…

କାମରେ ଆସୁନି ଆଦିବାସୀ ସଂଗ୍ରହାଳୟ, ବ୍ୟବସାୟୀ କରଣ କରାଯାଇ ନଷ୍ଟ କରାଯାଉଥିବା ଅଭିଯୋଗ …

ନବରଙ୍ଗପୁର: ସାରା ରାଜ୍ୟରେ ଆଦିବାସୀ ଜନଜାତିଙ୍କ ବ୍ୟବହୃତ ଜିନିଷ, ସେମାନଙ୍କ ରହିବା ଶୈଳି ଆଦି ବିଷୟରେ ଜଣିବା ପାଇଁ ନିର୍ମାଣ କରାଯାଇଥିଲା ଆଦିବାସୀ ସଂଗ୍ରହାଳୟ । କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ଖତ ଖାଉଛି ଏହି ଆଦିବାସୀ ସଂଗ୍ରହାଳୟ । ଯେଉଁ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା ସେଥିପାଇଁ…

ବିଧାୟିକା ଭି ସୁଜ୍ଞାନୀ ଦେଓଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ପରଲୋକରେ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ ଦେଓ । ଗତ କିଛି ଦିନ ହେବ ସେ ଗୁରୁତର ହୋଇପଡିବାରୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବିଳମ୍ବିତ ରାତି ୧୨ଟା ୪୪ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି । ବିଧାୟିକା ଭି.…

ଓଡ଼ିଶାର ସର୍ବବୃହତ ଘରୋଇ କ୍ରିକେଟ କୋଚିଂ ସେଣ୍ଟର ଖୋଲିବେ ରବି ଶାସ୍ତ୍ରୀ

କଟକ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓଡ଼ିଶାରେ ଏକ କ୍ରିକେଟ୍ କୋଚିଂ ସେଣ୍ଟର ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମହତ୍ତ୍ୱାକାଂକ୍ଷୀ କୋଚିଂ ସେଣ୍ଟର ଦେଶର ପୂର୍ବାଞ୍ଚଳର ସର୍ବବୃହତ ଘରୋଇ କ୍ରିକେଟ୍ କୋଚିଂ…

ଆଜି ମହାପ୍ରଭୁଙ୍କ ପଦ୍ମ ବେଶ ନୀତି, ବିଶାଳ ପଦ୍ମକେଶରରେ ଶୋଭାପାଇବ କଳାଶ୍ରୀମୁଖ

ପୁରୀ: ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। ଖାସ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମ ବେଶରେ ସଜ୍ଜିତ କରାଯାଏ। ଏ ବର୍ଷର ଏହି…