Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଦଳିଲା ହାଇସ୍କୁଲ ୟୁନିଫର୍ମ, ଡ୍ରେସରେ ରହିବ ‘ଆମେ ଗଢିବୁ ନୂଆ ଓଡିଶା’ ଲୋଗୋ

ଭୁବନେଶ୍ୱର: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିଲା। ଏଣିକି ଚେକ୍ ସାର୍ଟ ଓ ଫୁଲ୍ ଫ୍ୟାଣ୍ଟରେ ସ୍କୁଲ୍ ଆସିବେ ଛାତ୍ର। ଛାତ୍ରୀଙ୍କ ଲାଗି…

ପୁଣି ବିଜେଡିକୁ ଘେରିଲେ ସାଂସଦ, କହିଲେ ଏପରି ସରକାରକୁ ନେଇ ଆମେ ଲଜ୍ଜିତ

ଭୁବନେଶ୍ୱର:5ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପୁଣି ସରକାରଙ୍କୁ ଘେରିଲା ବିଜେପି । ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ଦଳୀୟ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ଉପସ୍ଥିତ ରହିବା ଏବଂ ସମ୍ବୋଧନ ଦେବା ହାସ୍ୟସ୍ପଦ ବୋଲି ସେ…

ଟ୍ରେନ ଧକ୍କାରେ ୧୦ଫୁଟ ତଳକୁ ଛିଟିକି ପଡ଼ିଲା ମାଈହାତୀ; ଛଟପଟ ହୋଇ ଚାଲିଗଲା ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଧକ୍କାରେ  ମାଈ ହାତୀର ମୃତ୍ୟୁ  । ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ହାତୀପଲ ରେଳ ଲାଇନ୍ ପାରି ହେଉଥିଲା ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ । ମାଈ ହାତୀ ଆମ୍ବଧରା ନାଳ ଏବଂ…

ଯୁକ୍ତ ଦୁଇ ନାମଲେଖା ପାଇଁ ହ୍ୱାଟ୍ସଆପ୍‌ରେ ଇଣ୍ଟିମେସନ୍

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ହ୍ୱାଟସ୍ଆପ୍‌ ଇଣ୍ଟିମେସନ୍ ଗ୍ରହଣ କରାଯିବ। ଅନେକ ସମୟରେ ବୈଷୟିକ ସମସ୍ୟା ଯୋଗୁଁ ଇଣ୍ଟିମେସନ୍ ଲେଟର ଡାଉନଲୋଡ କରିବାରେ ସମସ୍ୟା ଦେଖାଦେଉଛି। ଏହି ସମସ୍ୟାକୁ ମୁକାବିଲା କରିବା ପାଇଁ ସାମ୍‌ସ ପକ୍ଷରୁ ଛାତ୍ରଛାତ୍ରୀଙ୍କ ହ୍ୱାଟ୍ସଆପକୁ ଇଣ୍ଟିମେସନ୍…

ଗାଡି ଭିତରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରେ ଅବକାରୀ ଅଧିକାରୀମାନେ ଏକ ବଡ଼ ଧରଣର ନିଶା କାରବାର ରାକେଟର ପର୍ଦ୍ଦାଫାସ କରି ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ସୋମବାର ଜଣଙ୍କୁ ଗିରଫ କରିଛନ୍ତି। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ବ୍ରିଜ୍ ନିକଟରେ ପାଟ୍ରୋଲିଂ କରୁଥିବା ଅବକାରୀ ବିଭାଗର ଏକ…

ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା, ପ୍ରତ୍ୟେକ ଗାଁର ବିକାଶରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ଓଡିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାପା ପୁଅ ଓ ଝିଅ ଅବହେଳିତ, ଘର ଆଗରେ ଜମା ହୋଇଛି ଘାସ

କଟକ: ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବଡ଼ଭାଇ ଜର୍ଜ ପଟ୍ଟନାୟକଙ୍କ ପୁଅ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ଓ ଭଉଣୀ ଅବହେଳିତ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମସ୍ଥାନକୁ ଲାଗି ରହିଥିବା କଟକରେ ଜରାଜୀର୍ଣ୍ଣ ଅବସ୍ଥାରେ ଆନନ୍ଦ ଭବନକୁ ଲାଗି ଥିବା କୋଠାକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ…

ଆରପାରିରେ ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ

ଭୁବନେଶ୍ୱର: ଆରପାରିରେ ଓଡ଼ିଆ ଫିଲ୍ମ, ଯାତ୍ରା ଓ ଧାରାବାହିକର ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ । ରବିବାର ଏକ ମୋଟର ସାଇକେଲ ଦୁର୍ଘଟଣାର ଶିକାର ହୋଇ କଟକସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ପରଲୋକ ଘଟିଛି । ତୃପ୍ତି…

ତିନି ମାସ ମଧ୍ୟରେ ଫ୍ଲାଟ ପଞ୍ଜିକରଣ ନିୟମ ତିଆରି କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଆପାର୍ଟମେଣ୍ଟ ମାଲିକାନା ଏବଂ ପରିଚାଳନା ଅଧିନିୟମ ଲାଗୁ କରିବା ପାଇଁ ସରକାର ପ୍ରଥମେ ଫ୍ଲାଟ ପଞ୍ଜିକରଣ ନିୟମ ପ୍ରଣୟନ କରିବା ଆବଶ୍ୟକ। ନହେଲେ ଆପାର୍ଟମେଣ୍ଟ ଓ ଫ୍ଲାଟ୍ ବିକ୍ରି ଉପରେ କଟକଣା ଜାରି ରହିବ। ଓଡ଼ିଶା ହାଇକୋର୍ଟ ରେରା ଅଧ୍ୟାଦେଶ ପ୍ରସଙ୍ଗରେ ଶୁଣାଣି ବେଳେ ଏହା କହିଛନ୍ତି।…

ବାହାନଗା ଟ୍ରେନ ଦୁର୍ଘଟଣା: ଆଉ ଦୁଇ ଅଧିକାରୀଙ୍କୁ ଚନ୍ଦକା ଥାନାରେ ସିବିଆଇର ଜେରା

ବାଲେଶ୍ୱର: ବାହାନଗା ଷ୍ଟେସନରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ମାମଲାରେ ସୋମବାର ସିବିଆଇ ଭାରତୀୟ ରେଳବାଇର ଆଉ ଦୁଇ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି। ନାମ ଉଲ୍ଲେଖ ନଥିବା ଏହି ଦୁଇ କର୍ମଚାରୀଙ୍କୁ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନାରେ ଡକାଇ ସିବିଆଇ ଅଧିକାରୀଙ୍କ ଏକ ଟିମ୍…