Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌, ଆସ୍ଥା ସ୍ପେଶାଲରେ ଅଯୋଧ୍ୟା ଗଲେ ୧୪ଶହ ରାମ ଭକ୍ତ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌ । ରାମଲଲାଙ୍କ ଦର୍ଶନ ପାଇଁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌ । ଆସ୍ଥା ସ୍ପେଶାଲରେ ଅଯୋଧ୍ୟା ଯାଉଛନ୍ତି ୧୪ଶହ ରାମ ଭକ୍ତ । ଭୁବନେଶ୍ୱରରୁ ସିଧାସଳଖ ଏହି ଟ୍ରେନ ଅଯୋଧ୍ୟା ଯାଉଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା…

ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ, ୩ ଦିନ ଚାଲିବ ‘ଭାରତ ଯୋଡ ନ୍ୟାୟ ଯାତ୍ରା’

ଭୁବନେଶ୍ବର: ଆଜି ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସର 'ଭାରତ ଯୋଡ ନ୍ୟାୟ ଯାତ୍ରା' । ମଣିପୁରରୁ ବାହାରିଥିବା 'ଭାରତ ଯୋଡ ନ୍ୟାୟ ଯାତ୍ରା' ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ପହଞ୍ଚିବ । ଜିଲ୍ଲାର ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯିବ । ଏହାପରେ ସୁନ୍ଦରଗଡ଼ ଓ…

ଉଦଯାପିତ ହେଲା ଆଦିବାସୀ ମେଳା, ୧୧ ଦିନରେ ବୁଲିଲେ ୧୦ଲକ୍ଷରୁ ଅଧିକ ଦର୍ଶକ

ଭୁବନେଶ୍ବର: ୧୧ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଉଦଯାପିତ ହୋଇଛି। ଓଡ଼ିଶାର ଆଦିବାସୀ ଜୀବନ, ଭାଷା, କୃଷି ସମୃଦ୍ଧି, ଆଦିବାସୀ ମହିଳା ସଶକ୍ତୀକରଣ, ସାଂସ୍କୃତିକ ପ୍ରୋତ୍ସାହନ ଓ ସଂରକ୍ଷଣ, ଜୀବିକା ଓ ରୋଜଗାର ସୁଯୋଗକୁ ନେଇ ଆଦିବାସୀ ମେଳା ଆୟୋଜିତ ହୋଇଥିଲା। ଏହା ଭୁବନେଶ୍ବର…

ସରିଲା ଓଡ଼ିଆ ଭାଷା ମହାକୁମ୍ଭ: ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ବ ଓଡିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଉଦ୍‌ଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ, ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ…

ବ୍ୟବସାୟୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା ସନ୍ଦେହ

ଢେଙ୍କାନାଳ: ପ୍ରତିଷ୍ଠିତ ବ୍ୟବସାୟୀ ବଳରାମ ସାହୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର। ସେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜି ସନ୍ଧ୍ୟାରେ କାଲଟ୍ୟାକ୍ସ ଛକ ସ୍ଥିତ ଘର ସମ୍ମୁଖରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ ପହଞ୍ଚି ରକ୍ତ…

ହର୍ଷ ଉଲ୍ଲାସର ସହ ଉଦଯାପିତ ହେଲା ଖଡ଼ିଆଳ ମହୋତ୍ସବ

ଖଡ଼ିଆଳ:ଉଦଯାପିତ ହୋଇଯାଇଛି ଖଡ଼ିଆଳ ମହୋତ୍ସବ। ଗଡ଼ଜାତ ଅମଳର ସର୍ବପୁରତାନ ଐତିହାସିକ କଳା ସାହିତ୍ୟ ସଂସ୍କୃତି ସମ୍ପନ୍ନ ଖଡ଼ିଆଳ ସହରର ୧୮ତମ ଲୋକ ମହୋତ୍ସବର ଉଦଯାପନି ସନ୍ଧ୍ୟାରେ ବେଶ୍ ଧୁମ୍ ଧାମରେ ପାଳିତ ହୋଇଛି। ମହୋତ୍ସବ ପଡିଆରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବଲିଉଡ…

କାହା ପକ୍ଷରେ ରାଜ୍ୟପାଳ? ରଘୁବରଙ୍କ ମୁଁହରେ ସରକାରଙ୍କ ଗୁଣଗାନ, ବିରୋଧି ଅସନ୍ତୋଷ

ଭୁବନେଶ୍ୱର: ସୋମବାର ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଷୋଡ଼ଶ ବିଧାନସଭାର ପ୍ରଥମ ଦିନରୁ ହାଇ ଡ୍ରାମା ମଧ୍ୟରେ ଆରମ୍ଭ ହୋଇଥିଲା ଅଧିବେଶନ। ଗୋଟେ ପଟେ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୁଚାଇ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ…

ଡକ୍ଟର ବି ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ 

ଭୁବନେଶ୍ବର: ଭାରତୀୟ ସମ୍ବିଧାନର ଜନକଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ। ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ନବନିର୍ମିତ ବରମୁଣ୍ଡାର ବସଷ୍ଟାଣ୍ଡ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି…

ଉଦଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍

ଭୁବନେଶ୍ୱର: ଉଦ୍‌ଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ । ଜିଏମ୍ ସାୟନ୍ତନ ଦାସ  ସର୍ବାଧିକ ପଏଣ୍ଟ ରଖି ଚାମ୍ପିଅନ ହୋଇଥିବା ବେଳେ ଜିଏମ୍ ଦୀପ୍ତାୟନ ଘୋଷ ରନର୍ସ ଅପ୍ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍ ସଂଘ ସଭାପତି ଡ. ସଂଜୟ କପୁର ମୁଖ୍ୟ…

ବଜେଟ୍ ଅଧିବେଶନ: ରାଜ୍ୟ ସରକାରଙ୍କ ଉପଲବ୍ଧି ଉପସ୍ଥାପନା କଲେ ରାଜ୍ୟପାଳ 

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଆରମ୍ଭରୁ ହିଁ ବେଶ୍ ସରଗରମ ହୋଇଛି ଗୃହ। ଅଧିବେସନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ ରଘୁବର ଦାସ। ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ…