Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଜେଟ୍ ଅଧିବେଶନ ପାଇଁ ବିଧାନସଭା ଚାରିପଟେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ବିଧାନସଭାକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି। ରବିବାର ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କ କହିବାନୁଯାୟୀ, ଏହି ସୁରକ୍ଷା…

ଓଡ଼ିଆ ଭାଷା ଆଇନ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଭାଷା ଆଇନ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥଙ୍କ ସମ୍ପାଦିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୮ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଆଇନର ଇତିହାସକୁ…

ସ୍ତ୍ରୀକୁ ଛୁରାମାଡ଼ କରି ଫେରାର ହୋଇଗଲେ ସ୍ୱାମୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନାଡି ସାହି ଗାଁରେ ପତ୍ନୀଙ୍କ ସହ ଗଣ୍ଡଗୋଳ ପରେ ସ୍ୱାମୀ ଧାରୁଆ ଅସ୍ତ୍ରରେ ଛୁରା ମାଡ଼ କରିଛି। ଏବେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ପୀଡ଼ିତା ବାସନ୍ତୀ ବେହେରାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା…

ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ ବୁଲେଟିନରେ କୁହାଯାଇଛି ଯେ ରାଜ୍ୟରେ ପାଗ ଶୁଖିଲା ରହିବାର ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ଘନରୁ ମଧ୍ୟମ ଧରଣର କୁହୁଡ଼ି…

ବଡ଼ପଣିଆ ପାଇଁ ମନେ ରହିବେ ଏହି ଅଟୋ ଡ୍ରାଇଭର ଜଣଙ୍କ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଜଣେ ଅଟୋ ରିକ୍ସା ଚାଳକ ନିଜ ଗାଡ଼ିରେ ଭୁଲି ଯାଇଥିବା ଜଣେ ମହିଳାଙ୍କୁ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସମେତ ମୂଲ୍ୟବାନ ବ୍ୟାଗ୍ ଫେରାଇ ଦେବା ପରେ ନିଜ ସଚ୍ଚୋଟତା ଓ ବଡ ପଣିଆ ପାଇଁ ପ୍ରଶଂସା ସାଉଁଟିଛନ୍ତି। ଡ୍ରାଇଭର ଇନାୟତ ଖାଁ ଙ୍କ କହିବା ଅନୁଯାୟୀ,…

ଓଡ଼ିଶାରେ ବ୍ୟାଙ୍କ ଠକେଇ: ୬ ଗ୍ରାହକ ହରାଇଲେ ୮୫ ଲକ୍ଷରୁ ଅଧିକ ଟଙ୍କା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସିଙ୍ଗିରି ବଜାରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ ଶାଖାର ୬ ଜଣ ଗ୍ରାହକ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଜାଣତରେ କିମ୍ବା ସମ୍ମତି ବିନା ସେମାନଙ୍କ ଆକାଉଣ୍ଟରୁ ୮୫ ଲକ୍ଷରୁ ଅଧିକ ଟଙ୍କା ଉଠାଯାଇଛି। ଗତ ଜାନୁଆରି ୨୦ ତାରିଖରେ ବନ୍ଧ ସାହି ବିଲିକଣା ପଡ଼ାର…

ଶିକାରୀ ଫାଶରେ ପଡ଼ି କଲରାପତରିଆର ମୃତ୍ୟୁ

ଅନୁଗୋଳ: ଜଙ୍ଗଲରୁ ମିଳିଲା କଲରାପତରିଆ ବାଘର ମୃତଦେହ । ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅନ୍ତର୍ଗତ ମିଣ୍ଡୋଳ ଗାଁ ମଠ ନିକଟସ୍ଥ କାଜୁ ବଗିଚା ପରିସରରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଶିକାରୀ ଦ୍ଵାରା ବିଛା ଯାଇଥିବା…

କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ନକ୍ସଲ, ଜଣେ ନକ୍ସଲ ନିହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମ୍ବିରୀକିଆ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ବେଳେ ମୁହାଁମୁହିଁ ହୋଇଛନ୍ତି ଉଭୟ ସୁରକ୍ଷାକର୍ମୀ ଓ ନକ୍ସଲ । ଉଭୟଙ୍କ ପକ୍ଷରୁ ଗୁଳିଚାଳନା ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଛି ।…

ଆସନ୍ତାକାଲି ଷୋଡ଼ଶ ବିଧାନସଭାର ୧୫ତମ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡଶ ବିଧାନସଭାର ୧୫ତମ ଅଧିବେଶନ । ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ । ମୁହାମୁହିଁ ହେବେ ଶାସକ ଓ ବିରୋଧୀ । ଅଧିବେଶନର ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଅନ୍ୟପଟେ ବିଧାନସଭାର ଶେଷ…

୨୦୨୭ ସୁଦ୍ଧା ଓଡ଼ିଶା ହେବ କୁଷ୍ଠ ମୁକ୍ତ ରାଜ୍ୟ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ୨୦୨୭ ସୁଦ୍ଧା ଓଡ଼ିଶା ହେବ କୁଷ୍ଠରୋଗ ମୁକ୍ତ। ଯାହା SDG ୨୦୩୦ ପାଇବାରେ ସହାୟକ ହେବ। NLEP ସମୀକ୍ଷାରେ ଏହି ରୋଡ଼ମ୍ୟାପ ସ୍ଥିର କରିଛି ସ୍ୱାସ୍ଥ୍ୟ ବିଭାଗ। ଏହି କ୍ରମରେ ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ…