Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଦ୍ୟୁତ ବଳକା ରାଜ୍ୟ ଓଡ଼ିଶା; ୟୁନିଟ୍ ପିଛା ୭୯ ପଇସା ଅଧିକ ଦେଉଛନ୍ତି ଉପଭୋକ୍ତା

ଭୁବନେଶ୍ୱର: ନିକଟରେ ପାଓ୍ବାର ଫାଇନାନ୍ସ କର୍ପୋରେସନର ଏକ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି ଯେ ଓଡ଼ିଶାରେ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୟୁନିଟ୍ ପିଛା ୭୯ ପଇସା ଅଧିକ ଆଦାୟ କରାଯାଉଛି। ସାରା ଦେଶରେ କାର୍ଯ୍ଯ କରୁଥିବା ସମସ୍ତ ୧୧୭ଟି ବିଦ୍ୟୁତ୍ ବିତରଣ କମ୍ପାନୀର ପ୍ରଦର୍ଶନକୁ ଆଧାର କରି…

ବ୍ରହ୍ମପୁରରେ ଦୁଇଟି ପୃଥକ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଘଟିଥିବା ଦୁଇଟି ପୃଥକ ଦୁଷ୍କର୍ମ ମାମଲାରେ ପୁଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି। ବ୍ରହ୍ମପୁର ନିକଟସ୍ଥ ହୁଗୁଳାପେଟାର ଜଣେ ବ୍ୟକ୍ତି ଗତ ୨୮ ତାରିଖରେ ଛଅ ବର୍ଷର ଶିଶୁକନ୍ୟାକୁ ଘର ଛାତ ଉପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ବୋଲି ଥାନା ଅଧିକାରୀ…

ଦଇତାପତି ନିଯୋଗର ଦାବି, ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ ହେଉ

ପୁରୀ: ଶ୍ରୀମନ୍ଦିରରେ ସେବାୟତଙ୍କ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସ୍ କୋଡ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଅନେକ ଭକ୍ତ ଠିକ୍ ଭାବେ ପୋଷାକ ପିନ୍ଧିନଥାନ୍ତି, ଯାହା ଜଗନ୍ନାଥ ସଂସ୍କୃତି ଓ ଅନ୍ୟ ଭକ୍ତଙ୍କ…

ବିଜେପି କମାଇଲା ବିଧାନସଭା ଆସନ ସଂଖ୍ୟା ଲକ୍ଷ୍ୟ; ବିଜେଡି, କଂଗ୍ରେସ ରଖିଲେ ଜବାବ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଦୃଢୋକ୍ତି ପ୍ରକାଶ କରିଛି ଯେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୮୦ଟି ବିଧାନସଭା ଓ ୧୮ଟି ଲୋକସଭା ଆସନରେ ବିଜେପି ବିଜୟୀ ହେବ। ଏହି ଦାବି କରିଛନ୍ତି ଦଳର ସାରସକଣା ବିଧାୟକ ବୁଧନ ମୁର୍ମୁ। ପୂର୍ବରୁ ଓଡ଼ିଶାରେ ବିଜେପି ଦୁର୍ବଳ ଥିଲେ…

ୟୁନିଅନ ବ୍ୟାଙ୍କ ଲୁଟେରାଙ୍କୁ ବାନ୍ଧିଲା ପୋଲିସ, ୬ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତାଳସାରୀସ୍ଥିତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଏପ୍ରିଲ୍ ମାସରେ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅମର କୁମାର ଦେ, ତପନ କୁମାର ଜେନା, ପପୁ ଦାସ, ସାନ୍ତନୁ ମାଇତି, ଗୌତମ ରାଉତ,…

ଜଟିଳ କର୍କଟ ରୋଗ ନିମନ୍ତେ ମହିଳାଙ୍କର ୧୧ ବର୍ଷରେ ୫ ଥର ଅସ୍ତ୍ରୋପଚାର

ଭୁବନେଶ୍ୱର: ଜଟିଳ କ୍ୟାନ୍ସର ରୋଗ “ରିଟ୍ରୋପେରିଟୋନିଆଲ୍ ଲିପୋସାର୍କୋମା” ରେ ପୀଡ଼ିତ ଥିବା ବୌଦ୍ଧ ଜିଲ୍ଲାର ଜଣେ ୩୮ ବର୍ଷୀୟ ମହିଳାଙ୍କର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ୫ମ ଥର ପାଇଁ ସମ୍‌ରେ ତାଙ୍କର ଏହି ସମସ୍ୟା…

କିଟ୍ ଓ କିସ୍ ପରିଦର୍ଶନ କଲେ ଏସିଆ ବିଶ୍ୱବିଦ୍ୟାଳୟର ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର: ଏସିଆ ବିଶ୍ୱବିଦ୍ୟାଳୟର ୫ ଜଣିଆ ପ୍ରତିନିଧି ମଣ୍ଡଳୀ ପ୍ରଫେସର ଡକ୍ଟର ୟିଙ୍ଗୁଇ ଚେନଙ୍କ ନେତୃତ୍ୱରେ କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି । ଦୁଇ ଦିନିଆ ଗସ୍ତ ସମୟରେ ପ୍ରତିନିଧି ମଣ୍ଡଳୀ କିଟରେ ରହିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଡକ୍ଟର ଚୁନ୍-ୱେଇ ରେମଲିନ୍, ଡକ୍ଟର…

୨ ରାଜ୍ୟ ଏକାଠି ବସିଲେ ମହାନଦୀ ବିବାଦର ସମାଧାନ ସମ୍ଭବ କହିଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖରା ଦିନେ ମହାନଦୀ ଶୁଖିଲା ପଡ଼ୁଛି । ବର୍ଷା ଦିନେ ଉଛୁଳୁଛି । ମହାନଦୀକୁ ନେଇ ମୁଣ୍ଡ ଟେକିଥିବା ବିବାଦର କେମିତି ହେବ ସମାଧାନ । ମାମଲା ଟ୍ରିବୁନାଲରେ ଗଡ଼ି ଚାଲିଥିବା ବେଳେ ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ୍. ସିଂହଦେଓ ମତ ରଖିଛନ୍ତି ।…

ଦରଦାମ ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ, ଫିଙ୍ଗିଲା ଟମାଟୋ

ଭୁବନେଶ୍ୱର: ଦରଦାମ ବଢ଼ୁଛି, ଆକ୍ରୋଶ ତେଜୁଛି । ରାଜ୍ୟରେ ପନିପରିବା ସହ ଅନ୍ୟ ସାମଗ୍ରୀର ଦର ବଢ଼ି ଚାଲିଛି । ପରିବା ବଜାରରେ କୌଣସି ବି ପନିପରିବା ଦର ଶହେ ତଳେ ନାହିଁ । ଯାହାକୁ ନେଇ ଜନ ଆକ୍ରୋଶ ବଢ଼ିଥିବା ବେଳେ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଓଡ଼ିଶା…

ଏମ୍‌ସ ଭୁବନେଶ୍ୱର ଏବଂ ଏସ୍‌ଭିନିର୍‌ତାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ପୁନର୍ବାସ କ୍ଷେତ୍ରରେ ବ୍ୟାପକ ଚିକିତ୍ସାସେବା ଯୋଗାଇ ଦେବା ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍‌ସ ଭୁବନେଶ୍ୱର ଏବଂ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ, ତାଲିମ, ଗବେଷଣା ଏବଂ ଶିକ୍ଷା କେନ୍ଦ୍ର(ଏସ୍‌ଭିନିର୍‌ତାର) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ…