Latest Odisha News

BREAKING NEWS

Browsing Category

ଓଡିଶା

Odisha

୫ ଶହ ଟଙ୍କା ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କ ବୈଠକ ଦେୟ, ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ହେବ ଲାଗୁ

ଭୁବନେଶ୍ବର: ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ବୃଦ୍ଧି । ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନ କର୍ମକର୍ତ୍ତାଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କାକୁ ବୃଦ୍ଧି କରାଯିବ । ଏଥିରେ ଉପକୃତ ହେବେ ୧ ଲକ୍ଷ ୨୬ ହଜାର ୧୦ ଜଣ କର୍ମକର୍ତ୍ତା । ୨୦୨୩ ଅକ୍ଟୋବର ମାସରୁ ପିଛିଲା…

ଜଙ୍ଗଲ ଭିତରେ ଚାଲିଥିଲା ଗଞ୍ଜେଇ ଚାଷ, ମାଡି ବସିଲା ବନବିଭାଗ

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ପୁଣି ବେଆଇନ ଅଫିମ ଚାଷ ଜମିରେ ମିଳିତ ଚଢ଼ାଉ କରିଛି ଅବକାରି ବିଭାଗ । ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳର ୩ଟି ସ୍ଥାନରେ ଚଢାଉକରି ୯ଲକ୍ଷ ୧୦ହଜାର ଅଫିମ ଗଛକୁ ଜାଳି ନଷ୍ଟ କରିଦେଇଛି ବନ ବିଭାଗ । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ…

ପୁଣି ଦିଲ୍ଲୀରୁ ଆସିଲା ଫୋନ୍, ଆଜି ବସିବ ଗୁରୁତ୍ଵପୁର୍ଣ୍ଣ ବୈଠକ

ଭୁବେନଶ୍ଵର: ହଠାତ୍ ଆସିଲା ଫୋନ । ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି, ନିର୍ବାଚନ ପ୍ରଭାରୀ ଓ ବରିଷ୍ଠ ନେତା । ଦିଲ୍ଲୀରେ ଆଜି ବସିବ ବିଜେପିର ଗୁରୁତ୍ଵପୁର୍ଣ୍ଣ ବୈଠକ । ସ୍ପଷ୍ଟ ହୋଇପାରେ ମେଣ୍ଟ ଚର୍ଚ୍ଚା । ପାଖରେ ଆଉ ସମୟ ନଥିବାରୁ ଆସନ୍ତାକାଲି ସୁଦ୍ଧା ବିଜେପି-ବିଜେଡି ମେଣ୍ଟ…

ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲ ଚାମ୍ପିୟନ୍ସ ଟ୍ରଫି ସିଜନ-୩, କ୍ରିକେଟପ୍ରେମୀଙ୍କୁ କରିବ ଆକୃଷ୍ଟ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲ ଚାମ୍ପିଅନ୍ସ ଟ୍ରଫିର ତୃତୀୟ ସଂସ୍କରଣ ପାଇଁ କ୍ରିକେଟ୍ ପ୍ରେମୀମାନେ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ନେଇ ସ୍କୁଲ ପରିସରରେ ଉତ୍ସାହ ଦେଖିବାକୁ ମିଳିଛି। ବହୁ ପ୍ରତୀକ୍ଷିତ ଖେଳାଳି ନିଲାମ ସହ ଏହି ରୋମାଞ୍ଚକର ଯାତ୍ରାର ଶୁଭାରମ୍ଭ…

ଆସନ ବୁଝାମଣାରେ ବାଧା, ଦୋଛକିରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନା

ସନ୍ଦୀପ ମିଶ୍ର ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସହ ମେଣ୍ଟ ସମ୍ଭାବନାକୁ ଭାରତୀୟ ଜନତା ପାର୍ଟି (ବିଜେପି)ର କିଛି ବରିଷ୍ଠ ନେତା ଗଣମାଧ୍ୟମ ସମ୍ମୁଖରେ ଅସ୍ୱୀକାର କରୁଛନ୍ତି। କିନ୍ତୁ ଆସନ ବୁଝାମଣାକୁ ନେଇ ରାଜ୍ୟ ରାଜନୀତିରେ ଯେଉଁ ସ୍ଥିତି ଉପୁଜିଛି ଏବଂ ତୃଣମୂଳସ୍ତରରୁ ଦଳୀୟ…

ଓଡ଼ିଶା କଂଗ୍ରେସ ପାଇଁ ୩ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କେନ୍ଦ୍ର କଂଗ୍ରେସ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ। ଏଆଇସିସିର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ରବିବାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଦଳର ନେତା ମୀନାକ୍ଷୀ ନଟରାଜନ, ହରକ ସିଂହ ରାୱତ ଏବଂ ପରଗତ ସିଂହଙ୍କୁ କଂଗ୍ରେସ ସଭାପତି…

ବିଜେଡି କରିନି କିନ୍ତୁ ସାଲେପୁର ଆସନ ପାଇଁ ପ୍ରତାପ ଜେନା ଘୋଷଣା କରିଦେଲେ ପ୍ରାର୍ଥୀ

ସାଲେପୁର: ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମାଳସାସନରେ ଏକ ସାଧାରଣ ସଭାରେ ଶ୍ରୀ ଜେନା ସାଲେପୁର ବିଧାନସଭା…

ଉଦଘାଟନ କରିବାକୁ ଯାଇ ଅପଦସ୍ତ ହେଲେ ବିଜେଡି ବିଧାୟକ ଅନନ୍ତ ଦାସ

ଭୋଗରାଇ: ନିର୍ବାଚନ ବେଳେ ନେତା ଏବେ ଗାଁରେ ଡେରା ପକାଇଛନ୍ତି। ରାଜଧାନୀ ଛାଡି ଲୋକଙ୍କ ସେବାରେ ସମର୍ପି ଦେବା ସହ ଲୋକଙ୍କ ଭଲ ମନ୍ଦ ବୁଝିବା ସହିତ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଭୋଗରାଇର ବିଜେଡି ବିଧାୟକ ଜାଣିନଥିଲେ ଯେ ତାଙ୍କୁ ତାଙ୍କ ଭୋଟରଙ୍କ ଦ୍ବାରା ଅପଦସ୍ତ ହେବାକୁ…

ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ, ଲୋକୋ ପାଇଲଟ ଆହତ

ରାୟଗଡ଼ା: ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେସନ ନିକଟରେ ରବିବାର ସାନ୍ଧ୍ୟାରେ ଏକ ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ସହିତ ୨ଟି ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟ ଆହତ ହୋଇଛନ୍ତି। ଅନ୍ୟ କୋଣସି…

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ସରିଲା ପ୍ରଥମ ବୈଠକ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଆକଳନ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ସରିଛି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ରତ୍ନାଳଙ୍କାରର ଆକଳନ ପାଇଁ ବୈଷୟିକ ସହାୟତା ନିଆଯିବ। ମଣତି ଓ ମରାମତି ପାଇଁ ରଥଯାତ୍ରା ପ୍ରକୃଷ୍ଟ ସମୟ। ସେପଟେ ହାଇକୋର୍ଟଙ୍କ…