Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଆଜିଠୁ ବଢ଼ିବ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ବଢ଼ିବ ବର୍ଷା ପରିମାଣ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପାଇଁ ଆଜି ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

ଗୌଡ଼ଗାଁରୁ ଖାଲି ହାତରେ ଫେରିଲା ପୋଲିସ: କୁଆଡେ ଗଲେ ଏସିଏଫ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ?

ଭୁବନେଶ୍ୱର:କୁଆଡେ ଗଲେ  ACF ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟା ଭାରତୀ ? ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରି ହେବା ପରେ ପୋଲିସ ତାଙ୍କୁ ଖୋଜୁଛି । ହେଲେ କାହିଁକି ପାଉନି ? ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କୋର୍ଟ ନିର୍ଦ୍ଦେଶ ପାଇବା ପରେ ପୁଣି ତତ୍ପରତା ଦେଖାଇଛି ପୋଲିସ ।…

ସାମ୍ନାକୁ ଆସିଲା ବାହାନଗା ଟ୍ରେନ ଟ୍ରାଜେଡି ପଛର ସାଂଘାତିକ ତଥ୍ୟ; ଦୁର୍ଘଟଣା ପଛରେ ରହିଛି ଏକାଧିକ ତ୍ରୁଟି

ଭୁବନେଶ୍ୱର: ସାମ୍ନାକୁ ଆସିଲା ବାହାନଗା ଟ୍ରେନ ଦୁର୍ଘଟଣା ପଛର ସାଂଘାତିକ ତଥ୍ୟ । ରିପୋର୍ଟ ଦେଲେ ରେଲୱେ ସୁରକ୍ଷା କମିଶନ (CRS )। ଦୁର୍ଘଟଣା ପଛରେ ରହିଛି ବଡ ଧରଣ ତ୍ରୁଟି । ସିଗନାଲିଂ ଏବଂ ଦୂରସଞ୍ଚାର ବିଭାଗର ତ୍ରୁଟି ପାଇଁ ଘଟିଗଲା ଏତେ ବଡ଼ ଟ୍ରେନ ଦୁର୍ଘଟଣା । ରିପୋର୍ଟରେ ଦୁର୍ଘଟଣା…

ପୋଖରୀ ହୁଡ଼ା ରେ ଦୁର୍ବିସହ ଜୀବନ, ହିତାଧିକାରୀଙ୍କ ପାଇଁ ଆବାସ ଯୋଜନା ସାତସପନ

ଖଡ଼ିଆଳ: ମୁଣ୍ଡ ଉପରେ ଛାତ ଘର, ଖରା ବରଷା କୁ ନାହିଁ ଡ଼ର । ସରକାରଙ୍କ ଏହି ନାରା ଏବେ ପାଣିର ଗାର ସଦୃଶ । ଆବାସ ଯୋଜନା ହେଉ କିମ୍ବା ବିଜୁ ପକ୍କା ଘର, ଗରିବଙ୍କ ପାଇଁ ଅନେକ କଲ୍ୟାଣ କାରୀ ଯୋଜନା ହୋଇଥିଲେ ମଧ୍ୟ ସ୍ଥାନୀୟ ଜନ ପ୍ରତିନିଧି ତଥା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏସବୁ ରୁ ବଞ୍ଚିତ…

ଡାକ୍ତରଖାନା ଭିତର ଡ୍ରେନ କଡ଼ରେ ପ୍ରସବ, ମୃତ ଶିଶୁପୁତ୍ର ଜନ୍ମ

ମୟୂରଭଞ୍ଜ: ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଡାଇରିଆ ରୋଗରେ ଆକ୍ରାନ୍ତ ରୋଗୀ। ହେଲେ ଘଟିଗଲା ଅଘଟଣ। ହଠାତ୍ ମହିଳା ଜଣକ ଡାଇରିଆ ୱାର୍ଡ ବାହାରେ ଥିବା ଡ୍ରେନ ନିକଟରେ ଜନ୍ମ ଦେଲେ ଏକ ମୃତ ଶିଶୁ ପୁତ୍ର। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ। ଶରତ ଥାନା…

ଭୁବନେଶ୍ବର ମଧ୍ୟ ବିଧାୟକଙ୍କ ବିରୋଧରେ ସକ୍ରିୟ ହେଉଛନ୍ତି ସ୍ଥାନୀୟ ନେତା!

ଭୁବନେଶ୍ୱର: ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପାଇଁ ଆଗାମୀ ବିଧାନସଭା ନିର୍ବାଚନ ଚ୍ୟାଲେଞ୍ଜ ହେବାକୁ ଯାଉଛି । କାରଣ ତାଙ୍କ ପ୍ରତିପକ୍ଷଠୁ ଯେତିକି ଆହ୍ବାନ ନାହିଁ ତାଠୁ ଅଧିକ ଆହ୍ବାନ ରହିଛି ଦଳୀୟ ନେତା ବା ପୂର୍ବତନ କର୍ପୋରେଟରଙ୍କଠୁ। ଯେଉଁମାନେ କି ୨୦୨୨ ମହାନଗର ନିଗମ…

ହୋଟେଲ ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଜଟଣି: ସୋମବାର ସକାଳେ ଜଟଣୀର ସୀତାରାମ ଛକରେ ଥିବା ଏକ ହୋଟେଲ ରୁମରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହୋଟେଲ ରେଜିଷ୍ଟରରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଆସିଲୋ ଗାଁର ରଶ୍ମିତା ଜେନା ନାମକ ଜଣେ ଯୁବତୀ ନିଜର ପରିଚୟ ଦେଇ ହୋଟେଲରେ ରହିଥିଲେ। ତାଙ୍କ ସହ…

ଆଇଏଏସ ସ୍ତରରେ ଛୋଟ ଅଦଳ ବଦଳ, ଯାମିନୀ ଷଡ଼ଙ୍ଗୀ ହେଲେ ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏକ ଛୋଟିଆ ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି। ଆଇଏଏସ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ (ଓଏଭିଏସ୍)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୨୦୦୮ ବ୍ୟାଚର ଏହି ଆଇଏଏସ୍ ଅଧିକାରୀ ସାଧାରଣ ପ୍ରଶାସନ ଓ…

ମୟୂରଭଞ୍ଜରେ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଜବତ, ଦୁଇ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ଏକ ୟୁନିଟକୁ ଠାବ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ମୟୂରଭଞ୍ଜ ଏସପି ବାତୁଳ ଗଙ୍ଗାଧର କହିଛନ୍ତି, ନିକଟରେ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଶିକାରୀମାନେ ଜଣେ…

ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କଠୁ ଚୋରି, ଗିରଫ ହେଲେ ୮୭ ଲୁଟେରା

ପୁରୀ: ରଥଯାତ୍ରାରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ମୋବାଇଲ ଓ ମନିପର୍ସ ଲୁଟପାଟ୍ କରିଥିବା ୮୭ଜଣ ଲୁଟେରାଙ୍କୁ ପୁରୀ ପୁଲିସ ଗିରଫ କରିଛି। ଏମାନଙ୍କ ଠାରୁ ୧୨୩ଟି ମୋବାଇଲଫୋନ୍ ଜବତ ହୋଇଛି। ଏନେଇ ସୋମବାର ଟାଉନ ଥାନା ଡିଏସ୍‌ପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି। ରଥଯାତ୍ରାରେ…