Latest Odisha News

BREAKING NEWS

Browsing Category

ଓଡିଶା

Odisha

ନେତାଙ୍କ ଘର ବାହୁଡା: ଦଳକୁ ଫେରିଲେ ୩ କଂଗ୍ରେସ ନେତା

ଭୁବନେଶ୍ଵର: ଘରକୁ ଫେରିଲେ ଦୁଇ ବରିଷ୍ଠ କଂଗ୍ରେସ ନେତା । ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ହଟିଲା ନିଲମ୍ବନ । ଉଭୟଙ୍କ ନିଲମ୍ବନ ହଟିବା ନେଇ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ସୂଚନା । ଏଥିସହ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ପୁଣିଥରେ ଦଳକୁ…

ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଗଲେ ରୋଗୀ

ଭବାନୀପାଟଣା: ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜରେ ନିଆଁ ଲାଗିଯାଇଛି । ରାତି ପ୍ରାୟ ୧୨ଟା ବେଳେ ସ୍ତ୍ରୀ ପ୍ରସୂତି ଓ ଶିଶୁ ବିଭାଗ ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଥିଲା । ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ବୌଦ୍ଧ: ପୁଣି ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୋଲିସର ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଗୋଟିଏ ମାଓ…

ପରଲୋକରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ରାଜ୍ୟ ବିଜେପିର ଶୋକ

କଟକ: ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ । ଆଜି ୭୬ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କିଛି ଦିନ ହେବ ଅସୁସ୍ଥତା କାରଣରୁ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସାମ୍ୱାଦିକତା ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର…

ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ଲାଗିଛି ମୋହର  

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ୧୨ଟି ବିଭାଗର ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ…

ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା: ପ୍ରଥମ ସ୍ଥାନ ଅଧିକାର କଲା ମୟୂରଭଞ୍ଜ ଦ୍ରୌପଦୀ ବାଳିକା…

ଭୁବନେଶ୍ବର: ଜାନୁୟାରୀ ୨୧ ଓ ୨୨ ତାରିଖ ଦୁଇ ଦିନ ବ୍ୟାପି ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ, ପାଇପ ବ୍ୟାଣ୍ଡ (ବାଳିକା)…

ଭକ୍ତଙ୍କ ପ୍ରତି ସେବାୟତଙ୍କ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆଣିବାକୁ ନିବେଦନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଗତ 17 ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଥିବା ବେଳେ, ପ୍ରକଳ୍ପ ଉଦ୍ଘାଟନ ନେଇ ସାରା ରାଜ୍ୟରେ ଅର୍ପଣ ରଥ ଘୁରି ବୁଲିଥିଲା । ଏହା ମାଧ୍ୟମରେ ରାଜ୍ୟର କୋଣ ଅନୁକୋଣରୁ ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଚାଉଳ, ଗୁଆ ଓ ଟଙ୍କା…

IAS ସ୍ତରରେ ବଡ ଧରଣର ଅଦଳବଦଳ; ୧୭ ଜିଲ୍ଲାପାଳଙ୍କୁ ଏକାଥରକେ ବଦଳି

ଭୁବନେଶ୍ବର : IAS ସ୍ତରରେ ବଡ ଧରଣର ଅଦବଦଳ କଲେ ରାଜ୍ୟ ସରକାର । ୧୭ଜିଲ୍ଲାପାଳଙ୍କୁ ଏକାଥରେ ବଦଳି କରାଯାଇଛି । ପୁରୀ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ବରଗଡ଼ , ବଲାଙ୍ଗିର, ରାୟଗଡା , ଅନଗୁଳ , ଯାଜପୁର , କୋରାପୁଟ , କେନ୍ଦ୍ରପଡା , ସମ୍ବଲପୁର , ମାଲକାନଗିରି, ବୌଦ୍ଧ , ସୋନପୁର, ନୟାଗଡ…

ବାସଭବନରେ ରହି ଭର୍ଚ୍ଚୁଆଲ ମାଧ୍ୟମରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମନ୍ଦିରରେ ବିଜେ କରିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ସମସ୍ତ ରିତିନୀତି ଓ ପୂଜା ବିଧାନ ସହ ଶେଷ ହେଲା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଆଜି ପୂର୍ଣ୍ଣ ହେଲା କୋଟି କୋଟି ଭକ୍ତଙ୍କ ମନୋକାମନା । ଆଜିର ଏହି ଉତ୍ସବରେ ସାରା ଦେଶ ହୋଇଯାଇଛି…

ବିଜେଡ଼ିକୁ ଝଟକା, ବିଜେପିରେ ମିଶିଲେ ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ନେତା

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଯୁବନେତା ମଧୂସୁଦନ ଶର୍ମା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। କେବଳ ଇସ୍ତଫା ଦେଇନାହାନ୍ତି ବରଂ ବିଜେପିରେ ନିଜ ଦଳବଳ ସହିତ ବିଜେପିରେ ଯୋଗ ଦେଇଛନ୍ତି। ସେପଟେ ବିଜେପିରେ ଯୋଗ ଦେଇଥିବା ଏହି ନେତାଙ୍କୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱାଗତ କରିଛନ୍ତି।…