Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାୟଗଡ଼ା ହତ୍ୟାକାଣ୍ଡରେ ପୋଲିସକୁ ବଡ଼ ସଫଳତା: ବିହାରରୁ ଧରାପଡ଼ିଲେ ୩ ମୁଖ୍ୟ ଅଭିଯୁକ୍ତ, ଖୁଲାସା ହେବ ହତ୍ୟାର ରହସ୍ୟ

ରାୟଗଡ଼ା: ରାସ୍ତା ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼, ଆଉ ତା' ପରେ ଅପହରଣ କରି ବୀଭତ୍ସ ହତ୍ୟା। ରାୟଗଡ଼ା ସହରକୁ ଦୋହଲାଇ ଦେଇଥିବା ବହୁ ଚର୍ଚ୍ଚିତ ୧୯ ବର୍ଷୀୟ ନିଖିଳ ହଡିପା ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଘଟଣା ଘଟାଇବା ପରେ ରାଜ୍ୟ ବାହାରକୁ ଫେରାର୍…

ବରଗଡ଼ରେ ଚର୍ଚ୍ଚିତ ଯୌନ ଉତ୍ପୀଡ଼ନ ମାମଲା: ସସପେଣ୍ଡ ହେଲେ ଡିଇଓ ଓ ବିଇଓ

ବରଗଡ଼: ବରଗଡ଼ ଶିକ୍ଷା ବିଭାଗକୁ ଦୋହଲାଇ ଦେଇଥିବା ଚର୍ଚ୍ଚିତ ଯୌନ ଉତ୍ପୀଡ଼ନ ମାମଲାରେ ଶେଷରେ ବଡ଼ ପଦକ୍ଷେପ ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଜ୍ୟୋତିକାନ୍ତ ସାହୁ ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସୁରେନ୍ଦ୍ର ସାହୁଙ୍କୁ…

Brutal Murder:ମାଇଁଙ୍କ ଭଉଣୀକୁ ବୀଭତ୍ସ ହତ୍ୟା କଲା ନିଶାସକ୍ତ ଭଣଜା; କାରଣ ଅସ୍ପଷ୍ଟ

କାକଟପୁର:ସମ୍ପର୍କରେ ଲାଗିଲା ଦାଗ । ମାଉସୀକୁ ହତ୍ୟା କଲା ପୁତୁରା । ଦୀର୍ଘ ଦିନ ଧରି ମାମୁ ଘରେ ରହି ମାମୁଙ୍କ କଲ୍ୟାଣ ମଣ୍ଡପରେ କାମ କରୁଥିଲା ଭଣଜା । ଗତ କାଲି ବିଳମ୍ବିତ ରାତିରେ ଏକ ଧାରୁଆ ମାରଣାସ୍ତ୍ରରେ ମାଇଁଙ୍କ ଭଉଣୀଙ୍କୁ ତଣ୍ଟି କାଟି ହତ୍ୟା କରିଛି । କାକଟପୁର ଶଙ୍କରେଶ୍ବରରେ ଏହି…

LIC ଅଫିସରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର

କଟକ: କଟକ ମାଛୁଆ ବଜାର ଏଲଆଇସି ଅଫିସରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ନିଆଁ ଲାଗିବା ଯୋଗୁ ଵ୍ୟାପକ କ୍ଷୟକ୍ଷତି ହୋଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ତଳ ମହଲାରେ ଲାଗିଥିଲା। ଉପର ମହଲାକୁ ନିଆଁ ବ୍ୟାପିବା ପୂର୍ବରୁ ଅଗ୍ନିଶମ କର୍ମଚାରୀ ମାନେ…

Arms Trafficking:ବେଆଇନ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ: ପିସ୍ତଲ ସହ ୫ଗିରଫ

ସମ୍ବଲପୁର: ବେଆଇନ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାଶ । ଆଜି ସମ୍ବଲପୁର ପୋଲିସ ବଡ଼ ଧରଣର ବେଆଇନ ବନ୍ଧୁକ କାରବାର କରୁଥୁବା ଏକ ରାକେଟ୍ ଠାବ କରିଛି । ଏହି ଘଟଣାରେ ୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସମ୍ବଲପୁର ଅଇଁଠାପାଲି ଥାନା ଓ କ୍ଷେତରାଜପୁର ଥାନା ଅଞ୍ଚଳରୁ ଏହି ୫ଜଣ ଗିରଫ ହୋଇଛନ୍ତି…

ଜନଶୁଣାଣିରେ ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ବ୍ୟାପକ ସମର୍ଥନ ମିଳିଲା

ସମ୍ବଲପୁର: ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଆଦିତ୍ୟ ଆଲୁମିନିୟମ ପ୍ଲାଣ୍ଟ, ଲପାଙ୍ଗାର ପ୍ରସ୍ତାବିତ ସମ୍ପ୍ରସାରଣକୁ ନେଇ ମେ ୧୫ରେ ଅନୁଷ୍ଠିତ ଜନ ଶୁଣାଣିରେ ସ୍ଥାନୀୟ ଲୋକ ଓ ପଞ୍ଚାୟତିରାଜ ପ୍ରତିନିଧିମାନେ ପ୍ରବଳ ସମର୍ଥନ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି ସହ…

Odia film industry:ଓଡ଼ିଆ ଫିଲ୍ମ କଳାକାରମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା;କହିଲେ-ଶୀଘ୍ର ପ୍ରଣୟନ ହେବ…

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଶୁକ୍ରବାର ଦିନ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ତଥା…

ଡ୍ରାଇଭରଙ୍କୁ ଲୁହା ରଡରେ ପିଟିପିଟି ମାରିଦେଲେ ଅନ୍ୟ ୩ ଡ୍ରାଇଭର…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭଷ୍ମା ଅଞ୍ଚଳରେ ଦୁର୍ଘଟଣା ଘଟାଇଥିବା ଜଣେ ପିକଅପ୍ ଭ୍ୟାନ ଡ୍ରାଇଭରକୁ ଏକ ଲୁହା ରଡ୍ ରେ ପିଟିପିଟି ହତ୍ୟା କରିଛନ୍ତି ଅନ୍ୟ ଡ୍ରାଇଭରମାନେ । ମୃତ ଡ୍ରାଇଭର ଜଣକ ହେଲେ ଭଷ୍ମା ଥାନା ଅଧୀନ ଗୁଲଠା ଗାଁର ରାଜେଶ ମୁଣ୍ଡା (୩୬) । ଘଟଣାରେ ସୁନ୍ଦରଗଡ଼ ଉପଖଣ୍ଡ ପୋଲିସ ୩…

ECoR Cancels Trains:ପୁରୀ–ରାଉରକେଲା ଏକ୍ସପ୍ରେସ୍ ସହ ଏହି ଟ୍ରେନ ଗୁଡିକ ସାମୟିକ ଭାବେ କରାଗଲା ବାତିଲ

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ଏହାକୁ ନଜରରେ ରଖି ଏକାଧିକ ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି । ଶୁକ୍ରବାର ପୂର୍ବତଟ ରେଳପଥ ପକ୍ଷରୁ ଜାରି ସୂଚନାନୁସାରେ, ଟ୍ରେନ୍ ନମ୍ବର…

RoadAccident:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଚାଲିଗଲା ଶିଶୁକନ୍ୟା ସମେତ ୩ଜଣଙ୍କ ଜୀବନ

ସମ୍ବଲପୁର:କୁଚିଣ୍ଡା ଥାନା ଅଧୀନ କୁସମୀ ରାସ୍ତା ଫରେଷ୍ଟ ପାର୍କ ନିକଟରେ ବାଇକ୍‌କୁ ଧକ୍କା ଦେଲା ସ୍କର୍ପିଓ । ଏହି ଦୁର୍ଘଟଣାରେ ୩ଜଣ ବାଇକ୍‌ ଆରୋହୀ ପ୍ରାଣ ହରେଇଛନ୍ତି। ମୃତକମାନେ ହେଲେ ଶିବ ମୁଣ୍ଡା (୪୦), ଦୀପକ ମୁଣ୍ଡା (୩୮) ଓ ଜଣେ ଶିଶୁକନ୍ୟା(୭ )। ଖବରମୁତାବକ,ପ୍ରାୟ ସନ୍ଧ୍ୟା…