Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅନୁଦାନ ପଠାଇଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ୧୯ଟି ରାଜ୍ୟ ସରକାରଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍) ଅନ୍ତର୍ଗତ ୬,୧୯୪.୪୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ ଦେଇଛନ୍ତି। ଏହି ରାଶିରେ ୧ ହଜାର ୨୦୯ କୋଟି ଟଙ୍କା ସାମିଲ ରହିଛି। ଛତିଶଗଡ଼,…

ଓଡ଼ିଶାର ୨୦ ଜିଲ୍ଲାରେ କାର୍ଯ୍ୟକାରୀ ହେବ ଜାତୀୟ ସିକଲ୍‌ ସେଲ୍‌ ରୋଗ ଉନ୍ମୁଳନ ଅଭିଯାନ, ଆଜି ଉଦଘାଟନ

ଭୁବନେଶ୍ୱର: ୨୦୪୭ ସୁଦ୍ଧା ଦେଶରୁ ସିକଲ୍‌ ସେଲ୍‌ ରୋଗ ଉନ୍ମୁଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ସିକଲ୍‌ ସେଲ୍‌ ରୋଗ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିବେ । ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟର ୨୭୮ ଜିଲ୍ଲା, ବିଶେଷ କରି ଜନଜାତି ବହୁଳ ଜିଲ୍ଲାରେ ଅଭିଯାନକୁ ବ୍ୟାପକ ଭାବେ…

ଓଡ଼ିଶାକୁ ନାନୋ ୟୁରିଆ ନଦିଆଯାଇ ପାରମ୍ପରିକ ୟୁରିଆ ଦିଆଯାଉ: ମନ୍ତ୍ରୀ ରାଜା ସ୍ୱାଇଁ

ଭୁବନେଶ୍ୱର: ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବାରେ ସହାୟତା କରିବା ପାଇଁ ରାଜ୍ୟକୁ ୪ ଲକ୍ଷ ଟନ୍ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ମିଳିଛି ୨୨ ହଜାର ୫୦୦ ମେଟ୍ରିକ ଟନ୍ ସାର। ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ…

ବାହାନଗା ଦୁର୍ଘଟଣା: ଛଅ ମର ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର

ଭୁବନେଶ୍ୱର: ଜୁନ ଦୁଇ ସଂଧ୍ୟାରେ ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଛଅଟି ମର ଶରୀର ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଶୁକ୍ରବାର ଡିଏନଏ ପରୀକ୍ଷା ରିପୋର୍ଟ ଆସିବା ପରେ ଏମ୍ସ ହସ୍ପିଟାଲରେ ଥିବା ମର ଶରୀରକୁ ଚିହ୍ନଟ କରାଯିବା ପରେ ସେମାନଙ୍କ ପରିବାର ଲୋକଙ୍କୁ…

ଶବ ନେବାକୁ ମିଳିଲାନି ଗାଡ଼ି, ପ୍ରଥମେ କାନ୍ଧରେ ପରେ ଟ୍ରଲିରେ ଶବ ବୋହିଲେ ମୃତକଙ୍କ ପରିବାର

ଗଜପତି: ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଡାକ୍ତରଖାନାରେ କେହି ନଥିବାରୁ କୃଷ୍ଣ ସାହୁଙ୍କ ମୃତଦେହକୁ ଟ୍ରଲି ରିକ୍ସାରେ ବୋହି ଆଣିବାକୁ ବାଧ୍ୟ କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ମିଳିଥିବା…

ହସ୍ପିଟାଲରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ବାରିପଦା: ହସ୍ପିଟାଲରେ ଚାକିରି କରାଇ ଦେବା ନାଁରେ ଠକେଇ କରି ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ସୁପରଭାଇଜର ଭାବେ କାମ କରୁଥିବା ରଜତ କୁମାର ପାତ୍ର ନାମକ ଜଣେ ବ୍ୟକ୍ତି ଶୁକ୍ରବାର ଗିରଫ ହୋଇଛନ୍ତି। ସମାନ ଡାକ୍ତରଖାନାରେ ନିଯୁକ୍ତିର ସୁଯୋଗ ରହିଛି ବୋଲି ମିଛ ପ୍ରତିଶ୍ରୁତି…

କୃଷି ଉପକରଣ ସବସିଡି ଦୁର୍ନୀତି, ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୭ କୋଟି ୧୬ ଲକ୍ଷ ଟଙ୍କାର କୃଷି ଉପକରଣ ସବସିଡି ଦୁର୍ନୀତି ମାମଲାରେ ପଞ୍ଚମ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିଦ୍ୟାଧର ବେହେରାକୁ ଭଦ୍ରକରୁ ଗିରଫ କରାଯାଇଛି। ବିଦ୍ୟାଧର ବେହେରା ଭଦ୍ରକ ଚରମ୍ପା ସ୍ଥିତ କଳ୍ପନା ମୋଟର୍ସର…

ଫାଇଭ-ଟି ସଚିବଙ୍କ ନେଇ ଥମୁନି ବୟାନବାଜି, ଟିକେଟ କଟିବା ଭୟରେ ବିଜେଡି ନେତା ଚୁପ ରହୁଛନ୍ତି କହିଲେ ବିରୋଧୀ

ଭୁବନେଶ୍ୱର: ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଓଡ଼ିଶାରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ପାଣ୍ଡିଆନ ଆଚରଣ ବିଧି ଉଲଙ୍ଘନ କରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରି ବିଜେପି ଶାସକ ବିଜେଡି ଉପରେ ବର୍ଷିଛି। ବିଜେପି ରାଜ୍ୟ ସାଧାରଣ…

ଯୋଡ଼ି ହେଲା କଟା ହାତ, ସଫଳ ଭାବେ ପ୍ରତିରୋପଣ କଲେ ବଡ଼ ମେଡିକାଲର ଡାକ୍ତର

ଭୁବନେଶ୍ୱର: କଟକ ଏସସିବି ମେଡିକାଲର ଏକ ଡାକ୍ତରୀ ଦଳ ବାଲେଶ୍ୱର ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକଙ୍କ କଟା ହାତକୁ ସଫଳତାର ସହ ଯୋଡ଼ିଛନ୍ତି। ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାରରେ ପ୍ଲାଷ୍ଟିକ ସର୍ଜରୀ, ଅର୍ଥୋପେଡିକ, ନିଶ୍ଚେତକ ବା ଆନାସ୍ତେସିଆ ବିଭାଗର ଡାକ୍ତରମାନେ ସାମିଲ…

ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ: ପୁଣି ତେଜିଲା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି । ରତ୍ନଭଣ୍ଡାର ଖୋଲିବା ନେଇ ବିଜେପି ନେତା ସମୀର ମହାନ୍ତି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ଆବେଦନରେ ଦର୍ଶାଇଛନ୍ତି, ରତ୍ନଭଣ୍ଡାରର ସ୍ଥିତି ନେଇ ଏଏସ୍ଆଇ ଓ ଗଜପତି ମହାରାଜ ଚିନ୍ତାବ୍ୟକ୍ତ…